Movie prime

ଆଜି ଗୁରୁବାର ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ କର ଏମିତି କାମ, ଖୁସି ହେଲେ ମିଳିବ ମନ ଇଚ୍ଛା ବର ଆଉ ହେବ ସବୁ ଆଶା ପୂରଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଜାଣିଲେ ଆପଣମାନେ ଆପଣଙ୍କ ଜୀବନରେ ଲଗାଇ ପାରିବେ । ଏହି ଭିଡିଓରେ କୁହାଯାଇଛି କି ଜଣେ ନାରୀ ଭଲ ମନରେ ପୂଜାପାଠ କରିଲେ ଘରକୁ ଧନ ଆଗମନ ହୋଇଥାଏ । 
Special Report
ମାଆ ଲକ୍ଷ୍ମୀଙ୍କୁ ଭଲ ମନରେ ପୂଜା କରିଲେ ଘରେ ସବୁବେଳେ ମଙ୍ଗଳ ହୁଏ । ଗୃହ ଲକ୍ଷ୍ମୀ ଭଲ କାମ କରିଲେ ସବୁବେଳେ ଭଲ ଫଳ ମିଳିଥାଏ । ଘରର ଗୃହିଣୀ ଗୃହ ଲକ୍ଷ୍ମୀ ହୋଇଥାନ୍ତି । ଗୃହ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରି ପୂଜା କରିବା ଉଚିତ୍ ।
Special Report
ଏଭଳି ଅନେକ କାମ ଅଛି ଯାହା ଦ୍ଵାରା ଗୃହ ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି । ଏହି ଓଷା ଆପଣମାନେ ପ୍ରତି ଗୁରୁବାର ଦିନ କରିପାରିବେ । ଏହି ପୂଜା ସମସ୍ତେ କରିବା ଉଚିତ୍ । ଏହି ଗୁରୁବାର ଦିନ ଘର ପୋଛା ଲଗାଇବେ । ହଳଦୀ ଲଗାଇ ସ୍ନାନ କରିବେ ।
ପ୍ରତି ଗୁରୁବାର ଦିନ ଚିତା ପକାଇବେ । ଆଉ ଏହାପରେ ସୂର୍ଯ୍ୟ ପୂଜା ଆଉ ତୁଳସୀ ପୂଜା କରିବେ । ଏହାପରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଥିଲେ ଏହାକୁ ପୂଜା କରିବେ । ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ହଳଦୀ ପାଣିରେ ସ୍ନାନ କରାଇବେ । ଏହାପରେ କପଡ଼ାରେ ପୋଛି ଦେବେ ଆଉ ମାଙ୍କୁ ନୂତନ ବସ୍ତ୍ର ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧାଇବେ ।
Special Report
ଆପଣ ପିନ୍ଧିଥିବା ସୁଦଶା ବ୍ରତକୁ ସେହି ପାଣିରେ ଫୁଲ ପକାଇ ଧୋଇଦେବେ । ମାତାଙ୍କୁ ସିନ୍ଦୂର, ଚନ୍ଦନ ଆଉ ଫୁଲ ସଜାଇ ପୂଜା କରିବେ । ସକାଳ ଧୂପରେ ମାତା ଲକ୍ଷ୍ମୀଙ୍କୁ ଭୋଗ ଲଗାଇବେ । ଆଉ ଦ୍ଵିତୀୟ ପ୍ରହରରେ ମାଙ୍କୁ ଅନ୍ନ ଭୋଗ କରାଇବେ । 
Special Report
ମାଙ୍କୁ ବେଳ ପତ୍ର ଦେଇପାରିବେ । ମାଙ୍କ ପ୍ରସାଦ ବଢିବା ସମୟରେ ଘିଅ ପକାଇବେ । ପ୍ରଥମେ ଧୂପ, ଦୀପ ଲଗାଇବେ ଆଉ ଏହାପରେ ପ୍ରସାଦ ଦେବେ । ଦକ୍ଷିଣ ଦିଗକୁ ଦେବେ ଆଉ ପିତୃପୁରୁଷଙ୍କୁ ପାଣି ଛଡ଼ାଇ ଆସିବେ । ପ୍ରଥମେ ଆପଣ ଭୋଗ ମାଙ୍କ ପାଇଁ ରଖିଦେବେ ଆଉ ଏହାପରେ ଅଗ୍ନି ପୂଜା କରିବେ । ପିତୃପୁରୁଷଙ୍କୁ ବାରି ଆଡ଼େ ଖାଇବାକୁ ଦେବେ ।
ଏହାପରେ ନିଜ ଶାଶୁ, ଶଶୁର ଏବଂ ଗୁରୁଜନଙ୍କୁ ଖାଇବାକୁ ଦେଲା ପରେ ନିଜେ ଖାଇବେ । ଘରର ଗୃହିଣୀ ସବୁବେଳେ ପରିବାର କଥା ଭାବିବା ପରେ ନିଜ କଥା ଭାବିବା ଉଚିତ । ଏଭଳି ଅନେକ ବିଷୟରେ ଏହି ଭିଡିଓରେ ଜାଣିପାରିବେ । ଏହି କାମ କରିଲେ ଜୀବନରେ ଉନ୍ନତି ମିଳିବ ।