Movie prime

ଏଇଠୁ ମିଳିଗଲା ଭଗବାନ୍ କୃଷ୍ଣ ଙ୍କ ସୁଦର୍ଶନ ଚକ୍ର, ସାରା ବିଶ୍ବ ରେ ପଡ଼ିଲା ଚହଳ , ଦେଖନ୍ତୁ ସମ୍ପୂର୍ଣ ଭିଡିଓ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ହିନ୍ଦୁ ଧର୍ମରେ ସୁଦର୍ଶନ ଚକ୍ରକୁ ଦୁନିଆର ଶକ୍ତିଶାଳୀ ଅସ୍ତ୍ର ବୋଲି କୁହାଯାଏ ଏହା କୌଣସି ସାଧାରଣ ଅସ୍ତ୍ର ନୁହେଁ ଯାହାକୁ କେହିବି ଚଲାଇ ପାରିବେ ଏହା ଭଗଵାନ ବିଷ୍ଣୁଙ୍କର ଶାସ୍ତ୍ର ଅଟେ ଆଉ ତାଙ୍କ ଆଜ୍ଞାରେ ହିଁ ଏହି ସୁଦର୍ଶନ ଚକ୍ର କାହା ଉପରେ ଆକ୍ରମଣ କରିଥାଏ
ଆଉ ଏହି ସୁଦର୍ଶନ ଚକ୍ର ଯାହାର ନାଶ କରିବାକୁ ପଠା ଯାଇଥାଏ ସେ ତାହାର ହିଁ ନାଶ କରିଥାଏ ଆଉ ନିଜ କାମ ପୁରା ନକରିବା ପର୍ଯ୍ୟନ୍ତ ଏହି ସୁଦର୍ଶନ ଚକ୍ର ଫେରିନଥାଏ। ଆଉ ଏହି ସୁଦର୍ଶନ ଚକ୍ର ଠାରୁ ବଞ୍ଚିବା ଅସମ୍ଭବ ଅଟେ। 
Special report
ଶେଷଥର ପାଇଁ ଏହାକୁ ଭଗଵାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ ହିଁ ଧାରଣ କରିଥିଲେ। ଏହାପରେ କେଉଁଠାରେ ବି ଏହି ସୁଦର୍ଶନ ଚକ୍ର ବିଷୟରେ ଆଲୋଚନା କରାଯାଇନାହିଁ।
ତେବେ ବନ୍ଧୁଗଣ ଆପଣମାନେ କଣ ଜାଣିଛନ୍ତି ବର୍ତ୍ତମାନ ସମୟରେ ଏହି ସୁଦର୍ଶନ ଚକ୍ର କେଉଁଠି ଅଛି, ଭଗଵାନ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିବା ପରେ ତାଙ୍କ ସୁଦର୍ଶନ ଚକ୍ରର କଣ ହେଲା,ତେବେ ଆସନ୍ତୁ ଜାଣିବା କୁଆଡେ ଗଲା ସୁଦର୍ଶନ ଚକ୍ର।
ବନ୍ଧୁଗଣ ସୁଦର୍ଶନ ଚକ୍ର ସବୁବେଳେ ଘୁରିଥାଏ ଆଉ ଯେତେବେଳେ ସୁଦର୍ଶନ ଚକ୍ର ଭଗଵାନଙ୍କ ଆଜ୍ଞା ପାଇଁ ଅଟକି ଯାଇଥାଏ।
ସେତେବେଳେ ସମୟ ମଧ୍ୟ ଅଟକି ଯାଇଥାଏ ଯେତେବେଳେ ଭଗଵାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ଜ୍ଞାନ ଦେଉଥିଲେ ସେତେବେଳେ ମଧ୍ୟ ସୁଦର୍ଶନ ଚକ୍ରକୁ ସେ ଅଟକାଇ ଦେଇଥିଲେ
Special report
 ଆଉ ଅର୍ଜୁନଙ୍କୁ ଜ୍ଞାନ ଦେଇ ସାରିବା ପରେ ପୁଣି ସୁଦର୍ଶନ ଚକ୍ରକୁ ଆଜ୍ଞା ଦେଇଥିଲେ ଘୁରିବା ପାଇଁ ଆଉ ସମୟ ପୁଣିଥରେ ଆରମ୍ଭ ହୋଇ ଯାଇଥିଲା।
ଏହି ସୁଦର୍ଶନ ଚକ୍ରରେ ୧୦୮ ଟି ପାତ ଥିଲା ଶିବ ପୁରାଣ ଅନୁସାରେ ଏହା ଭଗଵାନ ବିଷ୍ଣୁଙ୍କ ଦ୍ଵାରା ବନା ଯାଇଥିବା ଅସ୍ତ୍ର ନଥିଲା ଭଗଵାନ ଶିବ ହିଁ ଭଗଵାନ ବିଷ୍ଣୁଙ୍କୁ ଏହି ଚକ୍ର ବରଦାନ ରୂପେ ଦେଇଥିଲେ। 
ଆଜି ପର୍ଯ୍ୟନ୍ତ ସୁଦର୍ଶନ ଚକ୍ରକୁ ସତ୍ୟ ମାନା ଯାଇଥିବା କଥା ହେଉଛି ଥରେ ରାକ୍ଷସମାନେ ଭଗଵାନଙ୍କ ଜୀବନ ନର୍କ କରି ଦେଇଥିଲେ ଅସୁରମାନେ ଭଗଵାନଙ୍କୁ ସ୍ଵର୍ଗରୁ ପ୍ରତାଡ଼ିତ କରିବା ପାଇଁ ଅନେକ ସମୟରେ ଆକ୍ରମଣ କରି ଦେଇଥିଲେ।
ମହାଭାରତ ଅନୁସାରେ ଯେତେବେଳେ ଭଗଵାନ ଶ୍ରୀକୃଷ୍ଣ ନିଜର ଦେହ ତ୍ୟାଗ କରି ଦେଇଥିଲେ ସେବେ ତାଙ୍କର ଏହି ସୁଦର୍ଶନ ଚକ୍ର ମଧ୍ୟ ଭୂମିରେ ପୋତି ହୋଇ ଯାଇଥିଲା ଆଉ ଯେତେବେଳେ କଳି ଯୁଗରେ ଭଗଵାନ ବିଷ୍ଣୁ ନିଜର କଳ୍କୀ ଅବତାର ଧାରଣ କରିବେ ତାଙ୍କୁ ହିଁ ସୁଦର୍ଶନ ଚକ୍ର ମିଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.