Movie prime

ମାଳିକା ରେ ଲେଖା ଅଛି ଆସିବ ଭୟାନକ ଭୂମିକମ୍ପ, ଆଉ ସେଥିରେ ଭାଙ୍ଗି ଯିବ ହୀରାକୁଦ ଆଉ ଜଳମଗ୍ନ ହେବ ଓଡିଶା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ମାଳିକା ବଚନ ବିଷୟରେ ଆସୁଥିବା ଭିଡିଓ ସବୁ ଦେଖିଥିବେ । ମାଳିକାରେ ଯାହା ଲେଖା ହୋଇଛି ତାହା ନିଶ୍ଚୟ ସତ ହେବ । ଆଉ ଏହି ସବୁ ଘଟଣା ବିଷୟରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ଦ୍ଵାରା ଅନେକ କିଛି ଖବର ଜାଣିବାକୁ ପାଇବେ । 
Special Report
ଏବେ ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ାଇଛି ହୀରାକୁଦ ଜଳଭଣ୍ଡାର । ଏବେ ଖବର ଆସୁଛି କି ଭାଙ୍ଗିଯିବ କି ହୀରାକୁଦ ଜଳଭଣ୍ଡାର । ଆଉ ଆସିବ କି ମହା ବିପତ୍ତି । ଏବେ ଏହି ହୀରାକୁଦ ଜଳଭଣ୍ଡାରକୁ ନେଇ ଆସିଛି ।
ପ୍ରଳୟ ପାଣି ମାଡି ଆସିବ ଆଉ ବିପଦରେ ପଡ଼ିବ ଓଡ଼ିଶା ବୋଲି ଏବେ ଖବର ଆସୁଛି । ହୀରାକୁଦ ଜଳଭଣ୍ଡାର ଅସୁରକ୍ଷିତ । ଆଉ ସେଥିରେ ଫାଟ ସୃଷ୍ଟି ହୋଇଛି । ଓଡ଼ିଶା ଆଡ଼କୁ ମାଡି ଆସୁଛି ମହା ବିପତ୍ତି । ଆଉ ମାଳିକା ବଚନ ହୋଇଯିବ କି ସତ ଏବେ ଏହି କଥା ଚର୍ଚ୍ଚାକୁ ଆସୁଛି । 
Special Report
ମାଳିକାରେ ଲେଖା ଅଛି କି ୨୪ ଅଙ୍କରେ ଜଳ ଗହଳ ହୋଇବ ଆଉ ପାଣିରେ ଦେଶ ଉବୁଟୁବୁ ହୋଇବ ବୋଲି । ମହା ପ୍ରଳୟ ଆସୁଛି । ସତରେ କଣ ହୀରାକୁଦ ଜଳଭଣ୍ଡାର ଭାଙ୍ଗି ଯିବ । ହୀରାକୁଦ ଜଳଭଣ୍ଡାର ଉପରେ ବିପଦ ପଡ଼ିଲେ ସାରା ରାଜ୍ୟରେ ମହା ପ୍ରଳୟ ଆସିବ ।
ହୀରାକୁଦ ଜଳଭଣ୍ଡାର ହେଉଛି ଦେଶର ଐତିହ୍ୟ ଆଉ ଗର୍ବ । ଏହି ବନ୍ଧ ଥରେ ଭାଙ୍ଗିଲେ ଏହାର ମରାମତି କରିବାକୁ କେହି ନାହାଁନ୍ତି । ଏହି ହୀରାକୁଦ ଜଳଭଣ୍ଡାରର ଚାରୋଟି ଗେଟ୍ ଖୋଲିଲେ କିଛି ଜିଲ୍ଲା ବୁଡି ଯିବ । ସେହି ହୀରାକୁଦ ଜଳଭଣ୍ଡାର ଭାଙ୍ଗିଗଲା ପରେ କଣ ହେବ ତାହା ଚିନ୍ତା କରନ୍ତୁ । ଏହାର ଫାଟ ଦେଖି ମଧ୍ୟ ସରକାର ମରାମତି କରୁ ନାହାନ୍ତି ।