Movie prime

ମାଳିକା ରେ ମିଳିଲା ପ୍ରମାଣ : ଯଦି ଏମିତି କିଛି ହେବ ତାହାଲେ ଜାଣିବେ ସତ୍ୟ ଯୁଗ ଖୁବ୍ ଶୀଘ୍ର ଆସିବାକୁ ଯାଉଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମେ ଏବେ କଳିଯୁଗ ରେ ରହୁଛେ। କଳିଯୁଗରେ ଲୋକ ମାନେ ମଧ୍ୟ ନାନା ପ୍ରକାରର ଅନ୍ୟାୟ ଓ ଅତ୍ୟାଚାର କରୁଛନ୍ତି। ଆଉ ଏହାର ଦଣ୍ଡ ମଧ୍ଯ ଆମକୁ ନିଶ୍ଚିତ ଭାବରେ ଭୋଗିବା ପାଇଁ ପଡିବ।
Special report
ହେଲେ ଆମେ ଏବେ ଆପଣଙ୍କୁ ସତ୍ୟ ଯୁଗ ସମ୍ପର୍କରେ କିଛି କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଆଜ୍ଞା ହଁ ଆମେ ଆପଣଙ୍କୁ ସତ୍ୟ ଯୁଗର ଲକ୍ଷଣ ବିଷୟରେ କହିବାକୁ ଯାଉଛୁ।
ମାଳିକା ରେ ମଧ୍ୟ ଏହା ସମ୍ପର୍କରେ ବିସ୍ତାର ଭାବରେ ଆଲୋଚନା କରାଯାଇଛି। ସତ୍ୟ ଯୁଗ ଯେତେବେଳେ ଆସି ପହଞ୍ଚିବ ସେତେବେଳେ ଗୋମାତା ମାନେ କଥା କହିବେ। ଲୋକ ମାନେ ସେତେବେଳେ ମିଛ ବୋଲି କଣ କିଛି ଜାଣି ପାରିବେ ନାହିଁ।
Special report
ହିଂସା ବାଦ ଅହଙ୍କାର ସେମାନେ ଏସବୁ କିଛି ଜାଣି ପାରିବେ ନାହିଁ। ଲୋକ ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ପବିତ୍ର ହୋଇ ଯିବେ। ବର୍ତ୍ତମାନ ମଧ୍ୟ ଋତୁ ଚକ୍ର ଆସ୍ତେ ଆସ୍ତେ ପରିବର୍ତ୍ତନ ହେଉଛି। ଯେଉଁ ମାନେ ବୃଦ୍ଧ ଅଛନ୍ତି ଏବେ,
ସେମାନେ ସେତେବେଳେ ପ୍ରଭୁଙ୍କ ଆଜ୍ଞା ରେ ପୁଣି ଥରେ ଯୁବକ ହେବେ ବୁଢ଼ୀ ମାନେ ମଧ୍ୟ ସେ ସମୟରେ ଯୁବତୀ ହୋଇ ଯିବେ। ସେହି ସମୟରେ ମଧ୍ୟ ସୁବର୍ଣ୍ଣର ଉଆସ ହେବ ଆଉ ଏହା ଦେଖି ମଧ୍ୟ ଭକ୍ତ ମାନେ ଆନନ୍ଦିତ ହେବେ।
ସମସ୍ତଙ୍କ ମଧ୍ୟରେ ଅନନ୍ତ ପ୍ରଭୁ ସମସ୍ତଙ୍କର ସମ୍ରାଟ ମଧ୍ୟ ହେବେ। ଆନନ୍ଦରେ ସେ ପ୍ରଜା ପାଳିବେ ଆଉ ସମସ୍ତ ପ୍ରଜା ମାନେ ମଧ୍ୟ ସୁଖରେ ରହିବେ। ଅନନ୍ତ ପ୍ରଭୁ ଙ୍କ ଆଜ୍ଞାରେ ମଧ୍ୟ ସବୁ ଅସମ୍ଭବ ସମ୍ଭବ ହେବ।
ଋତୁ ସବୁ ମଧ୍ୟ ସେହି ସମୟରେ ଓଲଟ ପାଲଟ ହୋଇ ଯିବ। ସକାଳ ଛଅ ରୁ ସନ୍ଧ୍ୟା ଛଅ ମଧ୍ୟରେ ୧୨ ଘଣ୍ଟା ମଧ୍ୟରେ ଲୋକ ମାନେ ମଧ୍ୟ ସବୁ ଋତୁ ଭୋଗ କରି ପାରିବେ। ଆଉ ଏହା ଅନନ୍ତ ଯୁଗରେ ମଧ୍ୟ ସମ୍ଭବ ହୋଇ ପାରିବ।
ଏଭଳି ଅନେକ କଥା ମଧ୍ୟ କୁହା ଯାଇଛି ଯାହାକି ଆପଣ ସଂପୂର୍ଣ୍ଣ ଭିଡିଓ ଦେଖିଲେ ଜାଣି ପାରିବେ। ତେବେ ଏହାକୁ ଦେଖି ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.