Movie prime

ମିଳିଲା ଶ୍ରୀ କୃଷ୍ଣଙ୍କ ପ୍ରକୃତ ଫଟୋ ଦେଖନ୍ତୁ ଏହି ଦୃଶ୍ୟ ଆଉ ଜାଣନ୍ତୁ କେମିତି ମିଳିଲା ପ୍ରମାଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପ୍ରଭୁ କୃଷ୍ଣଙ୍କ ବିଷୟରେ ଜାଣିପାରିବେ । ପ୍ରଭୁ କୃଷ୍ଣଙ୍କ ବିଷୟରେ ଆସୁଛି ଅନେକ କଥା । ଲୋକମାନେ ଅନେକ କଥା ସବୁ ବିଶ୍ବାସ କରିଥାନ୍ତି । ଆଉ ଅନେକ କଥା ଲୋକମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ପ୍ରଭୁ କୃଷ୍ଣଙ୍କ ରୂପ ବିଷୟରେ । ଆପଣମାନେ ସମସ୍ତେ ୨୫୦୦ ବର୍ଷ ତଳର କଥା ଜାଣିପାରିବେ । ମଥୁରା ଅଞ୍ଚଳକୁ ନେଇ ଏହି ଖବର ଆସିଛି । ମଥୁରାର ଏକ ନିଧିବନ ଅଛି । ଆଉ ଏହି ନିଧିବନ ବିଷୟରେ ଆପଣମାନେ ଏହି ଖବର ଜାଣିପାରିବେ ।
ଲୋକମାନେ ଏହି ଘଟଣା ଏବେ ସୋସିଆଲ ମିଡିଆ ଦ୍ଵାରା ଜାଣିପାରିବେ । ଶ୍ରୀକୃଷ୍ଣ ଏଠାକୁ ଆସିଥାନ୍ତି ଆଉ ଏହି ନିଧିବନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏହି ବନରେ ଲାଗିଥିବା ଗଛ ଗୁଡ଼ିକ ବଙ୍କା ଅଟେ । ଏହି ବନର ମାନ୍ୟତା ଅଛି କି ଏଠାକୁ ପ୍ରଭୁ କୃଷ୍ଣ ଆସିଥାନ୍ତି । ଆଉ ସେ ଏଠାରେ ଲୀଳା କରିଥାନ୍ତି । ଆଉ ଏହି ବନରେ ଅନେକ ପଶୁପକ୍ଷୀ ରହିଥାନ୍ତି କିନ୍ତୁ ରାତି ୮ଟା ସମୟ ପରେ ଏଠାରେ କୌଣସି ପଶୁ ପକ୍ଷୀ ଦେଖା ଯାଆନ୍ତି ନାହିଁ ।
ଆଉ ଏହି ସ୍ଥାନରେ କେହି ରୁହନ୍ତି ନାହିଁ । ରାତିରେ ଏହି ସ୍ଥାନରେ କେହି ରୁହନ୍ତି ନାହିଁ । ଏହି ସ୍ଥାନରେ ଯେ କେହିବି ରହିବ ସେ ପାଗଳ ହୋଇଯିବ । ନିଧି ବନରେ ରାତିରେ ଯାହା ହୁଏ ତାହା କେହି ଦେଖନ୍ତି ନାହିଁ । 
ଏହି ଜଙ୍ଗଲରେ ଗଛ ଗୁଡ଼ିକ କାହିଁକି ବଙ୍କା ତାହା ଜଣାପଡ଼ି ନାହିଁ । ରାତିରେ ଏହି ଅଞ୍ଚଳରେ କେହି ନ ରହିବାର ଏହାର କାରଣ ବି ରହିଛି । ବିଜ୍ଞାନ ଏହି ସବୁ କଥା ଉପରେ ଅନେକ ତଥ୍ୟ ଦେଇଛି । ଏହି ସ୍ଥାନକୁ ପ୍ରଭୁ ଆସିଥାନ୍ତି ଆଉ ତାଙ୍କ ପାଇଁ ଏଠାରେ ଲବଣୀ ରଖା ଯାଇଥାଏ ।
ଶ୍ରୀକୃଷ୍ଣ ଭଗବାନଙ୍କ ଲୀଳା ଅଲଗା । ଏଠାକୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି । ସ୍ଥାନୀୟ ମାନ୍ୟତା ଅନୁସାରେ ଏଠାକୁ ପ୍ରଭୁ କୃଷ୍ଣ ରାତିରେ ଆସିଥାନ୍ତି ଆଉ ସେ ଗୋପୀ ମାନଙ୍କ ସହ ଲୀଳା କରିଥାନ୍ତି । ଏହି ଲୀଳା ଯିଏ ବି ଦେଖିଥାଏ ସେ ମରି ଯାଇଥାଏ ବା ପାଗଳ ହୋଇ ଯାଇଥାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ଜାଣିପାରିବେ ।