Movie prime

ପବିତ୍ର ସୋମବାର ଦିନ କରନ୍ତୁ ନାହିଁ ଏହି ଗୋଟିଏ ମଧ୍ୟ ଭୁଲ ସର୍ବନାଶ ହୋଇଯିବ ଜୀବନ ଦେଖନ୍ତୁ କେମିତି ବଞ୍ଚିବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କାର୍ତ୍ତିକ ମାସ ହେଉଛି ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ। ମା ଲକ୍ଷ୍ମୀ ମଧ୍ୟ ଏହି ମାସରେ ପୃଥିବୀ ଭ୍ରମଣ କରିବାକୁ ଆସିଥାନ୍ତି ଓ ଭକ୍ତମାନଙ୍କୁ ଅପାର ଧନର ଆର୍ଶିବାଦ ଦେଇଥାନ୍ତି। ଏହି ମାସରେ ଦାନ, ସ୍ନାନ ଓ ତୁଳସୀ ପୂଜାକୁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ।
Special Report
କୁହାଯାଏ ଯେ, କାର୍ତ୍ତିକ ମାସରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ଭଗବାନ ବିଷ୍ଣୁ ଓ ତୁଳସୀ ଗଛର ପୂଜା କରିବା ଉଚିତ୍। ଏହି ମାସରେ କିଛି କାମକୁ ବିଶେଷ ଧ୍ୟାନ ଦିଆଯାଇଥାଏ। ତେବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସ ସୋମବାରରେ କ’ଣ କରିବା ଉଚିତ୍ ଓ କ’ଣ ନକରିବା ଉଚିତ୍।
୧:-କାର୍ତ୍ତିକ ସୋମବାର ଦିନ ଅନ୍ନର ସେବନ କରନ୍ତି ନାହିଁ। ସୋମବାର ବ୍ରତ ରଖିବା ଦିନ ଆପଣ ଦିନ ସାରା କେବେବି ଲୁଣର ସେବନ କରିବା ଉଚିତ୍ ନୁହେଁ। 
Special Report
୨:- ସୋମବାର ବ୍ରତ ରଖିଥିଲେ ସ୍ଵାମୀ ସ୍ତ୍ରୀ ଉଭୟ ଶାରୀରିକ ସଂପର୍କ ରଖିବା ଉଚିତ୍ ନୁହେଁ। ନଚେତ୍ ଆପଣଙ୍କର ଉପବାସ ଅସଫଳ ହେବା ଉଚିତ୍ ନୁହେଁ। 
୩:- ଗୁରୁଜନ ମାନଙ୍କର ଅପମାନ କରିବା ଉଚିତ୍ ନୁହେଁ। କାର୍ତ୍ତିକ ସୋମବାର ଦିନ ଆପଣ ଘରର ଗୁରୁଜନ ମାନଙ୍କର ଅପମାନ ସୋମବାର ଦିନ କରନ୍ତୁ ନାହିଁ। 
Special Report
୪:- ସୋମବାର ଦିନ କୌଣସି ଜୀବକୁ ମାରନ୍ତୁ ନାହିଁ। ଆପଣଙ୍କୁ ସେହିଦିନ ଆମିଷ ଭୋଜନ କରିବା ଉଚିତ୍ ନୁହେଁ। ଆମିଷ ଭୋଜନ ରବିବାର ରାତିରେ ମଧ୍ୟ କରିବା ଉଚିତ୍ ନୁହେଁ। 
୫:- ସୋମବାର ଦିନ କୌଣସି ଅପଶବ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ। କାହାକୁ ଗାଳି ଗୁଲଜ କିମ୍ବା କାହାକୁ ଦୁଃଖ ଦିଅନ୍ତୁ ନାହିଁ। ଏମିତି କଲେ ଆପଣଙ୍କୁ ଶିବଙ୍କର ପ୍ରକୋପ ଭୋଗିବାକୁ ପଡ଼ିଥାଏ।