Movie prime

ପାପୀ ମଣିଷ କାହିଁକି ସବୁବେଳେ ଖୁସିରେ ରୁହନ୍ତି ଜାଣନ୍ତୁ ଏହାର କାରଣ କଣ କହିଛନ୍ତି ବ୍ୟାସ ଏହି କାହାଣୀ ରୁ

 
Special Report
ସମାଜରେ ଯେ କୌଣସି ଜାଗାରେ ଦେଖିବେ ମନ ଭିତରେ ଗୋଟିଏ ଭୁଲ ଧାରଣା ହୋଇଗଲାଣି ଯେ ଭଲ କର୍ମ କରିଲେ ମଣିଷ ଦୁଃଖରେ ରହିଥାଏ। ପାପି ମନୁଷ୍ୟ ମାନେ ଖୁସିରେ ରହିଥାନ୍ତି।
ଆଉ ଏଭଳି ଘଟଣା କିଛି ଜାଗାରେ ଦେଖିବାକୁ ମଧ୍ୟ ମିଳୁଛି।ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଭୁଲ କାମ କରୁଛନ୍ତି ତାପରେ ମଧ୍ୟ ସେମାନେ ବହୁତ ଖୁସିରେ ରହୁଛନ୍ତି।
ଯେଉଁ ମାନେ ସତ ମାର୍ଗରେ ଚାଲିଛନ୍ତି ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆସୁନାହିଁ।କିନ୍ତୁ ଏହି ଜିନିଷ ଟି କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ ତାହା ପ୍ରଶ୍ନ ଉଠିଥାଏ।
ଅଧା ଅଧୁରା ଜ୍ଞାନ ବହୁତ ଭୟଙ୍କର ହୋଇଥାଏ ଏହା ସର୍ବଦା ମନେ ରଖିବେ।ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ଜ୍ଞାନ ନ ମିଳିଛି କୌଣସି ନିଷ୍କର୍ଷ ରେ ପହଞ୍ଚିବା ଉଚିତ ନୁହେଁ।ଅନୁଭବ ବହୁତ ଗୁରୁତ୍ୱପୂର୍ଣ୍ଣ।ଗୋଟିଏ ଅଞ୍ଚଳରେ ଜଣେ ରାଜା ଥିଲେ।ତାଙ୍କ ମନରେ ମଧ୍ୟ ଏଭଳି ପ୍ରଶ୍ନ ଆସିଥିଲା।
କାରଣ ସେ ଦେଖିଥିଲେ ତାଙ୍କ ଅଞ୍ଚଳରେ ଯେଉଁମାନେ ଭଲ ଲୋକମାନେ ଅଛନ୍ତି ସେମାନଙ୍କ ଜୀବନରେ କିଛି ଭଲ ପରିବର୍ତନ ଆସୁନାହିଁ।
କିନ୍ତୁ ପାପୀ ଲୋକମାନେ ଯେଉଁ ମାନେ ଅଛନ୍ତି ସେମାନେ ବହୁତ ଅଗ୍ରଗତି କରିଛନ୍ତି।ଏହାକୁ ସମାଧାନ କରିବା ପାଇଁ ମନରେ ଚିନ୍ତା କରିଲେ ଆଉ କାହାକୁ ଏ ବିଷୟରେ ପଚାରିବେ ତାହା ଭାବିଥଲେ।
ସେତେବେଳେ ସର୍ବଶ୍ରେଷ୍ଠ ଜ୍ଞାନ ବ୍ୟକ୍ତି ଥିଲେ ବ୍ୟାସ।ବ୍ୟଦ ମୁନି ଙ୍କ ପାଖରେ ଯାଇ ରାଜା ପହଞ୍ଚି ଥିଲେ।
ବ୍ୟାସ ମୁନି ଙ୍କୁ ରାଜା ସବୁ ପ୍ରଶ୍ନ ପଚାରି ଥିଲେ।ବ୍ୟାସ ମୁନି ଙ୍କ ର ଆଉ ଏକ ସୁନ୍ଦର ଗୁଣ ରହିଥିଲା ସେ ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ଭାବନା ଏବଂ ଶବ୍ଦ କୁ ମଧ୍ୟ ଭଲ ଭାବରେ ବୁଝି ପାରୁଥିଲେ।
ଏହାପରେ ବ୍ୟାସ ମୁନି ରାଜାଙ୍କ ପାଖରୁ ଏଭଳି ପ୍ରଶ୍ନ ଶୁଣି କହିଥିଲେ ଯେ ତାଙ୍କର ଛୋଟ ଶିଷ୍ୟ ଅଛନ୍ତି ସେ ଏ ବିଷୟରେ କହିପାରିବେ। ମଣିଷ ଙ୍କ ପାଖରେ ଏକ ସଫା ଦୃଷ୍ଟି ରହିବା ନିହାତି ଆବଶ୍ୟକ।
ଯେତେବେଳେ ଜ୍ଞାନ ପ୍ରବେଶ କରେ ସେତେବେଳେ ଆସିଥାଏ।ଯେଉଁ ବ୍ୟକ୍ତି ଦୁର୍ବଳ ଥାଏ କିଛି ସୁନ୍ଦର କର୍ମ କରି ଇଶ୍ୱର ଙ୍କ ଆର୍ଶୀବାଦ ରୁ ଦିନେ ନିଶ୍ଚୟ ଠିଆ ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.