Movie prime

ମାଳିକା ରେ ଲେଖା କଥା ସତ ହେବ କି : ୨୦୨୪ ରେ ପ୍ରଳୟ ପୁରୀ ରୁ ଆରମ୍ଭ ହେବ କି????

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦିନକୁ ଦିନ ମାଳିକା ବଚ୍ଚନ ସତ ହେବାରେ ଲାଗିଛି। ଦିନ ଥିଲା ଏହାକୁ ନେଇ ଯାହା କଳ୍ପନା କରାଯାଇଥିଲା ତାହା ଏବେ ବସ୍ତବତାର ରୂପ ନେବାରେ ଲାଗିଛି।
Special Report
ଏହାକୁ ନେଇ ଅନେକ ଲୋକ ମଧ୍ୟ ତାଙ୍କର ଭିନ୍ନ ଭିନ୍ନ ପ୍ରକାରର ମତ ଦେଇଛନ୍ତି। ମାତ୍ର ସାରା ଓଡ଼ିଶା ନୁହେଁ ବରଂ ଦେଶରେ ମଧ୍ୟ ମାଳିକା କୁ ଲୋକେ ବିଶ୍ଵାସ କଲେଣି।
ଏବେ ମଧ୍ୟ ମାଳିକା ରେ ଲେଖାଥିବା ଅନେକ ଗୁଡ଼ିଏ ପ୍ରଳୟ ସମ୍ପର୍କରେ ଆଲୋଚନା ହେବାରେ ଲାଗିଛି। ତେବେ ମାଳିକା ରେ ଜଳ ପ୍ରଳୟ ହେବ ବୋଲି ମଧ୍ୟ ଏହା ଲେଖା ଯାଇଛି।
ମାଳିକା ରେ ହୀରାକୁଦ ବନ୍ଧ ଭାଙ୍ଗିବା ସମ୍ପର୍କରେ ଲେଖା ଅଛି। ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁ ଥିବେ କି ହୀରାକୁଦ ବନ୍ଧ ଭାଙ୍ଗିଲେ କଣ ଘଟିବ। ଆଉ ୨୦୨୫ ରୁ ୨୦୨୭ ମଧ୍ୟରେ ପୃଥିବୀ ରେ ସବୁଠାରୁ ବଡ ବିପର୍ଯ୍ୟୟ ହେବ।
Special Report
ଚାରି ଆଡୁ ଖାଲି ଉଲକା ପଡିବ। ଏଭଳି ଭାବରେ ଜଳ ପ୍ରଳୟ ହେବ ଯାହାକି କିଛି ଗ୍ରାମ ଓ ନଗରକୁ ସଂପୂର୍ଣ୍ଣ ଭାବରେ ଧ୍ଵଂସ କରିଦେବ। ବର୍ତ୍ତମାନ୍ ଭାରତରେ ରାଜନୈତିକ ଅବସ୍ଥା ଖୁବ୍ ସଙ୍କଟାପନ୍ନ ଥିବା ବେଳେ
ପୃଥିବୀ ରେ ବହୁ ଦେଶ ମାନଙ୍କ ମଧ୍ୟରେ ଯୁଦ୍ଧ ମଧ୍ୟ ଚାଲିବ। ଆଉ ଯେଉଁ ବିପର୍ଯ୍ୟୟ ମଧ୍ୟ ହେବ ତାହା ବଡ଼ ଧରଣର ମଧ୍ୟ ହୋଇ ପାରେ ନଚେତ୍ ଛୋଟ ମଧ୍ଯ ହୋଇପାରେ ତାହା କହି ହେବ ନାହିଁ।
ଦୁନିଆରେ ସବୁଠାରୁ ଶ୍ରେଷ୍ଠ ଜୀବ ହେଉଛି ମାନବ। ସେ ସବୁକିଛି ଜାଣିପାରେ ଆଉ ତା ନିକଟରେ ଅନେକ କିଛି କହିବାର କ୍ଷମତା ମଧ୍ୟ ରହିଛି। ମଣିଷ ପୃଥିବୀରୁ ଯିବା ସମୟରେ ଏଭଳି କିଛି କାମ କରିଦେଇ ଯାଉ କି
ତାଙ୍କୁ କିଛି ଦିନ ପର୍ଯ୍ୟନ୍ତ ଲୋକମାନେ ମନେ ରଖିବେ। ଆଗକୁ ଆସିବାକୁ ଯାଉଥିବା ବିପଦରୁ ବଞ୍ଚିବାକୁ ହେଲେ ମଣିଷକୁ ଭଗବାନ ଙ୍କ ଶରଣ ପଶିବାକୁ ହେବ ନଚେତ୍ କିଛି ଶୁଭ ହେବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.