Movie prime

ମଙ୍ଗଳବାର ଦିନ ଲବଙ୍ଗ କରିଦେବ ଆପଣଙ୍କୁ କୋଟିପତି ଦେଖନ୍ତୁ କେମିତି କରିବେ ଏହି ଚମତ୍କାରୀ ଉପାୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଛି। ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି। ଶାସ୍ତ୍ରରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି।
Special Report
ଶାସ୍ତ୍ରରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ। ଶାସ୍ତ୍ରରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି। ଶାସ୍ତ୍ରରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ। 
ଶାସ୍ତ୍ରରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ। ଶାସ୍ତ୍ରରେ ଘରର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ। କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି। ମଙ୍ଗଳବାର ଦିନ ଏହି ସ୍ଥାନରେ ଲବଙ୍ଗ ପକାଇବା ଦ୍ବାରା ଆପଣଙ୍କର ସମସ୍ତ ଦୁଃଖ ଦୂର ହୋଇଯିବ।
Special Report
ତେବେ ଆସନ୍ତୁ ଏହି ଵିଷୟ ରେ ଆହୁରି ଅଧିକ କିଛି କଥା ଜାଣିବା। ବନ୍ଧୁଗଣ ଖାଇବାରେ ହେଉ କିମ୍ବା ପୂଜା ପାଠରେ ସବୁଥିରେ ଲବଙ୍ଗ ର ବ୍ୟବହାର କରାଯାଇଥାଏ। ସନାତନ ଧର୍ମ ରେ ଲବଙ୍ଗକୁ ବହୁତ ଶୁଭ ବୋଲି ମନା ଯାଇଥାଏ। 
ଲବଙ୍ଗକୁ ବିଭିନ୍ନ ଗ୍ରହ ମାନଙ୍କ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଯଦି ଆପଣ ଜୀବନର ସମସ୍ତ କଷ୍ଟକୁ ଦୁର କରିବାକୁ ଚାହୁଁଛନ୍ତି ତେବେ ଲବଙ୍ଗ ଦ୍ଵାରା ଏକ ଛୋଟ ଉପାୟ ଟିଏ ପ୍ରୟୋଗ କରନ୍ତୁ। ବନ୍ଧୁଗଣ ମଙ୍ଗଳବାର ଦିନ ପ୍ରଥମେ ସାତୋଟି ଲବଙ୍ଗ ର ଦାନା ନିଅନ୍ତୁ।
Special report
ଏହାକୁ ନେଇ ଆପଣ ଏକ ଖୋଲା ଜାଗାକୁ ଚାଲି ଯାଆନ୍ତୁ। ଏପରି ଜାଗାକୁ ଯାଆନ୍ତୁ ଯେପରି କେହି ଆପଣଂକୁ ସେଠାକୁ ଯିବାକୁ ରୋକିବେ ନାହିଁ। ତେବେ ସେହିପରି ସ୍ଥାନ କୁ ଯିବା ପରେ ନିଜ ବାମ ହାତ ରେ ସମସ୍ତ ଲବଙ୍ଗକୁ ରଖନ୍ତୁ। ଏହାପରେ ଗୋଟିଏ ଗୋଟିଏ ଲବଙ୍ଗ ଉଠାଇ ନିଜର ଜଣେ ଶତ୍ରୁର ନାମକୁ ଗୋଟିଏ ଥର କହି ସେହି ଲବଙ୍ଗକୁ ଫୁଙ୍କି ଦିଅନ୍ତୁ। 
Special report
ଏହିପରି ଭାବରେ ପ୍ରାୟ ୨୧ ଥର କରନ୍ତୁ। ୨୧ ଥର ଏହି ପରି କରିସାରିବା ପରେ ସେହି ଲବଙ୍ଗ କୁ ଆଣି କୌଣସି ଜିନିଷରେ ନିଆଁ ଲଗାଇ ତାହାକୁ ପୋଡି ଦିଅନ୍ତୁ। ବର୍ତ୍ତମାନ ଏହାର ପାଉଁଶ କୁ କାଢ଼ି କରି ନେଇ ଆସନ୍ତୁ ଓ ଏକ କପଡାରେ ରଖିଦିଅନ୍ତୁ।
ଏହାର ପୂର୍ବ ଦିନ ସେହି ପାଉଁଶକୁ ନିଜ ସହିତ ନେଇ ରାସ୍ତା ପାର୍ଶ୍ଵରେ ଥିବା ମାଟି ଜାଗା ରେ ପୋତି ଦିଅନ୍ତୁ। ଏହି ପରି ଭାବରେ ଆପଣ ତିନୋଟି ମଙ୍ଗଳବାର ଦିନ ଏହି ଉପାୟ କୁ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ଓ ଆପଣଙ୍କ ଭାଗ୍ୟ ରେ ମଧ୍ୟ ବଡ଼ ପରିବର୍ତ୍ତନ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.