Movie prime

ପୁଣି ଏତେ ବଡ ଦୁର୍ଘଟଣା ସମ୍ପର୍କରେ ମିଳିଲା ପ୍ରମାଣ ଦେଖନ୍ତୁ ଆଗରୁ ମିଳି ସାରିଥିଲା ସଂକେତ ଦେଖନ୍ତୁ କଣ କହୁଛି Malika Bachana

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ଜୁନ ୨ ତାରିଖ ବାହାନଗା ଟ୍ରେନ ଦୁ-ର୍ଘ-ଟ-ଣା ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଏହିକ୍ରମରେ ରବିବାର ଭୋର ପ୍ରାୟ ୪ଟା ବେଳେ ପଶ୍ଚିମବଙ୍ଗର ବାଙ୍କୁଡ଼ା ନିକଟରେ
 ୨ଟି ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ କେତେଗୁଡ଼ିଏ ୱାଗନ୍‌ ଧାରଣାଚ୍ୟୁତ ହୋଇଥିଲା ସଂଗୃହୀତ ସୂଚନା ଅନୁସାରେ, ଓନ୍ଦାଗ୍ରାମ ବା ଓନ୍ଦା ଷ୍ଟେସନ୍‌ ନିକଟରେ ଏହି ଦୁ-ର୍ଘ-ଟ-ଣା ଘଟିଛି। 
Special Report
ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ଅନ୍ୟ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ର ପଛରେ ଧକ୍କାଖାଇବାରୁ ୧୨ଟି ୱାଗନ୍‌ ଧାରଣାରୁ ବାହାରି ଯାଇଛି। ଏହି ଦୁ-ର୍ଘ-ଟ-ଣାରେ କାହାର ମୃ-ତ୍ୟୁ ନ ଘଟିଥିଲେ ବି ଗୋଟିଏ ମାଲ୍‌ବାହୀ ଟ୍ରେନ୍‌ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି।
ତେବେ ବନ୍ଧୁଗଣ ଏହାକୁ ନେଇ ମାଳିକା ଭକ୍ତ ପ୍ରହଲ୍ଲାଦ ନାୟକ କହଛନ୍ତି, ମହାପୁରୁଷ କହିଛନ୍ତି ଯେ ଶେଷ ସମୟ ଯେତେବେଳେ ଆସି ପହଞ୍ଚିବ ଅକାଳ ମୃତ୍ୟୁ ଖଟିବ। ଯେତେବଳେ ଶେଷ ସମୟ ସରିଯିବ ଏହି ଅକାଳ ମୃତ୍ୟୁର ପୂର୍ଣ୍ଣଚ୍ଛେଦ ପଡ଼ିଯିବ। 
Special Report
ବହୁତ୍ ପାପ ଭାର ହୋଇଗଲେ ପୃଥିବୀରେ ସବୁ ଅକାଳ ମୃତ୍ୟୁ ଘଟେ। ଏବଂ ମଣିଷ ତିଆରି ଯନ୍ତ୍ର ମଧ୍ୟ କିଛି କାମ ଦେବନାହିଁ। ଯେତେକ ସବୁ ଯନ୍ତ୍ରପାତି ଅଛି ସବୁ ଅଚଳ ହୋଇଯିବ କିଛି କାମ ଦେବନାହିଁ।
ଜଗନ୍ନାଥ କଳେବର ଭିତରେ ଦୁନିଆର କିଛି ଜେନେରେସନ୍ ପରିବର୍ତ୍ତନ ହେବ। ଜଗନ୍ନାଥ ଯେଉଁ ରୂପ ଧାରଣ କରିଛନ୍ତି ତାହା ହେଉଛି ଶାନ୍ତ ରୂପ। କିନ୍ତୁ ଏବେ ଯେଉଁ ରୂପ ଦେଖିବାକୁ ମିଳୁଛି ତାହା ହେଉଛି ଉଗ୍ରରୂପ। ଅକାଳ କୁହୁଡି ମାଡ଼ି ଆସିବ ଦିନ ଦ୍ଵିହିପହରେ। 
Special Report
ଏବଂ ମାଲିକରେ ଲେଖା ଅଛି କଳାକାରଖାନା କାମ କରିବା ବନ୍ଦ କରିଦେବ। ବୈଜ୍ଞାନିକ ଯନ୍ତ୍ର ମଧ୍ୟ ସବୁ କାମ କରିବା ବନ୍ଦ କରିଦେବ। ଆଉ ଏମିତି ଅନେକ କିଛି ଅଚଳ ହୋଇଯିବ ଶେଷ ସମୟରେ।
ବର୍ତ୍ତମାନ ବିଜ୍ଞାନ ମଧ୍ୟ କହିଲାନି ସୌର ଝଡ଼ ଯଦି ହେବ ସବୁ ଇଲୋକ୍ଟ୍ରୋନିକ ଜିନିଷ ସବୁ କାମ କରିବା ବନ୍ଦ ହୋଇଯିବ। ତେଣୁ ସମାଜକୁ ଏତିକି ଚେତନା ଯେ ସତ୍ ମାର୍ଗ, ସତ୍ ପଥରେ ଯିବା ପାଇଁ। ଯଦି ଏହାର ବ୍ୟବହାର ଖରାପ କରିବା ତେବେ ଏହାର ଫଳ ମଧ୍ୟ ଭୋଗିବା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.