Movie prime

ମିଳିଲା ରାମ ଙ୍କ ବିରଳ ପଥର! ରାମ ଙ୍କୁ ଭକ୍ତି କରୁଥିଲେ ନିଶ୍ଚୟ ଲେଖିବେ ଜୟ ଶ୍ରୀ ରାମ

 
Special report
ବର୍ତମାନ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭାସମାନ ଅବସ୍ଥାରେ ଏକ ପଥର କୁ ଖେଳିବାକୁ ମିଳିଛି।ପୁରାଣ ରେ ଯାହା କେବେ ପଢ଼ିଥିଲେ ବା ଶୁଣିଥିଲେ
ତାହା ସ୍ଵ ଚକ୍ଷୁ ରେ ଦେଖିବାକୁ ଲୋକମାନେ ପାଇଛନ୍ତି।ପଥର ଟି ପାଣି ରେ ଭାସୁ ଥିବାର ନିଜର କର୍ମ ଚକ୍ଷୁ ରେ ଦେଖି ନିଜ କୁ ଭାଗ୍ୟବାନ ମନେ କରୁଛନ୍ତି ଶ୍ରଦ୍ଧାଳୁ।ଏଭଳି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ବୁଲଙ୍ଗ ଦଶହର ରେ।
ତ୍ରେତୟା ରେ ପ୍ରଭୁ ଶ୍ରୀ ରାମ ଲଙ୍କା ବିଜେ କରିବାକୁ ସମୁଦ୍ର ପଥ ରେ ବନ୍ଧା ଯାଇଥିଲା ରାମସେତୁ।ବାନର ସେନାର ଅକ୍ଲାନ୍ତ ପରିଶ୍ରମ ରେ ଗଭୀର ସମୁଦ୍ର ମଝିରେ ବିଶାଳ ପଥର ମାନଙ୍କ ରେ ଶ୍ରୀ ରାମ ଙ୍କ ନାମ ଲେଖି ପକାଇ ଦେଉଥିଲେ
ଆଉ ସେସବୁ ପଥର ସମୁଦ୍ରର ନୀଳ ଜଳ ରାଶି ରେ ଭାସି ଉଠୁଥିଲା।ଆପଣମାନେ ଜାଣିଥିବେ ଯେ ପ୍ରଭୁ ଙ୍କ ମହିମା ରେ ଏଭଳି ଭାସମାନ ପଥରରେ ଶ୍ରୀ ଲଙ୍କା କୁ ନିର୍ମାଣ ହୋଇଥିଲା ରାମସେତୁ ବନ୍ଧ।
କିନ୍ତୁ ବର୍ତମାନ ଏକ ଭିଡିଓ ଭାଇ ତାଲ୍ ହେବାରେ ଲାଗିଛି।ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପଥର କୁ ପାଣିରେ ପକାଇବାରୁ ସେଇ ପଥର ଟି ପାଣି ରେ ଭାସି ଥିଲା।
କେବଳ ସେତିକି ନୁହେଁ ସେହି ପଥର ରେ ରାମ ରାମ ମଧ୍ୟ ଲେଖା ଯାଇଥିଲା।ସେଠାରେ ଅନେକ ଲୋକମାନେ ଉପସ୍ଥିତ ଥିଲେ।ଏବଂ ଏହି ଦୃଶ୍ୟ ର ଭିଡିଓ ରେକର୍ଡ କରିଥିଲେ।ଏହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଉଥିଲେ।
ରବି ନାମକ ଜଣେ ବ୍ୟକ୍ତି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଗଙ୍ଗା ରୁ ଭାସି ଭାସି ପଥର ଟି ଆସିଥିଲା।ଏହାପରେ ସେମାନେ ସେଇ ପଥର କୁ ଉଠାଇ ଥିଲେ।
କିନ୍ତୁ ସେ ପଥର ରେ ରାମ ରାମ ଲେଖା ହେଇଥିଲା ବୋଲି ଦେଖିଥିଲେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.