Movie prime

ଓଡ଼ିଶାରେ ଅଛି ଏହି ଭବ୍ୟ ଚମତ୍କାରୀ ମନ୍ଦିର ଦେଖନ୍ତୁ ଏଠାରେ ୫୦୦ ବର୍ଷରୁ ଅଧିକ କେମିତି ଜଳି ରହୁଛି ଅଖଣ୍ଡ ଦୀପ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଏବେ ଏଭଳି କିଛି ଖବର ଆସିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୁରୀ ରାଧାକାନ୍ତ ମଠ ଭିତରେ ରହିଛି ଗୁପ୍ତ ସୁଡ଼ଙ୍ଗ । ଏହି ସୁଡ଼ଙ୍ଗରେ ସାଧନ କରୁଥିଲେ ଶ୍ରୀ ଚୈତନ୍ୟ ।
ଏହି ଗୁପ୍ତ ସୁଡ଼ଙ୍ଗରେ ୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ । ଏଠାରେ କେବେ ବନ୍ଦ ହୁଏ ନାହିଁ ସଙ୍କୀର୍ତ୍ତନ । ପୁରୀର ଇତିହାସ କୁହନ୍ତୁ ବା ଶ୍ରୀ ଚୈତନ୍ୟଙ୍କ କଥା ପୁରୀରେ ଅନେକ ରହସ୍ୟ ଲୁଚି ରହିଛି ।
Special Report
ଏହି ମଠକୁ ଶ୍ରୀ ଚୈତନ୍ୟ ୫୫୦ ବର୍ଷ ତଳେ ଆସିଥିଲେ । ଆଉ ସେହି ଦିନ ଠାରୁ ଏଠାରେ କୀର୍ତ୍ତନ ହେଉଛି । କୀର୍ତ୍ତନ ହେବା ଜମା ବି କେବେ ବନ୍ଦ ହୁଏ ନାହିଁ । ସକାଳ , ସନ୍ଧ୍ୟା ଏବଂ ରାତିରେ ସବୁବେଳେ ଏଠାରେ କୀର୍ତ୍ତନ ହୁଏ ।
ଏହି ମଠରେ ଥିବା ଅଖଣ୍ଡ ଦୀପ ୫୫୦ ବର୍ଷ ହେଲା ଜଳି କରି ରହିଛି । ଏହି ଦୀପ ଶ୍ରୀ ଚୈତନ୍ୟଙ୍କ କଥା ଜଣାଇଥାଏ । ଏଠାକୁ ଅନେକ ଲୋକ ଆସନ୍ତି । ଅଖଣ୍ଡ ଦୀପରେ ତେଲ ଢାଳିବା ପାଇଁ ଅନେକ ଲୋକ ତେଲ ନେଇ କରି ଆସିଥାନ୍ତି ।
Special Report
ଏହି ଦୀପ ବହୁତ ପୁରାତନ ଅଟେ । ଏଠାରେ ଏକ ଗୁପ୍ତ ଘର ମଧ୍ୟ ଅଛି । ଆଉ ସେଠାକୁ ଯିବା ପାଇଁ ରାସ୍ତା ବି ରହିଥାଏ । ଅନେକ ଭକ୍ତି ଆଉ ଭାବ ଅଛି ଏହି ମଠରେ । ଯେଉଁମାନେ ଏହି ମଠକୁ ଆସୁଛନ୍ତି ସେମାନେ ବହୁତ ଖୁସି ହୋଇଥାନ୍ତି । 
ଏହି ମଠକୁ ଆସିଥିବା ଲୋକମାନେ ବହୁତ ଖୁସି ହେବା ସହ ନିଜର ଖୁସିକୁ ଜଣାଇଥାନ୍ତି । ଏଠାକୁ ଅନେକ ଅଞ୍ଚଳର ଲୋକମାନେ ଆସିଥାନ୍ତି । ଲୋକମାନେ ଏହି ମଠକୁ ଆସି ଏହି ଅଖଣ୍ଡ ଦୀପରେ ତେଲ ଢାଳି ଥାଆନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପ୍ରଭୁ ଶ୍ରୀ ଚୈତନ୍ୟଙ୍କର ଅନେକ କଥା ଶୁଣିପାରିବେ । ଆଉ ଅନେକ କଥା ମଧ୍ୟ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ସବୁକିଛି ଆପଣମାନେ ପାଇପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।