Movie prime

ମରାମତି ହୋଇପାରିବନି ହୀରାକୁଦ ବନ୍ଧ ! ଦେଖନ୍ତୁ ଆଗାମୀ ସ୍ଥିତିରେ କଣ କହୁଛି ମାଳିକା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବହୁ ବର୍ଷ ପୂର୍ବରୁ ମଧ୍ୟ ମାଳିକା ବଚନରେ ଏପରି କିଛି ସତ୍ୟ ଲେଖା ହୋଇଥିଲା ଯେ ଯାହାକି ୨୦୨୪ ମସିହା ବେଳକୁ ହୀରାକୁଦ ବନ୍ଧରେ ନିହାତି ଭାବରେ ଫାଟ ଦେଖାଯିବ।
Special report
ଆଉ ସେହି ଫାଟ ଯେତେ ବଢିବ ଓଡିଶା ପାଇଁ ସେତେ ମହା ଜଳ ବିପତ୍ତି ମାଡି ଆସିବ। କାରଣ ହୀରାକୁଦ ଜଳଭଣ୍ଡାର ଏକ ବିଶାଳତମ ବନ୍ଧ ଅଟେ। ଯଦି ହୀରାକୁଦ ବନ୍ଧ ଭାଙ୍ଗିବ, ତେବେ ସାରା ଓଡିଶା ଜଳମଗ୍ନ ହୋଇଯିବ। 
କାରଣ ମାଳିକାରେ ଲେଖା ହୋଇଥିବା କଥା ସହ ବର୍ତ୍ତମାନର ହୀରାକୁଦ ବନ୍ଧର ସ୍ଥିତିରେ ଅନେକ କିଛି ସାମଞ୍ଜସ୍ୟ ଦେଖିବାକୁ ମିଳୁଛି। ଯାହାକି ଓଡିଶା ତଥା ସାରା ଭାରତ ବର୍ଷ ପାଇଁ ଦରକାର ପଡିଲେ ମହାବିପତ୍ତି ଡାକି ଆଣିବ।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ବିଷୟରେ କହୁଛନ୍ତି ମାଳିକା ଭକ୍ତ ପ୍ରହଲ୍ଲାଦ ବାବା। ପ୍ରହଲ୍ଲାଦ ବାବା କହିଛନ୍ତି, ହୀରାକୁଦ ବନ୍ଧ ମନକୁ ଭାଙ୍ଗିବ ନାହିଁ। ତାହାକୁ ଶତ୍ରୁପକ୍ଷ ଭାଙ୍ଗିବେ। ବୈଶାଖ ମାସ ଶୁକ୍ଳ ପକ୍ଷ ଗୁରୁବାର ଏକାଦଶୀ ସେହି ଦିନ ହୀରାକୁଦ ବନ୍ଧ ଭାଙ୍ଗିବ। 
ଆଉ ମଧ୍ୟ ଲେଖିଛନ୍ତି ମହାପୁରୁଷ ଯେତେବେଳେ ଭାରତ ଚାଇନା ଯୁଦ୍ଧ ହେବ ସେହି ସମୟରେ ହୀରାକୁଦ ବନ୍ଧ ଭାଙ୍ଗିଯିବ। ହୀରାକୁଦ ବନ୍ଧ ଭାଙ୍ଗିଲେ ୭ ଟି ଜିଲ୍ଲା ଜଳରେ ବୁଡି ଯିବ। ସେହି ସମୟରେ ଭକ୍ତ ମାନେ ଜଳରେ ଭାସି ଯିବେ।
Special report
କେତେକ ଭକ୍ତ ଭାସି ଯାଇ ଓଳାଶୁଣି ପାହାଡ଼ରେ ଯାଇ ଲାଗିବେ। ତେବେ ବନ୍ଧୁଗଣ ବିଦେଶୀ ମାନେ ହୀରାକୁଦ ବନ୍ଧର ଫାଟ ଠିକ୍ କରିବା ବଦଳରେ ହୀରାକୁଦ ବନ୍ଧର ପଙ୍କକୁ ମାଗୁଛନ୍ତି। 
ଏହାର କାରଣ ପ୍ରହଲ୍ଲାଦ ବାବା କହିଛନ୍ତି, ବିଦେଶୀ ମାନେ ପଙ୍କରୁ ଗୁପ୍ତ ଜିନିଷର କିଛି ପ୍ରମାଣ ପାଇଛନ୍ତି। ଯାହାକି ହେଉଛି ଅତି ମୂଲ୍ୟବାନ ଧାତୁ। ମହାପୁରୁଷ ମାନେ କୌଣସି ଥିରେ ଘଟିବାକୁ ଯାଉଥିବା ଘଟଣାର ସମୟ ସୀମା ଦେଇନାହାନ୍ତି।
ମହାପୁରୁଷ ମାନେ କେବଳ ଠାର ଦେଇଛନ୍ତି। ଯାହାକି ସେହି ଠାରକୁ ବୁଝିବା ମଧ୍ୟ ବହୁତ୍ କଷ୍ଟକର। ତେବେ ବନ୍ଧୁଗଣ ହୀରାକୁଦ ବନ୍ଧ ଭାଙ୍ଗିବା ମାଳିକା ଗ୍ରନ୍ଥରେ ଲେଖା ଯାଇଛି କିନ୍ତୁ କେବେ ଭାଙ୍ଗିବ ତାହା ବିଷୟରେ କୌଣସି ସଠିକ୍ ତାରିଖ ଏବଂ ମସିହା ନିର୍ଣ୍ଣୟ କରାଯାଇନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.