Movie prime

ମାତ୍ର ୨୪ ଘଣ୍ଟାରେ ମିଳିବ ମନ ମୁତାବକ ଟଙ୍କା ଦେଖନ୍ତୁ କେମିତି Money Attract କରିବାରେ ସକ୍ଷମ ହେବେ

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ କିଛି ଅନୁଚିନ୍ତା ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ରାମାୟଣରେ ରାବଣ ଏହି କଥା କହିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Viral news
ରାବଣ କହିଛି କି ଗୋଟିଏ ଗଛର ଚେରକୁ ଗଳାରେ ଧାରଣ କରିଲେ ରାତାରାତି ମାଲାମାଲ୍ ହୋଇଯିବ । ରାବଣ ବହୁତ ଜ୍ଞାନୀ ଥିଲେ । ସେ ବହୁତ ବେଶି ଜ୍ୟୋତିଷର ଜ୍ଞାନୀ ଥିଲେ । ରାବଣ ତନ୍ତ୍ର ବିଦ୍ୟାର ଜ୍ଞାନ ରଖିଥିଲେ ।
ରାବଣ ବହୁତ ଦୁଷ୍ଟ ଏବଂ ମହାଜ୍ଞାନୀ ଥିଲେ । ରାବଣର ଜନ୍ମ ବ୍ରାହ୍ମଣ ରାକ୍ଷସ କୋଳରେ ହୋଇଥିଲା । ରାବଣ ସବୁ ପ୍ରକାରର ବେଦ ଜ୍ଞାନର ଅଧିକାରୀ ଥିଲା । ରାବଣ ନିଜ ତପସ୍ୟା ବଳରେ ଅନେକ ପ୍ରଭୁ ଶଙ୍କରଙ୍କ ଠାରୁ ଅନେକ ଜ୍ଞାନ ପାଇଛି । 
ରାବଣକୁ ଜଡ଼ିତ କିଛି ଏଭଳି ରହସ୍ୟ ଅଛି ଏକ ପୁସ୍ତକରେ ଏହା ଲେଖାଯାଇଛି । ଏହାର ନାମ ହେଉଛି ରାବଣ ସଂହିତା । ଏହା ଏକ ଦୁର୍ଲଭ ପ୍ରାଚୀନ ଗ୍ରନ୍ଥ । ରାବଣ ଲୋକମାନଙ୍କୁ ସମ୍ମୋହିତ କରିବାର ଅନେକ ମନ୍ତ୍ର ଏହି ପୁସ୍ତକରେ କହିଛନ୍ତି ।
ରାବଣ ସଂହିତା ଆଧାରରେ ଏହି ଚେର ବିଷୟରେ ଜାଣିବା । ଯାହାକୁ ଧାରଣ କରିଲେ ଆପଣ କୋଟିପତି ହୋଇଯିବେ । କୌଣସି ଚାନ୍ଦୀର ଡବା ଭିତରେ କଳା ହଳଦୀ, ଲାଲ କେଶର ଏବଂ ସିନ୍ଦୂର ଏବଂ ଏହାସହ ଏକ ଟଙ୍କାର କଏନ୍ ସେଥିରେ ରଖନ୍ତୁ । 
ଏହାକୁ ନେଇ ଘରର ପୂଜା ସ୍ଥାନରେ ରଖନ୍ତୁ ଆଉ କିଛି ଦିନ ପରେ ଏହାକୁ ଧନ ରଖିବା ସ୍ଥାନରେ ରଖନ୍ତୁ । ଏହି ଉପାୟ ଶୁକ୍ରବାର ଦିନ କରନ୍ତୁ । କଳା ହଳଦୀକୁ ପେଶି ସେଥିରେ କେଶର ଏବଂ ଗଙ୍ଗାଜଳ ମିଶାନ୍ତୁ । ଏହାପରେ ଏହି ମିଶ୍ରଣକୁ ନେଇ ସ୍ଵସ୍ତିକ ଚିହ୍ନ କରନ୍ତୁ ।
ଶୁକ୍ରବାର ଦିନ ଏହି ଉପାୟ କରିଲେ ଧନ ବୃଦ୍ଧି ହୋଇଥାଏ । କଳା ହଳଦୀର ଗଛର ଚେରକୁ ଆଣି ଗଳାରେ କିମ୍ବା ହାତରେ କଳା କପଡା ଦ୍ଵାରା ବାନ୍ଧିଲେ ଧନ ଲାଭ ହୋଇଥାଏ । ଏହିଭଳି ଅନେକ ଉପାୟ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ ।