Movie prime

ମଙ୍ଗଳବାର କରନ୍ତୁ କେବଳ ଏହି ଗୋଟିଏ ଉପାୟ ଏବଂ ଏହା ପରେ ଦେଖନ୍ତୁ ଜୀବନରେ କେମିତି ହେଉଛି ଚମତ୍କାର ଉପରେ ଚମତ୍କାର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପୂଜା କରିବା ପାଇଁ ସବୁଠୁ ଭଲ ଦିନ ହୋଇଥାଏ। ଯଦି ଆପଣଙ୍କ ଜୀବନରେ କିଛି ଅସୁବିଧା ଆସିଥାଏ ତାହେଲେ ମଙ୍ଗଳବାର ଦିନ ଏହି ଉପାୟ କରିଲେ ଆପଣ ଭାଗ୍ୟବାନ ହୋଇପାରିବେ।
Special Report
ପଞ୍ଚାଙ୍ଗ ଅନୁସାରେ ସପ୍ତାହର ସବୁ ଦିନ କୌଣସି ନ କୌଣସି ଭଗବାନଙ୍କୁ ସମର୍ପିତ ଅଟେ। ଆପଣଙ୍କ ଜୀବନରେ କିଛି ଅସୁବିଧା ଆସିଥାଏ ତାହେଲେ ମଙ୍ଗଳବାର ଦିନ ଏହି ଉପାୟ କରିଲେ ଆପଣ ଭାଗ୍ୟବାନ ହୋଇପାରିବେ। 
ତେବେ ବନ୍ଧୁଗଣ ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ। ତେଣୁ ଅନେକ ଲୋକ ମଙ୍ଗଳବାର ଦିନ ହନୁମାନଙ୍କୁ ଖୁସି କରିବାକୁ ଉପବାସ କରନ୍ତି। ଉପବାସ ସହିତ ଅନ୍ୟ କିଛି ପଦକ୍ଷେପ ନେଇ ମଧ୍ୟ ହନୁମାନଙ୍କ ଜୀଙ୍କର ବିଶେଷ ଆଶୀର୍ବାଦ ଲାଭ କରିପାରିବା।
Special Report
ଯଦି ଜଣେ ବ୍ୟକ୍ତି ଚାକିରି ପାଇନାହାଁନ୍ତି। କଠିନ ପରିଶ୍ରମ ପରେ ମଧ୍ୟ ସଫଳ ହେଉନାହାଁନ୍ତି। ତେବେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ସାମ୍ନାରେ ରାଶି ତେଲର ଏକ ଦୀପ ଜାଳନ୍ତୁ ଏବଂ ହନୁମାନ ଚଲିସା ପାଠ କରନ୍ତୁ। 
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ଆଉ ଏହି ଦିନ ମଙ୍ଗଳ ଗ୍ରହକୁ ମଧ୍ୟ ପୂଜା କରାଯାଏ। ଏହି ଦିନ ଏଭଳି ଅନେକ କିଛି କାମ କରିବା ଉଚିତ୍ ଆଉ କିଛି କାମ ନ କରିବା ଉଚିତ୍।
Special Report
ଏହା କରିଲେ ଆପଣ ଜୀବନରେ ସଫଳ ହୋଇପାରିବେ। ଆଉ ଆପଣଙ୍କର ଆଧ୍ୟାତ୍ମିକ ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ। 
ମଙ୍ଗଳବାର ଦିନ ସକାଳୁ ଆପଣ କୌଣସି ଲୋକଙ୍କୁ ବା ବ୍ରାହ୍ମଣଙ୍କୁ ଯଦି ଗହମ ଦାନ କରିବେ ତ ଆପଣଙ୍କ ଭାଗ୍ୟ ଚମକିଥାଏ। ଗୁଡ଼ ଦାନ କରିବା ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ। ଦିଆସିଲ ଦାନ କରିବା ଦ୍ୱାରା ଆପଣଙ୍କ ଜୀବନରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ।
ତମ୍ବା ପାତ୍ର ଦାନ କରିବା ଦ୍ୱାରା ଆପଣଙ୍କୁ ବହୁ ମାତ୍ରାରେ ଧନର ପ୍ରାପ୍ତି ହୋଇଥାଏ। ସୁନାର ଦାନ କଲେ ହନୁମାନ ମହାରାଜ ଆପଣଙ୍କୁ ବହୁତ ସାରା ଦାନ କରି ଥାଆନ୍ତି। ଏବଂ ଆପଣଙ୍କ ମନସ୍କାମନା ପୂରଣ କରି ଥାଆନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.