Movie prime

ମାଂସ ଖାଇବା ପରେ କଣ ପାଇଁ ଆମ ମନ୍ ପରିବର୍ତ୍ତନ ହୁଏ, କଣ ପାଇଁ ଆମ ମନ୍ ରେ ଖରାପ ଚିନ୍ତାଧାରା ଆସେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମର ସନାତନ ଧର୍ମ ଓ ପୌରାଣିକ ଧର୍ମ ଗ୍ରନ୍ଥ ଅନୁସାରେ ଜୀବ ହ-ତ୍ୟା କୁ ସଦା ସର୍ବଦା ପାପ ବୋଲି ମଧ୍ୟ ବିବେଚନା କରାଯାଇଛି।
ମନୁଷ୍ୟ ଯେତେବେଳେ ନିଜର ପେଟ ଭରିବା ପାଇଁ ଜୀବ ହ-ତ୍ୟା କରିଥାଏ ସେତେବେଳେ ସେ ପାପ ର ଭାଗିଦାରୀ ହୋଇ ଯାଇଥାଏ। ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ପ୍ରାୟ ସମସ୍ତେ ଏହି ମାଂସାହାରି ଭୋଜନ ମଧ୍ୟ କରୁଛନ୍ତି।
ଏଭଳି ଜୀବ ମାନଙ୍କୁ ଯେଉଁ ମାନେ ମାରି ଦେଇଥାନ୍ତି ସେମାନେ ମଧ୍ୟ ମାରିବା ପରେ ନର୍କ ରେ ସ୍ଥାନ ପାଇ ଥାଆନ୍ତି। ଏହି ମାଂସାହାରି ଭୋଜନ କରୁଥିବା ଲୋକ ମାନଙ୍କ ମନ ଉପରେ ମଧ୍ୟ ପକାଇ ଥାଏ। ସେଥିପାଇଁ କୁହା ଯାଇଛି କି ଆମେ ଯେଉଁଭଳି ଖାଦ୍ୟ ଖାଇ ଥାଉ ସେଭଳି ଭାବରେ ଆମ ମନ ମଧ୍ୟ ହୋଇ ଥାଏ।
କୌଣସି ମନ୍ୟୁଷ ଯେତେବେଳେ କୌଣସି ଅଶ୍ଵ, ମନୁଷ୍ୟ ବା ଅନ୍ୟ ପଶୁ ର ମାଂସ ସେବନ କରିଥାଏ କିମ୍ୱା ଗୋ ହ-ତ୍ୟା କରିଥାଏ ତାଙ୍କ ଶରୀର ରୁ ମସ୍ତକ କୁ ଅଲଗା କରିବାରେ ଆପଣ ମାନେ ସଙ୍କୋଚ କରିବେ ନାହିଁ କି ଏହା ମଧ୍ୟ ପାପ ନୁହେଁ।
ଭୋଜନ ତିନି ପ୍ରକାରର ହୋଇଥାଏ। ସାତ୍ତ୍ୱିକ, ରାଜସିକ ଓ ତାମସିକ।ସାତ୍ତ୍ୱିକ ଭୋଜନରେ ଫଳ ଓ କ୍ଷୀର ଏହି ଭଳି ଭୋଜନ କରାଯାଇ ଥାଏ ଆଉ ଗୀତା ଅନୁସାରେ ଏହି ଭୋଜନ କରୁଥିବା ଲୋକ ମାନେ ଚିରାୟୁ ହୋଇ ଥାଆନ୍ତି।
ସେମାନେ ରୋଗ ବ୍ୟାଧି ରୁ ମଧ୍ଯ ଦୁରରେ ରୁହନ୍ତି। ତାଙ୍କ ମନରେ କ୍ରୋଧ ,କାମ ଓ ମନ୍ଦ ଭାବନା ମଧ୍ୟ ନଥାଏ। ଏହା ଶ୍ରେଷ୍ଠ ଭୋଜନ ଅଟେ।ରାଜସିକ ଭୋଜନ ଖଟା, ଗରମ, ଲୁଣିଆ ଓ ଅତ୍ୟଧିକ ମସଲାରେ ପ୍ରସ୍ତୁତ କରାଯାଇ ଥାଏ। ଏହି ଭୋଜନ କରୁଥିବା ଲୋକଙ୍କ ମନରେ ଅନେକ ଆଶା ଓ କାମନା ବାସନା ର ମନୋଭାବ ଥାଏ।
ତାମସିକ ରେ ଯାହାକି ହେଉଛି ବାସୀ ଏବଂ ଅପବିତ୍ର ଖାଦ୍ୟ ଯେଉଁ ଥିରୁ କି ଦୁର୍ଗନ୍ଧ ମଧ୍ୟ ଆସୁଥିବ। ଏହି ଭୋଜନରେ ମଦ ଓ ମାଂସ କୁ ସାମିଲ୍ କରାଯାଇଛି। ଏଭଳି ଖାଦ୍ୟ ଖାଉଥିବା ବ୍ୟକ୍ତି ମାନଙ୍କ ମନ ଅଶାନ୍ତ ମଧ୍ୟ ରହିଥାଏ।
ତାଙ୍କ ମନରେ କ୍ରୋଧ ଓ କାମ ଭାବନା ଜାଗ୍ରତ ହୁଏ। ତାଙ୍କ ମନରେ କାହା ପ୍ରତି ମଧ୍ୟ ପ୍ରେମ ବା ଦୟା ଭାବନା ମଧ୍ୟ ନଥାଏ। ସେ ଅତ୍ୟଧିକ ଉତ୍ତେଜିତ ଓ କ୍ରୂର ମଧ୍ୟ ହୋଇ ଯାଇଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.