Movie prime

ମିଳିଲା ପ୍ରଳୟ ସୂଚନା ଦେଖନ୍ତୁ ୨୦୨୪ ରେ ହେବ ଏମିତି ଲେଖିକି ରଖିବାକୁ କହିଦେଲେ ବାବା - Malika Bachana

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ମାଳିକା ବଚନ କେବେ ଅସତ୍ୟ ହୁଏ ନାହିଁ।୬୦୦ ବର୍ଷ ତଳେ ମହା ପୁରୁଷ ମାନେ ଯାହା କିଛି ବି ଲେଖି ଦେଇ ଯାଇଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହେଉଛି।ପୃଥିବୀ ପ୍ରତି ବିପଦ ମାଡ଼ି ଆସୁଛି।କିଛି ଲୋକ କହିଛନ୍ତି କି ପୃଥିବୀ ରେ ଘଟଣା ଘଟି ସାରିଲା ପରେ ସମସ୍ତେ କହୁଛନ୍ତି କି ମାଳିକା ରେ ଏହା ଲେଖା ହୋଇଛି।
Special report
କିନ୍ତୁ ଘଟଣା ଘଟିବା ପୂର୍ବ ରୁ ଆପଣ ମାନେ ଆଗରୁ କାହିଁକି କହୁ ନାହାନ୍ତି।କହି ଦେବାକୁ ଚାହୁଁଛୁ ଯେ ଏହା କୁ ମହା ପୁରୁଷ ମାନେ ଲେଖି ଥିଲେ।ଦିବାକର ଦାସ କହିଛନ୍ତି କି ଏହାକୁ ଆମେ ଲେଖି ନାହୁଁ।ସେମାନେ ଯାହା ଲେଖିଛନ୍ତି ଆମେ ଆପଣଙ୍କୁ ତାହା ହିଁ କହୁଛୁ।
ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପୃଥିବୀ ଆଉ ଅଳ୍ପ ଦିନ ମଧ୍ୟ ରେ ଧ୍ଵଂସ ହେବାକୁ ଯାଉଛି।ଲୋକ ମାନଙ୍କ ପାପ ବଢିବାରେ ଲାଗିଛି।ଖରାପ କାମ ରେ ଅନେକ ଲୋକ ଲିପ୍ତ ରହୁଛନ୍ତି।ଆଗକୁ ବିପଦ ମାଡ଼ି ଆସିବ।୨୦୨୪ ମସିହା ରେ ଏପରି କିଛି ଘଟଣା ଘଟିବ।
Special report
ଯେଉଁ ଥିରେ ଅନେକ ସଂଖ୍ୟା ରେ ଲୋକ ମୃ-ତ୍ୟୁ ବରଣ କରିବେ।ମାଳିକା ବିଚାରକ ଦିବାକର ଦାସ କହିଛନ୍ତି କି ଯେତେବଳେ ୨୦୨୩ ଯାଇ ୨୦୨୪ ଆସିବ।ଆପଣ ମାନେ ସମସ୍ତେ ମାଳିକା ବର୍ଣ୍ଣିତ ଭକ୍ତ ମାନଙ୍କ ସହିତ ସାକ୍ଷାତ କରି ପାରିବେ।ସେମାନେ ସମସ୍ତେ ପୃଥିବୀ ରେ ଜନ୍ମ ନେଇ ସାରିଛନ୍ତି।
ହେଲେ ସେମାନେ ଏ ଯାଏଁ କ୍ୟାମେରା ସାମ୍ନା କୁ ଆସି ନାହାନ୍ତି।ଆହୁରି ମଧ୍ୟ ମହାପୁରୁଷ ମାନେ ଲେଖିଛନ୍ତି କି ଚାରି ଆଡ଼େ ହାହାକାର ଖେଳି ଯିବ।କୁକୁର କାଉ ଏକାଠି ହେବେ।ପୃଥିବୀ ଉପରେ ଘୋର ବିପଦ ମାଡ଼ି ଆସିବ।
Special report
ଅନେକ ପ୍ରକାର ରୋଗ ଆସିବ।ଲୋକ ମାନେ ରକ୍ତ ବାନ୍ତି କରି ମରିବେ।ହେଲେ କେହି ସେମାନଙ୍କୁ ବଞ୍ଚାଇ ପାରିବେ ନାହିଁ।ଏବେ ଚାରି ଆଡ଼େ ବିପଦ।ଘରୁ ବାହାରକୁ ଗଲାବେଳେ ପରିବାର ଲୋକ ଙ୍କ ମନ ରେ ଅନେକ ଭୟ ସୃଷ୍ଟି ହେଉଚି।ସମସ୍ତେ କେବଳ ଆଶଙ୍କା ଭିତରେ ରହୁଛନ୍ତି।
ଆଗକୁ ଲୋକ ମାନଙ୍କୁ ଖାଇବାକୁ ମିଳିବ ନାହିଁ।ଲୋକ ମାନେ ଖାଦ୍ୟ ପାଇଁ ଡହଳ ବିକଳ ହେବେ।ପିତା ମାତା ଏପରି ସ୍ତର କୁ ଚାଲି ଆସିବେ ଯେ ନିଜ ପିଲା ମାନଙ୍କୁ ଅନ୍ୟ ମାନଙ୍କୁ ବିକି ଦେବେ।
ସମୟ ଆଗକୁ ବହୁତ ଖରାପ ଅଛି।ତେଣୁ ମହାପୁରୁଷ ମାନେ କହୁଛନ୍ତି କି ଏବେ ଠୁ ଭଗବାନ ଙ୍କ ନାମ ନିଅ।ସେ ହିଁ କେବଳ ଏ ଭବ ସାଗର ରୁ ପାର କରି ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.