Movie prime

ମାତ୍ର ୫ ଟଙ୍କାରେ ବଦଳିଯିବ ଭାଗ୍ୟ ଦେଖନ୍ତୁ କେମିତି ଖୁବ୍ କମ୍ ଲୋକଙ୍କୁ ଜଣା ଏହି ଉପାୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜିର ଏହି ଭିଡିଓରେ ଶନିବାର ଦିନ କରାଯାଉଥିବା ସମ୍ପୂର୍ଣ ଉପାୟ ଜଣାଇବୁ। ତେବେ ବନ୍ଧୁଗଣ ଶନିବାର ଦିନ ସୂର୍ଯ୍ୟାସ୍ତ ସମୟରେ କଳା ଘୋଡାର ଲାଲରେ ମୁଦି ବନେଇ ଯଦି ମଧ୍ୟମ ଆଙ୍ଗୁଠିରେ ଧାରଣ କରିବେ
ତେବେ ଶନିଙ୍କର କୁଦୃଷ୍ଟି ପଡ଼ିବ ନାହିଁ। ଶନିବାର ଦିନ ଯଦି ସମ୍ଭବ କଳା କପଡ଼ା, ଲୁହର ଜିନିଷ, କଳା ରାଶି, କମ୍ବଳ ଏବଂ ବିରି ଡାଲିର ଦାନ ନିଶ୍ଚିତ କରନ୍ତୁ ଏହା କରିବା ଦ୍ୱାରା ଶନି ଦେବଙ୍କ କୁଦୃଷ୍ଟୀ ପଡ଼ିବ ନାହିଁ। 
ଶନି ଦେବଙ୍କ କୁଦୃଷ୍ଟିରୁ ବାର୍ତ୍ତିବା ପାଇଁ ଉପାୟ:-
୧- ଶନିବାର ଦିନ କଳା କୁକୁରକୁ ସୋରିଷ ତେଲ ଲାଗିଥିବା ରୁଟି ଖାଇବା ପାଇଁ ଦିଅନ୍ତୁ।
୨- ଶନିବାର ଦିନ ମ-ଦ୍ୟପାନ କରନ୍ତୁ ନାହିଁ।
୩- ଉତ୍ତର ଦିଗ ଆଡ଼କୁ ଶନିବାର ଦିନ ଯାତ୍ରା କରନ୍ତୁ ନାହିଁ। 
୪- ମହିଳା ମାନଙ୍କୁ ଶନିବାର ଦିନ ଶଶୁର ଘରକୁ ଯିବା ଅନୁଚିତ ହୋଇଥାଏ। 
୫- ଶନିବାର ଦିନ ତେଲ, କୋଇଲା, ଲୁଣ ଏବଂ ଲୁହର ବସ୍ତୁ କ୍ରୟ ବିକ୍ରୟ କରନ୍ତୁ ନାହିଁ।
ଶନିବାର ଦିନ କଣ କରିବା ଦରକାର:-
୧- ଶନିବାର ଦିନ ଶନି ଦେବଙ୍କୁ ବିଧିବିଧାନ ସହିତ ପୂଜା କରିବେ।
୨- ଶନିବାର ଦିନ ଓସ୍ତ ଗଛରେ ଦୀପ ଜାଳନ୍ତୁ।
୩- ଶନିବାର ଦିନ କର୍ପୁର ଜାଳିବା ଦ୍ଵାରା କରଜରୁ ମୁକ୍ତି ମିଳିଥାଏ। ଏବଂ ଆରଗ୍ୟ ପ୍ରାପ୍ତି ହୋଇଥାଏ। 
ଶନି ଦେବଙ୍କୁ ସନ୍ତୁଷ୍ଟ କରିବା ଉପାୟ:-
୧:- କିଛି ନା କିଛି ଲୋକନ୍ତୁ ଦାନ କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି।
୨- ଶନି ଦେବଙ୍କ ଯନ୍ତ୍ର ଘରେ ସ୍ଥାପନ କରନ୍ତୁ।
୩- କୁକୁରକୁ ପ୍ରତି ଶନିବାର ଦିନ ରୁଟି ଖାଇବା ପାଇଁ ଦିଅନ୍ତୁ।
୪- ହନୁମାନଙ୍କୁ ଆରାଧନା କରନ୍ତୁ। ଏବଂ ଭଗବାନ୍ ଶିବଙ୍କୁ ମଧ୍ୟ ପୂଜା କରନ୍ତୁ।
ଶନିବାର ଦିନ କଣ କରିବା ଉଚିତ୍ ନୁହେଁ?
୧- ଶନିବାର ଦିନ ଲୁହର ଜିନିଷ ଘରକୁ ଆଣନ୍ତୁ ନାହିଁ। 
୨- ସକାଳୁ ଉଠି ନିଜ ମୁହଁ ଦର୍ପଣରେ ଦେଖନ୍ତୁ ନାହିଁ। 
୩- ସକାଳୁ ଜଙ୍ଗଲି ପଶୁ ପକ୍ଷୀଙ୍କ ଫଟୋ ଚିତ୍ର ନଦେଖିବା ଉଚିତ୍।
୪- ଶନିବାର ଦିନ ସକାଳୁ ଉଠି ନିଜର ଛାଇ ଦେଖନ୍ତୁ ନାହିଁ।
୫- ଶନିବାର ଦିନ ସନ୍ଧ୍ୟା ସମୟରେ ଦୀପ ଜଳିବେ।
୬- ଶନିବାର ଦିନ ତକିଆ ତଳେ ରସୁଣ ଆଉ ଲବଙ୍ଗ ରଖି ଶୋଇବା ଉଚିତ୍।
ମହିଳା ମାନେ ମଧ୍ୟ ଶନି ଦେବତାଙ୍କୁ ପୂଜା କରି ପାରିବେ। କିନ୍ତୁ ଶନି ଦେବତାଙ୍କ ମୂର୍ତ୍ତି ବା ଫୋଟକୁ ଛୁଇଁବେ ନାହିଁ। ଏହା ଧର୍ମଶାସ୍ତ୍ରରେ ବର୍ଣ୍ଣିତ ଅଛି। ଶନିବାର ଦିନ ଅଶ୍ୱସ୍ଥ ଗଛ ମୂଳରେ ସୂର୍ଯ୍ୟ ଉଦୟ ପରେ ହିଁ ଜଳ ଚଢ଼େଇବା ଅଛି। ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅଶ୍ୱସ୍ଥ ଗଛର ପରିକ୍ରମା ଶନିବାର ଦିନ କରିଥାଏ।
ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଅଶ୍ୱସ୍ଥ ଗଛ ମୂଳରେ ପ୍ରତ୍ୟେକ ଶନିବାର ଦିନ ଆପଣ ସୋରିଷ ତେଲର ଦୀପ ଜଳାନ୍ତୁ। ଏହା ଦ୍ବାରା ଶନି ଦେବତା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଯଦି ଉତ୍ତର ଦିଗ ଆଡ଼କୁ ମୁହଁ କରି ଦୀପ ଶନିବାର ଦିନ ଜଳଉଛନ୍ତି ତ ଏହାକୁ ଶୁଭ ମାନା ଯାଇଥାଏ। ଉତ୍ତର ଦିଗକୁ ଦେବତା ମାନଙ୍କର ଦିଗ ବୋଲି ମାନା ଯାଇଥାଏ। 
ଯଦି ଆପଣ ରାତି ସମୟରେ ଶନିବାର ଦିନ ଏକ ଟଙ୍କାର ତକିଆ ତଳେ ରଖି ଶୋଉଛନ୍ତି ତାହାଲେ ଧନ ଲାଭ ହେଇଥାଏ। ସର୍ବ ପ୍ରଥମେ ଆପଣଙ୍କୁ ଏକ ଟଙ୍କାର ପଇସା ନେବାକୁ ହେବ। ଏବଂ ଏହି ଏକ ଟଙ୍କାକୁ ୨୪ ଘଣ୍ଟା ପାଇଁ ସୋରିଷ ତେଲରେ ବୁଡେଇ ରଖି ଦିଅନ୍ତୁ।
ତା'ପରେ ସେହି ଟଙ୍କାଟିକୁ ଶନି ମହାଦେବଙ୍କୁ ଅର୍ପଣ କରି ଦିଅନ୍ତୁ। ଆଉ ତା'ପରେ ସେହି ଟଙ୍କାଟିକୁ ତକିଆ ତଳେ ରଖିକି ଶୁଅନ୍ତୁ। ଶନି ଦେବତାଙ୍କ ୧୦ଟି ନାମ ଗୁଡ଼ିକ ହେଉଛି:- ୧:- କୋଣସ୍ଥ, ୨:- ପିଙ୍ଗଲ, ୩:- ବଭ୍ରୁ, ୪:- କୃଷ୍ଣ, ୫:- ରୌଦ୍ରାନ୍ତକ, ୬:- ୟମ, ୭:- ସୌରି, ୮:- ଶନିଶ୍ଚର, ୯:- ମନ୍ଦ , ୧୦:- ପିପ୍ଲାତ।
ଏଥିରେ ପିପ୍ଲାତକୁ ଅଧିକ ମହତ୍ତ୍ଵ ଦିଆଯାଇଛି। ଯଦି ଶନି ଦେବତାଙ୍କ ଏହି ୧୦ଟି ନାମ ନେଇ ନପାରାନ୍ତି, ତାହାଲେ ଶନିବାର ଦିନ ପିପ୍ଲାତ ପିପ୍ଲାତ କହି ଜପ କଲେ ଶନି ମହାଦେବ ପ୍ରସନ୍ନ ହୋଇଥାନ୍ତି। ଶନିବାର ଦିନ ଆପଣ ଲୁହାରେ ବର୍ଣ୍ଣିତ ବସ୍ତୁ ଦାନ କରିପାରିବେ। 
ସାତ ପ୍ରକାରର ଶସ୍ୟ ଦାନ କରିପାରିବେ। ଶନିବାର ଦିନ ଧଳା ବସ୍ତ୍ର ଦାନ କରନ୍ତୁ ନାହିଁ। ଚାଉଳ କିମ୍ୱା କ୍ଷୀରରେ ବର୍ଣ୍ଣିତ ବସ୍ତୁକୁ ମଧ୍ୟ ଦାନ କରନ୍ତୁ ନାହିଁ। ଶନିବାର ଦିନ ଛାଇର ଦାନ ନିଶ୍ଚିନ୍ତ କରନ୍ତୁ। ଛାଇ ଦାନର ଅର୍ଥ ହୋଇଥାଏ ନିଜର ଛାଇ ଦାନ କରିବା।
ଶନିବାର ଦିନ ଏକ କଂସାର ପାତ୍ରରେ ସୋରିଷ ତେଲ ନେବେ ଏବଂ ଏକ ଟଙ୍କା ସେଥିରେ ପକେଇ ଦିଅନ୍ତୁ। ସେଥିରେ ନିଜର ଛାଇକୁ ଦେଖିବେ। ଏବଂ ଏହି ତେଲକୁ ନେଇ ବ୍ରାହ୍ମଣଙ୍କୁ ବା କୌଣସି ଶନି ମନ୍ଦିରକୁ ଯାଇ ଛାଡ ଦେଇ ଆସିବାକୁ ପଡିବ। କାହିଁକି ନା ଯେଉଁ ଛାଇ ଅଟେ ତାହା ଶନି ଦେବଙ୍କର ମାତା ବୋଲି ମାନା ଯାଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.