Movie prime

ମିଳିଲାଣି ଶେଷ ସଂକେତ ଦେଖନ୍ତୁ ୨୦୨୬ ରେ ଭାଙ୍ଗିବ ହୀରାକୁଦ ଜଳଭଣ୍ଡାର!! ଦେଖନ୍ତୁ କଣ କହୁଛି ମାଳିକା ପ୍ରମାଣର ସହ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆଣିବା ସହ ଆପଣମାନେ ଏହି କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସମସ୍ତଙ୍କ ଚର୍ଚ୍ଚାକୁ ଆସିଛି । ଏହି ଭିଡିଓ ଆପଣମାନେ ଦେଖିପାରିବେ ।
ଆପଣମାନେ ସମସ୍ତେ ହୀରାକୁଦ ଜଳଭଣ୍ଡାରକୁ ନେଇ ଆସୁଥିବା ଖବର ବିଷୟରେ ତ ଜାଣିଥିବେ । ହୀରାକୁଦ ଜଳଭଣ୍ଡାର ଏବେ ବିପଦରେ ଅଛି । ଆଉ ଏହି ଜଳଭଣ୍ଡାରର ପାଣି ଛାଡ଼ିଲେ ସାରା ରାଜ୍ୟର ଅନେକ ଅଞ୍ଚଳ ଭାସି ଯିବ ।
Special report
ରାଜ୍ୟ ଜଳମୟ ହୋଇଯିବ । ଏବେ ଏହି ଭିଡିଓ ଦ୍ଵାରା ଅନେକ ଖବର ଆପଣମାନେ ଜାଣିପାରିବେ । ୨୦୨୬ ମସିହାରେ ଭାଙ୍ଗିଯିବ ହୀରାକୁଦ ବନ୍ଧ । ଆଉ ଏହା ସହ ସମୁଦ୍ର ମିଶିବା ଫଳରେ ସମୁଦ୍ରରେ ଥିବା ଚିତଳ ମାଛ ବାହାରି ଆସିବ । ଏହି ଚିତଳ ମାଛ ଆସି ରାହାମାରେ ମାଆ ଶାରଦାଙ୍କୁ ଦର୍ଶନ କରିବ ।
ଛତିଆ ବଟରେ ପ୍ରାଣ ହାରିବ । ମାଳିକାରେ ଲେଖାଯାଇଛି ଅନେକ କଥା । ସେଥିରେ ଲେଖାଯାଇଛି କି ଏହି ଚିତଳ ମାଛ ଅସ୍ତିରେ ନୂଆ ବନ୍ଧ ଆଉ କବାଟ ତିଆରି ହେବ । ଏହି ଭିଡିଓରେ ଆପଣମାନେ ଏହି ଲେଖା ମଧ୍ୟ ଦେଖିପାରିବେ । ବଉଳା କୁମ୍ଭୀର ମଧ୍ୟ ଆସିବ ବୋଲି ଲେଖାଯାଇଛି ।
Special report
ଭବିଷ୍ୟତ ମାଳିକା ଆଉ କଳିଯୁଗ ଶେଷ ଉପରେ ଅନେକ କଥା ମାଳିକାରେ ଲେଖାଯାଇଛି । ୨୦୨୬ ମସିହାରେ ଏହି ସବୁ ଘଟଣା ଘଟିବ ବୋଲି ଲେଖାଯାଇଛି । ୧୯୪୭ ମସିହାରେ ଏହି ହୀରାକୁଦ ନଦୀ ବନ୍ଧ ତିଆରି କରାଯାଇଥିଲା । ଏହାକୁ ତିଆରି କରିବା ପାଇଁ ୧୦ ବର୍ଷ ସମୟ ଲାଗିଥିଲା। 
ଏହି ହୀରାକୁଦ ବନ୍ଧ କାମ ୧୯୫୭ ମସିହାରେ ସରିଥିଲା । ଏବେ ଏହି ହୀରାକୁଦ ବନ୍ଧ ବିପଦରେ ଅଛି । ଏହି ବନ୍ଧ ଫାଟି ଗଲାଣି । ଆଉ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ । ମାଳିକାରେ ଲେଖାଯାଇଛି କି ଏହି ଚିତଳ ମାଛର ଅସ୍ତିରେ ହୀରାକୁଦ ବନ୍ଧ ତିଆରି ହେବ ।
ଚିତଳ ମାଛ ବଙ୍ଗଳାଦେଶରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହା ହୀରାକୁଦ ଜଳଭଣ୍ଡାରରେ ଦେଖାଯିବ ବୋଲି ମାଳିକାରେ ବର୍ଣ୍ଣିତ ଅଛି । ଏହିଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଆଉ ଏହିସବୁ କଥା ସତ ନା ମିଛ ତାହା ଆପଣମାନେ ଚିନ୍ତା କରନ୍ତୁ । ମାଳିକାରେ ଯାହା ଲେଖାଯାଇଛି ତାହା ଏହି ଭିଡିଓରେ ବର୍ଣ୍ଣନା ହୋଇଛି ।