Movie prime

ମନ୍ଦିର ଭିତରେ ଦେଖାଦେଲେ ନାଗ ରୂପରେ ସ୍ଵୟଂ ଭୋଳାନାଥ ଦେଖନ୍ତୁ ସାଙ୍ଗେ ସାଙ୍ଗେ ହୋଇଗଲେ ଅନ୍ତର୍ଦ୍ଧାନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଆପଣମାନଙ୍କ ମନରେ ଅନେକ କଥା ସୃଷ୍ଟି କରିବ । ଭଗବାନଙ୍କ ମହିମା ବିଷୟରେ ଆପଣମାନେ ତ ଶୁଣିଥିବେ ।
Special report
ଭଗବାନଙ୍କ ମହିମାକୁ ନେଇ ଏବେ କିଛି ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଶିବ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ମନ୍ଦିରରେ ଘଟିଲା ଏଭଳି କିଛି । ପୂଜା ବେଳେ ହଠାତ୍ ଘଟିଥିଲା ଏଭଳି କିଛି ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସମସ୍ତେ । 
ପୂଜା ସମୟରେ ହଠାତ୍ ମନ୍ଦିର ଭିତରକୁ ପଶି ଆସିଲା ନାଗ ସାପ । ଏହି ନାଗ ସାପଟି ଶିବ ଲିଂଗରେ ଗୋଡେଇ ହୋଇ ଅନେକ ସମୟ ରହିଲା ।
Special report
ଯେତେବେଳେ ମନ୍ଦିରର ଦ୍ଵାର ଖୋଲା ଗଜା ସେତେବେଳେ ଦେଖିବାକୁ ମିଳିଲା କି ନାଗ ସାପ ଫଣା ଟେକି ଛିଡ଼ା ହୋଇଛି । ଚାହୁଁ ଚାହୁଁ ଏହି ନାଗ ସାପଟି ଅଦୃଶ୍ୟ ହୋଇଗଲା । ଦେବ ଦେବ ମହାଦେବଙ୍କ ମହିମା ଅପରମପାର । ସେ ଭକ୍ତର ଦୁଃଖ ଦୁର୍ଦ୍ଦଶା ସବୁ ଦୂର କରିଥାନ୍ତି ।
ମହାଦେବଙ୍କ ଏଭଳି ମହିମାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ନାଗ ସାପକୁ ଦେଖି କେହି ପଳାଇ ଯାଉଛି ତ ଆଉ କେହି କେହି ମହାଦେବ ନାଗ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ ବୋଲି ଭକ୍ତ କହୁଛନ୍ତି । କିଛି ଭକ୍ତ ଭାବ ବିହ୍ବଳ ହୋଇ ପଡ଼ୁଛନ୍ତି ।
Special report
ଆଉ କିଛି ଲୋକ କହୁଛନ୍ତି ମହାଦେବଙ୍କ ବାହନ ନାଗ ସାପ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି । ଏହି ଦୃଶ୍ୟ ଦେଖିବା ପାଇଁ ଯେତିକି ଅଦୃଶ୍ୟ ଲାଗୁଛି ସେତିକି ଆଶ୍ଚର୍ଯ୍ୟ ବି ଲାଗୁଛି । ଭୟଙ୍କର ଅଟେ ଏହି ନାଗ ସାପ । ତାହାର ଗୋଟିଏ ଚୋଟରେ ଲୋକର ଜୀବନ ଯାଇପାରେ । 
ଆଜି ଏହି ନାଗ ସାପ ଭଗବାନଙ୍କ ପାଖକୁ ଯାଇ ତାର ଦୁଃଖ ଜଣାଉଛି । ଆସନ୍ତା ଫେବୃୟାରୀ ୨ ତାରିଖରେ ଶ୍ରୀ ଶ୍ରୀ ସୁବୁଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ସରି ଯାଇଥିବା ବେଳେ ଆଜିଠାରୁ ଅଙ୍କୁରରୋପଣ ସହ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି ।
ଲୋକମାନେ ମନ୍ଦିର ସାଜସଜ୍ଜାରେ ଲାଗି ରହିଥିବା ବେଳେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଦୃଶ୍ୟ ଦେଖିବା ପରେ ଲୋକମାନେ ବିଶ୍ବାସ କରି ପାରିନଥିଲେ । ଏହି ଦୃଶ୍ୟ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।