Movie prime

ମମତା କଲେ ଭଗବାନ ଶିବ ଙ୍କ ଘୋର ଅପମାନ, ଶିବ ଙ୍କ ଉପରେ ଫୋପଡ଼ିଲେ ଫୁଲ ମାଳ ଦେଖନ୍ତୁ ଭିଡିଓ, ଲୋକେ କହିଲେ ଏଟା ବଙ୍ଗାଳୀ ମୁସଲିମ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ସମସ୍ତ ଙ୍କୁ ଜଣା ଥିବ ଯେ ରାଜନୀତି ରେ ସବୁବେଳେ ଛୋଟ ଛୋଟ କଥା କୁ ନେଇ ଚର୍ଚ୍ଚା ଜୋର ଧରି ଥାଏ।ବିଭିନ୍ନ ରାଜନୈତିକ ଦଳ ପରସ୍ପର ସହିତ ସବୁବେଳେ ଝଗଡ଼ା କରି ଥାଆନ୍ତି।
ଆଜି ଆମେ ସେହିଭଳି ଏକ କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ।କଂଗ୍ରେସ ଓ ବିଜେପି ମଧ୍ୟ ରେ କୌଣସି ଏକ କଥା କୁ ନେଇ ଚର୍ଚ୍ଚା ଜୋର ଧରିଛି।ରାଜନୈତିକ ଦଳ ମାନେ ପରସ୍ପର ବିରୋଧୀ ମତ ଦେଇ ଥାନ୍ତି।
Special report
ସୂଚନା ଅନୁସାରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ର ଦଳ ର ମୁଖ୍ୟ ମମତା ବାନାର୍ଜୀ କିଛି ଦିନ ତଳେ ଏକ ମନ୍ଦିର ବୁଲିବା ପାଇଁ ଯାଇଥିଲେ।ସେ କଲିକତା ର ନକୁଲେଶ୍ୱର ମହାଦେବ ଙ୍କ ପାଖକୁ ଯାଇଥିଲେ।ସେଠାରେ ସେ ଠିଆ ହୋଇ ପୂଜା କରିଥିଲେ।
ଏହାର କାରଣ ହେଉଛି ସେ ତାଙ୍କ ପିଠି ପାଖ ରେ ଅନେକ କଷ୍ଟ ଅନୁଭବ କରିଥିଲେ।ଠିକ୍ ରେ ସେ ବସି ପାରୁ ନ ଥିଲେ।ସେ ଠିଆ ହୋଇ ପୂଜା କରିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଏହାକୁ ନେଇ ଅନ୍ୟ ରାଜନୈତିକ ଦଳ ମାନେ ଖୁବ୍ ଚର୍ଚ୍ଚା କରିଥିଲେ।ବିଜେପି ଦଳ ର ନେତା ଅମିତ ଶାହା ଏହା ଉପରେ କହିଥିଲେ କି ମମତା ବାନାର୍ଜୀ ହିନ୍ଦୁ ହୋଇ ମଧ୍ୟ ମୁସଲିମ ଙ୍କ ଭଳି କାର୍ଯ୍ୟ କରୁଛନ୍ତି।
Special report
ସେ ଏହା ଦ୍ବାରା ଜଣାଇ ଦେଉଛନ୍ତି ଯେ ସେ ମୁସଲିମ ମାନଙ୍କୁ ବହୁତ ପସନ୍ଦ କରନ୍ତି।ତାଙ୍କୁ ଖୁସି କରିବା ପାଇଁ ସେ ଏଭଳି କାମ କରିଛନ୍ତି।ଅମିତ ଶାହା ଙ୍କ ଏଭଳି ମନ୍ତବ୍ୟ ରେ ତୃଣ ମୂଳ କଂଗ୍ରେସ ଦଳ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏହାର ଜବାବ ରେ ସେମାନେ କହିଥିଲେ କି ପୂଜା କରିବା ଆଗରୁ ମମତା ଙ୍କ ପିଠି ଦରଜ ହେଉଥିଲା।ଏଥିପାଇଁ ସେ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ।ସେ ଠିକ୍ ସେ ବସି ପାରି ନ ଥିଲେ।
ଯେଉଁଥିପାଇଁ ସେ ଠିଆ ହୋଇ ପୂଜା କରୁଥିଲେ।କିନ୍ତୁ ଭାରତୀୟ ଜନତା ପାର୍ଟିର ନେତା ମାନେ ସ୍ୱାସ୍ଥ୍ୟ ସମସ୍ୟା କୁ ମଧ୍ୟ ରାଜନୀତି ଆଡ଼କୁ ଟାଣି ଆଣିଛନ୍ତି।ଯାହାକି ଅତ୍ୟନ୍ତ ନିନ୍ଦନୀୟ କଥା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.