Movie prime

ମିଳିଲା ମାଳିକା ର ସଫା ସଫା ପ୍ରମାଣ ଦେଖନ୍ତୁ ଏହି ସଙ୍କେତ ରେ କଳିଯୁଗ ଶେଷ ପ୍ରମାଣ !!

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିପାରିବେ । ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣା ବିଷୟରେ ଆପଣମାନେ ଜାଣିଥିବେ । ଏବେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା ହେଉଛି । 
ଏହି ଘଟଣା ବିଷୟରେ ଶୁଣିବା ପରେ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ବରେ ଲୋକମାନେ ସ୍ତବ୍ଧ ହୋଇ ଯାଇଛନ୍ତି । ମାଳିକାରେ ଏଭଳି ଅନେକ କଥା ଲେଖାଯାଇଛି । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି
Special Report
 ଏହାସହ ଆଉ କଣ ସବୁ ମାଳିକାରେ ଲେଖାଯାଇଛି ସେହି ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ମାଳିକାରେ ବୈରି ଷ୍ଟେସନ ବିଷୟରେ ଲେଖାଯାଇଛି । ମାଳିକାର ଗୁପ୍ତ ଗହିନି କଥା ଏହି ଷ୍ଟେସନ ବିଷୟରେ ଲେଖାଯାଇଛି ।
ଏହା ଜଗନ୍ନାଥ ସଂସ୍କୃତିର ହେଉଛି ମୂଳ । ଏହି ମାଳିକାରେ ବୈରୀ ଷ୍ଟେସନ ବିଷୟରେ ଲେଖାଯାଇଛି । ବୈରୀ ଷ୍ଟେସନ ହେଉଛି ଗୁପ୍ତ ଲୀଳା । ଯେଉଁ ସମୟରେ ପ୍ରଳୟର ବିଭୀଷିକା ଚାଲୁଥିବ ସେହି ସମୟରେ ମହାତ୍ମା ଅନେକ କଥା ଲେଖିଛନ୍ତି ।
ଏହି ବୈରି ଷ୍ଟେସନରେ ହନୁମାନ ଭଗବାନ ଅଛନ୍ତି । ମହସନ୍ଧି ସମୟ ଆସୁଛି । ଆଉ ଭକ୍ତମାନେ ସେଠାରେ ମେଳ ହେବେ । ଏହି ଷ୍ଟେସନରେ ମହାପ୍ରଭୁ ଜଗନ୍ନାଥ ରହିବେ । ଆଉ ଭଗବାନ ହନୁମାନ ତାଙ୍କୁ ନେଇ କରି ଯିବେ । ଗୋଟିଏ ଦିନ ପାଇଁ ଛତିଆ ସ୍ଥାନକୁ ପ୍ରଭୁ ଆସିବେ ।
ଯୁଦ୍ଧ ଚାଲିଥିବ । ଆଉ ସେହି ସମୟରେ ଭଗବାନ ଆସିବେ । ଚମ୍ପାପୁର ନିକଟରେ ଏକ ଗୁପ୍ତ ସ୍ଥାନ ଅଛି । ସେହି ଛତିଆ ଗ୍ରାମରେ ଭଗବାନ ଜଗନ୍ନାଥ ଗୋଟିଏ ଦିନ ପାଇଁ ରହିବେ । ମାଳିକାରେ ଲେଖା ଅଛି କି ପ୍ରଭୁ ଜଗନ୍ନାଥ ପୁଣି ପୁରୀ ଫେରିବେ ।
ଵୈରୀ ସ୍ଥାନରେ ଇଞ୍ଜିନ ରହିବ । ଆଉ ସେଠାରୁ ଭଗବାନ ଯିବେ । ୧୩ ,୧୩ ଜଣ ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ àଏବଂ ଅନ୍ୟ ସଖା ସଜିଲେଣି । ମାଳିକାରେ ଏହି ସବୁ ଲେଖାଯାଇଛି । 
ଆଉ ଏହା ବହୁତ ଶୀଘ୍ର ହେବାକୁ ଯାଉଛି । ସମସ୍ତେ ସମସ୍ତଙ୍କର ଶତ୍ରୁ ହୋଇଯିବେ । ଏହି ବୈରୀ ଷ୍ଟେସନରେ ଅନେକ କିଛି ଘଟଣା ଘଟିବ ବୋଲି କୁହାଯାଇଛି ।
ସେତେବେଳେ ସବୁ କ୍ଷେତ୍ରରେ ଆକାଶ ମାର୍ଗ, ଜଳ ମାର୍ଗ ଏବଂ ସଡ଼କ ମାର୍ଗରେ ଯୁଦ୍ଧ ଚାଲୁଥିବ । ଏହି ସମୟରେ ଭଗବାନ ଜଗନ୍ନାଥ ଲୀଳା କରିବେ । ଏହି ଵୈରୀ ଷ୍ଟେସନରେ ପାତି ଇଞ୍ଜିନ ଚାଲିବ । ଏହି ଷ୍ଟେସନରେ ଟ୍ରେନ ବନ୍ଦ ହୋଇଯିବ । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.