Movie prime

ଯଦି ନାରୀ ମାନଙ୍କ ପାଖରେ ଅଛି ଏହି ୮ ଟି ଶକ୍ତିଶାଳୀ ଗୁଣ ତେବେ ଦେବତାମାନେ ମଧ୍ୟ କରନ୍ତି ପ୍ରଣାମ ଦେଖନ୍ତୁ କଣ କଣ ଏହି ଗୁଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏହି ଖବର ଦେଖିପାରିବେ । ଏହି ଖବରକୁ ନେଇ ଏବେ ଖବର ଆସୁଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ ଭାବନା ଆଣିବ । 
Special Report
ମାଆ ଶବ୍ଦର ଅର୍ଥ ମା ରେ ମାଟି, ଆ ରେ ଆକାଶ । ସେହି ନାରୀ ଯଦି ଆଜିକା ଦୁନିଆ ଭଳି ହୋଇଯାଏ ।ନିଜ ଅଭୂଷଣକୁ ଭୁଲିଯାଏ । ନାରୀ ଯଦି ଧର୍ଯ୍ୟତା ଆଚରଣ କରିବ, ଏହି ନାରୀ ସମାଜ ସରଳ ହୋଇଯାଅ, ନାରୀ ସମାଜ ଟିକେ ଭଲ ହୋଇଯାଅ ।
ଏହି ନାରୀ ଚାହିଁଲେ ପଡ଼ି ଯାଇଥିବା ଶିଶୁ ଉଠିବ । ନାରୀ ଜାତି ଚାହିଁଲେ ଭାରତ ସମାଜ ରକ୍ଷା ପାଇବ । ଯେଉଁ ନାରୀ ପରପୁରୁଷ ସହ ସମ୍ପର୍କ ରଖି ପିଲାଛୁଆ କରିଥାଏ । ସେହି ପୁଅ ଯଦି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଏ ତାହେଲେ ସେ ଗ୍ରହଣ କରି ନଥାନ୍ତି । 
Special Report
୮ଟି ଲକ୍ଷଣ ଥିଲେ ଜାଣିବେ କି ସେହି ନାରୀ ହେଉଛି ପ୍ରଥମ ଲକ୍ଷଣ । ନାରୀର ପ୍ରଥମ ଲକ୍ଷଣ ହେଉଛି ହାର ଅର୍ଥାତ୍ ତାର ବାକ୍ୟ । ନାରୀର କଥା ହେଉଛି ନାରୀର ପ୍ରଥମ ଲକ୍ଷଣ ହେଉଛି କଥା । ଦ୍ଵିତୀୟ ଲକ୍ଷଣ ହେଉଛି ନାରୀର ମଥା ଅଧ କପାଳି ହୋଇଥିବ ସେ ନାରୀ ସମାଜ ପାଇଁ ମଙ୍ଗଳ ।
ଆଉ ତୃତୀୟ ଲକ୍ଷଣ ହେଉଛି ନାରୀର ବ୍ୟବହାର । ନାରୀର ବ୍ୟବହାରରେ ପୁରା ଜଗତ ପରିବର୍ତ୍ତନ ହୋଇଥାଏ । ଆଉ ଚତୁର୍ଥରେ ହେଉଛି ନାରୀର ସାଧନା ।ଆଉ ପଞ୍ଚମ ଲକ୍ଷଣ ହେଉଛି ହେଉଛି ବାକ୍ୟ । ଏହାସହ ଷଷ୍ଠ ଲକ୍ଷଣ ହେଉଛି, ନାରୀର ସୌନ୍ଦର୍ଯ୍ୟ ଆଉ ନାରୀର ରୂପ । 
Special Report
ନାରୀର ରୁପତା, ଲାବଣ୍ୟତା, ଯାହାର ପାଦ ସୁନ୍ଦର ସେ ସମାଜ ପାଇଁ ମଙ୍ଗଳ ହୋଇଥାଏ । ନାରୀକୁ ଜିଭା ମହାକାଳୀ ସ୍ୱରୂପ ହୋଇଥାଏ । ପ୍ରତ୍ୟେକ ନାରୀ ପାଖରେ ଜିହ୍ୱା ସମାନ ନଥାଏ। ଯେଉଁ ନାରୀ ଓଠକୁ ଓଠ ଛୁଇଁ ପାରୁ ନଥିବ ସେହି ନାରୀ ଏହି ସମାଜ ପାଇଁ ମଙ୍ଗଳ ହୋଇଥାଏ ।
ନାରୀର କେଶ ସୁନ୍ଦର ହୋଇଥାଏ । ଆଉ ଯାହାର କେଶ ସୁନ୍ଦର ସେ ନାରୀ ସଂସାର ପାଇଁ ମଙ୍ଗଳ ହୋଇଥାଏ । ଆଉ ଯେଉଁ ନାରୀ ଡାହାଣ ହାତର କନିଷ୍ଠ ଆଙ୍ଗୁଳି ଏବଂ ବାମ ହାତର କନିଷ୍ଠ ଆଙ୍ଗୁଳିରେ କଳାଜାଇ ରହିବ ସେହି ନାରୀ ଏହି ସଂସାର ଏବଂ ସମାଜ ପାଇଁ ଭାଗ୍ୟବାନ ହୋଇଥାଏ ।