Movie prime

ଧିରେ ଧିରେ ସତ ହେବାରେ ଲାଗିଛି ମାଳିକା ବଚନ ଦେଖନ୍ତୁ ଗୋଟିଏ ଗଛରୁ ମୁଣ୍ଡ ଟେକିଛି ୭ ଖଜୁରୀ ଗଛ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି ଅନେକ ଖବର ଦେଖି ପାରୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିବ । ଆପଣମାନେ ଏଭଳି ଅନେକ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରିବେ ।
Special Report
ମାଳିକାକୁ ନେଇ ଆସୁଥିବା ଖବର ସମ୍ପର୍କରେ ମଧ୍ୟ ସବୁ ଖବର ଜାଣୁଛନ୍ତି । ମାଳିକା ବଚନ ଧୀରେ ଧୀରେ ସତ ହେଉଛି । ଆଉ ଆପଣମାନେ ଯାହା କେନେ ଆଗରୁ ଦେଖିନଥିବେ ସେଭଳି ଘଟଣା ଘଟିବାକୁ ଯାଉଛି । 
ଏଭଳି ଅନେକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିବ ବୋଲି ମାଳିକାରେ ଲେଖା ହୋଇଛି । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ସମ୍ପର୍କରେ ଜାଣିପାରିବେ । ପୁଣି ଦେଖିବାକୁ ମିଳିଛି ଅଲୌକିକ ଆଉ ଅଦ୍ଭୁତ ଦୃଶ୍ୟ ଯାହା ଆପଣମାନେ ଆଗରୁ କମ୍ ଦେଖିଥିବେ ।
Special Report
ମାଳିକାରେ ଲେଖା ହୋଇଛି " ଅଦେଖା ଦେଖିବୁ , ଅଶୁଣା ଶୁଣିବୁ " । ଏବେ ତାହା ହିଁ ଘଟୁଛି ଯାହା ଲୋକମାନେ କେବେ ଦେଖିନଥିଲେ ତାହା ଦେଖୁଛନ୍ତି ଏବଂ ଯାହା ଶୁଣି ନଥିଲେ ତାହା ମଧ୍ୟ ଶୁଣୁଛନ୍ତି । 
ଆପଣମାନେ କେବେ ଦେଖିଛନ୍ତି କି ଗୋଟିଏ ଗଛ ମୂଳରୁ ସାତୋଟି ଗଛ ବାହାରି ଥିବାର । ଏହି ଭିଡିଓରେ ଆପଣମାନେ ସେହି ଗଛ ଦେଖିପାରିବେ ଯେଉଁ ଗଛ ମୂଳରୁ ସାତୋଟି ଗଛ ବାହାରିଛି ଯାହା ବିଜ୍ଞାନ କ୍ଷେତ୍ରକୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି ।
Special Report
ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ଏହା ସତ ଅଟେ । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ୍ ଅନ୍ତର୍ଗତ ସହରଗୁରୁଜଙ୍ଗ ଗାଁରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ, ଅଲୌକିକ ଏବଂ ଚକିତ କରିଲା ଭଳି ଖଜୁରୀ ଗଛ ।
ଦୀର୍ଘ ୪୦ ବର୍ଷ ହେବ ଗୋଟିଏ ଖଜୁରୀ ଗଛରୁ ସାତୋଟି ଖଜୁରୀ ଗଛ ବାହାରିଛି । ଯେତେ ବର୍ଷା, ପବନ ଆସିଲେ ମଧ୍ୟ ଏହି ଗଛ ସେମିତି ଛିଡ଼ା ହୋଇଛି । ଏହା ହେଉଛି ସାତ ଟିକିଆ ଖଜୁରୀ ଗଛ । ଏହାକୁ ଦେଖିବାକୁ ଅନେକ ପର୍ଯ୍ୟଟକ ମଧ୍ୟ ଆସୁୁଛନ୍ତି ।
ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି ଏହି ଗଛ କିଭଳି ସମ୍ଭବ । ପୁରା ଓଡ଼ିଶାରେ ଏହି ଗଛ ବିରଳ ଅଟେ । ଏହି ଗଛ ଅନେକ ବର୍ଷରୁ ଛିଡ଼ା ହୋଇଛି । ଏହାକୁ ଦେଖିଲେ ମନରେ ଅନେକ କଥା ଆସୁଛି । ଏହି ଗଛକୁ ନେଇ ଚର୍ଚ୍ଚା ହେଉଛି ।