Movie prime

ନେମାଳ ରେ ବଢୁଛି ଏହି ଦିବ୍ୟ ଉଇ ହୁଙ୍କା.. କଣ ଆରମ୍ଭ ହେଲା କି କଳ୍କୀ ଯୁଗ !!!

 
Special Report
ନମସ୍କାର ପାଠକ।ନେମାଳ ମହାପୁରୁଷ ଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ।ସେଠାରେ ଆଗରୁ ଅନେକ ପ୍ରକାର ତଥ୍ୟ ମିଳି ସାରିଛି।ମହାପୁରୁଷ ମାନେ ଶହ ଶହ ବର୍ଷ ପୂର୍ବେ ଯାହା ଲେଖି ଯାଇଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ହୋଇଛି।
ମାଳିକା ରେ ସେମାନେ ଏମିତି କିଛି ଲେଖି ଯାଇଛନ୍ତି ଯାହା ଆଗକୁ ସତ୍ୟ ପ୍ରମାଣିତ ହେବ।ନିକଟ ରେ ନେମାଳ ପୀଠ ରୁ ଏପରି କିଛି ତଥ୍ୟ ମିଳି ପାରିଛି।ସେଠାରେ ଗୋଟିଏ ବଡ ହୁଙ୍କା ରହିଛି।ତାହାରି ମଧ୍ୟରେ ରହିଛି ବାର ହାତ ଖଣ୍ଡା।
ଜଗତସିଂହପୁରରେ ଏପରି ଗୋଟିଏ ସ୍ଥାନ ରହିଛି ଯେଉଁଠାରେ କି ଅନେକ ବର୍ଷ ତଳୁ ନିଆଁ ଜଳି ଚାଲିଛି।ଏତେ ବଡ ବାତ୍ୟା ପରେ ଏହି ନିଆଁ ଲିଭି ନାହିଁ।ଏହାର ଶବ୍ଦ କଟକ ଜିଲ୍ଲାର କିଶନ ନଗର ନାମକ ସ୍ଥାନ ରେ ଶୁଣା ଯାଉଛି।
Special Report
ଏହା ଏକ ମାଳିକା ଵିଚାର ସ୍ଥାନ।ନେମାଳ ରେ ବହୁତ ବଡ ହୁଙ୍କା ଟି ଥିଲା।କିନ୍ତୁ ଏହା ଧୀରେ ଧିରେ କମିବାକୁ ଲାଗୁଛି।ଏହା ବର ଗଛ ପାଖରେ ରହିଛି।ବାର ହାତ ରହିଥିବା ଏହି ହୁଙ୍କା ଟି ଧୀରେ ଧିରେ କମି ସାରି ଲାଣି।
ମହା ପୁରୁଷ ମାନେ ଲେଖି ଯାଇଛନ୍ତି କି ଯେବେ ଏହି ବାର ହାତ ପୁରା ପୁରି କମି ଯିବ। ସେବେ କଳିଯୁଗ ଶେଷ ର ସଂକେତ ମିଳିବ।ଏହିଭଳି ଅନେକ କଥା ମହା ପୁରୁଷ ଅଚ୍ୟୁତା ନନ୍ଦ ଲେଖି ଯାଇଛନ୍ତି।
ଏଥିରୁ ଅନେକ କଥା ସତ ହୋଇଛି।ନେମାଳ ରେ ଯେଉଁ ହୁଙ୍କା ବଢୁଛି ଆପଣ ମାନେ ସେଠାରେ ଉଇ ଦେଖିବାକୁ ପାଇବେ ନାହିଁ।ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି।ପ୍ରତିଦିନ ଏହାକୁ ଦେଖିବା ପାଇଁ ଲୋକ ଙ୍କ ଭିଡ ଜମି ଥାଏ।
ଏଠାରେ ଗୋଟିଏ ଧଳା ନାଗ ସାପ ରହିଛି।ଏଇ ହୁଙ୍କା କୁ ସେ ଜଗିଛି।ଏହା ସମ୍ପୂର୍ଣ୍ଣ ରୂପେ ଦିନେ ନା ଦିନେ ମାଟି ରେ ମିଶି ଯିବ।କଳିଯୁଗ ର ଶେଷ ହୋଇ ଆସୁଛି।ଏବେ ଦେଖିବାକୁ ବାକି ରହିଲା କେବେ ମାଳିକା ବିଚାର ସତ ପ୍ରମାଣିତ ହେଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.