Movie prime

ହେ ଭଗବାନ ! ଓଡ଼ିଶା କୁ ଆସିବାକୁ ଯାଉଚି କି କିଛି ବଡ଼ ବିପତ୍ତି ? ଚିଲ ବସି ଉଡ଼ିଯିବା ପରେ ସୁଭଦ୍ରା ଙ୍କ ରଥ ଫାଟିଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଘଟଣା ଘଟୁଛି ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ । ଏହି ଖବର ଏବେ ସମ୍ନାକୁ ଆସୁଛି । ଏବେ ଏହି ଖବର ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special Report
ଏବେ ଖବର ଆସୁଛି କି ଆସିବାକୁ ଯାଉଛି ମହା ବିପଦ । ଏବେ ଏଭଳି ସବୁ ଖବର ଶୁଣିଲେ ଆପଣ ଅନେକ କଥା ଜାଣିପାରିବେ । ଶୁକ୍ରବାର ଦିନ ନୀଳଚକ୍ର ଉପରେ ଚିଲ ବସିଥିଲା । ଆଉ ଶନିବାର ଦିନ ରଥରେ ଫାଟ ପଡ଼ି ଗଲା ।
ମାଆ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଅଖ ଫାଟି ଯାଇଛି । ଯେଉଁଥିପାଇଁ ରଥ ଦୁର୍ବଳ ହୋଇପଡିଛି । ଲୋକେ କହୁଛନ୍ତି ଚିଲ ବସିଲା ବୋଲି ଏଭଳି କିଛି ହେଇଛି । ଶ୍ରୀମନ୍ଦିର ଉପରେ ଚିଲ ବସିବା ଏକ ସାଧାରଣ କଥା ନୁହେଁ । 
Special Report
ଆମେ ପୂର୍ବରୁ ଶୁଣିଛେ ଆଉ ଦେଖିଛେ ମଧ୍ୟ କି ନୀଳଚକ୍ର ଉପରେ କୌଣସି ପକ୍ଷୀ ଉଡ଼ନ୍ତି ନାହିଁ । ଏହା ପଛରେ କଣ କାରଣ ରହିଛି ତାହା ତ ଜଣାପଡି ନାହିଁ । କିଛି ଗ୍ରନ୍ଥରେ ଲେଖା ଯାଇଛି କି ନୀଳଚକ୍ର ଉପରେ ପକ୍ଷୀ ଉଡ଼ିଲେ ଏହା ବିପଦର ସଂକେତ ଅଟେ ।
ଏବେ ଏବେ ଏହି ଦୁଇଟି ଘଟଣା ସାମ୍ନାକୁ ଆସିଛି । ରଥର ପଛ ପାଖ ସାନ ଉଛୁଳା ଅଖ ଉପରେ ରଥର ଭାର ରହିଥାଏ । ଏହିସବୁ ଘଟଣା ଘଟିବାର କାରଣ ହେଉଛି ନୀଳଚକ୍ର ଉପରେ ଚିଲ ବସିଛି ।
Special Report
ଏହା କୌଣସି ଶୁଭ ସଙ୍କେତ ନୁହେଁ । କିନ୍ତୁ ପ୍ରଶାସନ ଜୋରସୋରରେ ଚେଷ୍ଟା କରି ଚାଲିଛି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ । ମନ୍ଦିର ପ୍ରଶାସନ କହିଛି କି ରଥଯାତ୍ରା ସୁରଖୁରୁରେ ହେବ । ମହାପ୍ରଭୁଙ୍କ ଆର୍ଶୀବାଦ ରହିଛି ଆଉ ଏହି ରଥଯାତ୍ରା ଭଲରେ ହେବ ।
କିନ୍ତୁ ଏହି ନୀଳଚକ୍ର ଉପରେ ଚିଲ ଉଡ଼ିବା ଖବର ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସମସ୍ତଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି କରିଛି । ସେଥିପାଇଁ ଏହାକୁ ନେଇ ଏବେ ଅନେକ ଖବର ଆସୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଛି ।