Movie prime

ପାଣି ଭିତରେ ଆଜିବି ମିଳେ ସମସ୍ତ ପ୍ରକାର ପ୍ରମାଣ ଦେଖନ୍ତୁ ଦ୍ବା-ରିକା ସମୁଦ୍ର ଭିତରେ ଥିବା ଜୀବନ୍ତ ସମସ୍ତ ପ୍ରମାଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ୫୦୦୦ ବର୍ଷ ତଳେ ଦ୍ବାରିକା ସମୁଦ୍ରରୁ ବାହାରିଥିବା ଜିନିଷ ବିଷୟରେ ଜାଣିପାରିବେ ।
୫୦୦୦ ବର୍ଷ ପରେ ଦ୍ବାରିକା ସମୁଦ୍ରରୁ ମିଳିଥିବା ରାଜଗାଦି ବିଷୟରେ ଜଣାପଡ଼ିବ । ଗହର ସମୁଦ୍ର ଭିତରୁ ଏହି ରାଜଗାଦି ବାହାରିଛି ବୋଲି ଜଣାପଡିଛି । ଏହି ଖବର ସରକାରଙ୍କର ହୋସ ଉଡ଼ାଇ ଦେଇଛି । ଦ୍ବାରିକା ସମୁଦ୍ରରୁ ମିଳିଛି ଏହି ଘଟଣା ।
Special Report
ଏହିସବୁକୁ ନେଇ ବୈଜ୍ଞାନିକମାନେ ଯାଞ୍ଚ ମଧ୍ୟ କରୁଛନ୍ତି । ଆଉ ଏହି ଯାଞ୍ଚ ପୂରଣ ହେବା ପରେ ସାରା ଦୁନିଆରେ ଏହି କଥାକୁ ନେଇ ଚର୍ଚ୍ଚା ହେବ । ବୈଜ୍ଞାନିକମାନେ ଏନେଇ ଅନେକ ଘୋଷଣା ବି କରିଛନ୍ତି । ସରକାର ଏବେ ଏହି କଥାକୁ କହି ନାହାଁନ୍ତି ।
ଦ୍ୱାରିକାରେ ସବୁବେଳେ କୃଷ୍ଣ ଭକ୍ତଙ୍କର ଭିଡ ରହିଥାଏ । ଆଉ ଏହି କଥା ବିଷୟରେ କୃଷ୍ଣ ଭକ୍ତମାନେ ଜାଣିଲେ ଅଧିକ କଥା ହେବ । ସେଥିପାଇଁ ସରକାର ଏହି କଥାକୁ ବନ୍ଦ କରିଛନ୍ତି । ଏହି ଗହୀର ସମୁଦ୍ର ଭିତରେ ଭଗବାନ କୃଷ୍ଣଙ୍କ ରାଜଗାଦି ସହିତ ତାଙ୍କ ମହଲର କିଛି ଅଂଶ ବି ମିଳିଛି ।
Special Report
ଏହି ଗହୀର ସମୁଦ୍ର ଭିତରେ ଆହୁରି ଅନେକ ରାଜ ଲୁଚି ରହିଛି ବୋଲି ଜଣାପଡିଛି । ହିନ୍ଦୁ ଧର୍ମରେ ଦ୍ବାରିକାର ଅନେକ ଐତିହାସିକ ଏବଂ ପୌରାଣିକ ଐତିହ୍ୟ ରହିଛି । ଭଗବାନ କୃଷ୍ଣଙ୍କ ମହଲ ଅଧା ଦ୍ବାରିକାରେ ବୁଡି ଯାଇଥିଲା । 
ଦ୍ବାରିକା ସମୁଦ୍ରରେ ଅନେକ ରହସ୍ୟ ରହିଛି । ଦ୍ୱାରିକା ସମୁଦ୍ର ଭିତରେ ଲୁଚି ରହିଥିବା ରହସ୍ୟ ୨୦୦୧ ମସିହାରୁ ଖୋଜ କରାଯାଇଛି । ୨୦୦୫ ମସିହାରେ ଏହି ସମୁଦ୍ର ଭିତରୁ ଦ୍ବାରିକା ନଗର ଏଠାରେ ଥିଲା ବୋଲି ପ୍ରମାଣ ମିଳିଥିଲା । ୪୦ହଜାର ମିଟର ଭିତରେ ଖୋଜ କରାଯାଇଥିଲା ।
ସମୁଦ୍ର ଜଳସ୍ତର ବଢିବା ପରେ ସେହି ଭିତରେ ସବୁ ନଗରୀ ବୁଡି ଯାଇଥିଲା । କଂସ ବଦ୍ଧ କରିବା ପରେ ଭଗବାନ କୃଷ୍ଣ ମଥୁରା ଛାଡିଥିଲେ । ଏହାପରେ ସେ ଦ୍ଵାରିକାରେ ରହିଥିଲେ । ଦ୍ବାରିକା ଦୁଇଭାଗ ଅଟେ । ଏହି ଭିଡିଓ ଦ୍ଵାରା ଆପଣମାନେ ଅନେକ କିଛି ଖବର ମଧ୍ୟ ଜାଣିପାରିବେ ।