Movie prime

ମିଳିଲା ସତର୍କ ସୂଚନା ଦେଖନ୍ତୁ ଆସିଲା ପ୍ରକୃତ ଭବିଶ୍ୱତ ବାଣୀ ଏଥର ସମସ୍ତଙ୍କର ମୃ-ତ୍ୟୁ ନିଶ୍ଚିନ୍ତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ସବୁ କିଛି ଖବର ଆପଣମାନେ ପାଇ ପାରୁଛନ୍ତି । ମାଳିକାରେ ଲେଖା ହୋଇଥିବା କଥା ସବୁବେଳେ ସତ ହୋଇଥାଏ । ଆଉ ଏବେ ମାଳିକାରେ ଲେଖା ହୋଇଥିବା କିଛି କଥା ଆପଣମାନେ ଜାଣିପାରିବେ ।
Special report
ମାଳିକାରେ ଲେଖା ହୋଇଥିବା କଥା ସତ ହୋଇଥାଏ । କଳ୍କୀ ପୁସ୍ତକର ୨୫୧ ନମ୍ବର ପୃଷ୍ଠାକୁ ନେଇ କିଛି ଖବର ଆସିଛି । ଏହି ପୃଷ୍ଠାରେ ଅନେକ କିଛି ଲେଖାଯାଇଛି । 
ଶେଷ ଯୁଦ୍ଧ ହେବ । ଆଉ ଏହି ଯୁଦ୍ଧ ସମୟରେ ପ୍ରବଳ କୁହୁଡ଼ି ହେବ । ଏହି କୁହୁଡି କାରଣରୁ ଦିନ ଜଣା ପଡ଼ିବ ନାହିଁ । ସାତ ଦିନ, ସାତ ରାତି ଅନ୍ଧାର ହେବ । ଏବେ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special report
ଅନେକ ଲୋକ କହୁଛନ୍ତି କି ପ୍ରଭୁ ଆସି ଗଲେଣି ଆଉ କେହି କହୁଛନ୍ତି କି ପ୍ରଭୁ ଆସି ସାରିଲେଣି । ପ୍ରକୃତ ତଥ୍ୟ ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କଳ୍କୀ ପ୍ରଭୁ ତିନି ରୂପରେ ଆସିବେ । 
ଅନନ୍ତ ସ୍ବାମୀ ଆସି ନାହାନ୍ତି ସେ ଆସିବାକୁ ଅଛନ୍ତି । ଯେଉଁ ସମୟରେ ଭୟ ଥିବ , କେହି କାହାକୁ ମାନିବେ ନାହିଁ ସେହି ସମୟରେ ପ୍ରଭୁ ଆସିବେ । ପଞ୍ଚ ସଖାଙ୍କୁ ସାଙ୍ଗରେ ନେଇ ପ୍ରଭୁ ଆସିବେ ବୋଲି ଜଣାପଡିଛି । ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞା ପାଇ ସେ ଜନ୍ମ ହୋଇଥିବେ କିନ୍ତୁ ସେ ଗୁପ୍ତ ଅବସ୍ଥାରେ ଥିବେ ।
Special report
ପ୍ରଭୁ ରାମଚନ୍ଦ୍ର ହେଉଛନ୍ତି ପ୍ରକୃତ କଳ୍କୀ ଅବତାର । ଏହାର ପ୍ରମାଣ ମଧ୍ୟ ରହିଛି । କଳ୍କୀ ରାମ ଯେଉଁଦିନ ଉଦୟ ହେବେ ସେହିଦିନ କୋକୁଆ ଭୟ ହେବ । ଏହି ସମୟରେ ଯୁଦ୍ଧ ହେଉଥିବ ଆଉ ରାସଲୀଳା ହେଉଥିବ ।
ବୁଦ୍ଧଦେବଙ୍କ ଆଗାମୀ ଅବତାର ହେଉଛି ମହିମା ଗୋସାଇଁ । ଆଉ ଏହାର ପ୍ରମାଣ ମଧ୍ୟ ରହିଛି । ସମୁଦ୍ର ଗର୍ଜନ ଶୁଣି ଲୋକମାନେ ଭୟ କରିବେ । ଆକାଶର ଶକ୍ତି ଦେଖି ଲୋକମାନେ ବିଚଳିତ ହେବେ । ପ୍ରଭୁ ଆସିଛନ୍ତି ମୁକ୍ତି ଦେବା ପାଇଁ ସେଥିପାଇଁ ଭୟଭୀତ କର ନାହିଁ । ଆକାଶ ମଣ୍ଡଳରେ ନକ୍ଷତ୍ର ମାନଙ୍କର ଗତି ଦେଖିବାକୁ ମିଳିବ ।
ବୋମା ମାଡ଼ ହେବ, ପ୍ରଭୁଙ୍କ ଆଗମନ ପୂର୍ବରୁ ଅନ୍ଧକାର ହୋଇଯିବ ଆଉ ଅନେକ ପରିବର୍ତ୍ତନ ହେବ । ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟପରାଗ ହେବ । ପାପ କରୁଥିବା ଲୋକମାନେ ମୃ-ତ୍ୟୁବରଣ କରିବେ । ଏଭଳି ଅନେକ କଥା ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ ।