Movie prime

ଭୁତ ଭବିଶ୍ୱତ କଥା କହି ବର୍ତ୍ତମାନ ଚର୍ଚ୍ଚାରେ ନବମ ଶ୍ରେଣୀର ନା ବାଳକ ଦେଖନ୍ତୁ Exclusive

 
Devotional
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ଦେଶର, ସବୁ ରାଜ୍ୟର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
ସୋସିଆଲ ମିଡିଆରେ ଆପଣମାନେ ଏବେ ଏମିତି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଦେଖାଯାଉଛି କି ଜଣେ ନାବାଳକ ଲୋକମାନଙ୍କ ହାତ ଦେଖି ଅତୀତ ଆଉ ଭବିଷ୍ୟତ କଥା କହିପାରୁଛି ।
ଏହି ନାବାଳକ ଜଣକ ନବମ ଶ୍ରେଣୀର ଛାତ୍ର ଅଟନ୍ତି ।
ଏହି ନାବାଳକ ଜଣକ ଭଗବାନ ଶିବଙ୍କୁ ସବୁବେଳେ ପୂଜା କରିଥାନ୍ତି । ଏହି ନାବାଳକ ଜଣକ ଆଖି ବନ୍ଦ କରିଲେ ବ୍ୟକ୍ତି ବିଷୟରେ ସବୁ କଥା କହୁଛନ୍ତି । ସେ ସବୁ ଅତୀତ ଆଉ ଭବିଷ୍ୟତ ବାଣୀ କରୁଛନ୍ତି ।
ଆଉ ସେଥିପାଇଁ ତାଙ୍କ ଘରେ ସୋମବାର ଏବଂ ଶୁକ୍ରବାର ଦିନ ପ୍ରବଳ ଭିଡ ରହୁଛି । ଏହି ନାବାଳକ ଜଣକ ହାତ ଦେଖି ସବୁ କଥା କହୁଛନ୍ତି । ଶୂନ୍ୟ ବାଣୀ ହେଉଛି ଆଉ ସେ ସବୁ କହି ଦେଉଛନ୍ତି । 
ପ୍ରଭୁ ଶିବଙ୍କର ଆର୍ଶୀବାଦରୁ ଏହି ନାବାଳକ ଜଣକ ସବୁ ସତ କଥା କହି ଦେଉଛନ୍ତି । ଗଛମୂଳରେ ଚାଲିଛି ପୂଜାର୍ଚ୍ଚନା । ସେଠାରେ ବିଭିନ୍ନ ଦେବଦେବୀଙ୍କ ଫଟୋ ରହିଛି । ଏହି ନାବାଳକ ଜଣକ ବେକରେ ରୁଦ୍ରାକ୍ଷ ମାଳା ପକାଇଛନ୍ତି ଆଉ ଏହା ସହିତ ସେ ଅନେକ ଦେବଦେବୀଙ୍କୁ ପୂଜା ମଧ୍ୟ କରୁଛନ୍ତି ।
ଏହି ନାବାଳକ ଜଣଙ୍କର ନାମ ହେଉଛି ସ୍ଵାଧୀନ ରଣା । ତାଙ୍କର ବୟସ ୧୩ ବର୍ଷ । ଆଉ ଏହାସହ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କୁନି ବାବା ବୋଲି ଲୋକମାନେ ସମ୍ବୋଧନ କରିଛନ୍ତି ।
ସେ ଏମିତି କାମ କରି ଅନେକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଆଖି ବନ୍ଦ କରି ସେ ସବୁ ସତ୍ୟ କଥା କହୁଛନ୍ତି । ତାଙ୍କ କହିବା କଥା ସବୁବେଳେ ସତ୍ୟ ହେଉଛି । ତାଙ୍କ ମୁହଁରେ ସ୍ଵୟଂ ଭଗବାନ ଶିବ ବୁଲୁଛନ୍ତି । ସେ ୩୦ ତାରିଖରେ ଭଗବାନ ଶିବଙ୍କ ଆର୍ଶୀବାଦ ପାଇଛନ୍ତି ବୋଲି ସୂଚନା ମିଳୁଛି ।
ଏହି କୁନି ବାବାଙ୍କୁ ନେଇ ଏବେ ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ନାବାଳକ ଜଣକ ପିଲାଟି ଦିନରୁ ଭଗବାନଙ୍କୁ ପୂଜା କରିଥାଏ । ଏହି ଭଗବାନଙ୍କ ମହିମା ଦେଖାଯାଇଛି ବୌଦ୍ଧ ଜିଲ୍ଲାରେ । ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।