Movie prime

ଘଣ୍ଟ ହୁଳହୁଳୀରେ ଫାଟି ପଡୁଛି ସାରା ଅଞ୍ଚଳ ରୁଟିରେ ଉଭା ହେଲେ ପ୍ରଭୁ ଶ୍ରୀ ଜଗନ୍ନାଥ ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି।
Special report
ଏବେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବନ୍ଧୁଗଣ ମହାବାହୁଙ୍କୁ ଭକ୍ତ ଜଣକ ଦେଖିବାକୁ ବ୍ୟାକୁଳ ହେଉଥିବା ବେଳେ ସ୍ଵୟଂ ଭଗବାନ ନିଜେ ଆସି ପରଟା ମଧ୍ୟରେ ଆବିର୍ଭାବ ହେଇଛନ୍ତି। 
ଏଭଳି ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ରସନ୍ତଳୁ ବ୍ଲକ ଅନ୍ତର୍ଗତ ଏକତଳା ଗାଁର ବୋହୂ ସ୍ନେହଲତାଙ୍କ ଘରେ। ସବୁଦିନ ପରି ବୋହୂ ସ୍ନେହଲତା ମଧ୍ୟ ପରଟା ବନାଉଥିଲେ। କିନ୍ତୁ ତାଙ୍କ ମନରେ ଥିଲା
Special report
ଗୋଟିଏ ଚିନ୍ତା ଜଗନ୍ନାଥ ଧାମକୁ ଯାଇ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ସେ ଦର୍ଶନ କରି ପାରୁନଥିଲେ। ଆଉ ସ୍ନେହଲତାଙ୍କର ଏପରି ଭକ୍ତି ଏବଂ ଭଗବାନଙ୍କ ପ୍ରତି ଏପରି ନିଷ୍ଠା ଭାବ ଦେଖି ମହାବାହୁ ଆସି ଦେଖା ଦେଇଛନ୍ତି ପରାଟ ମଧ୍ୟରେ। ଯାହାକୁ ଦେଖିବା ପରେ ଖୁସି ହେଇ ଉଠିଥିଲେ ସ୍ନେହଲତା। 
ତା'ପରେ ବଡ ପାଟି କରି ପରିବାର ଲୋକଙ୍କୁ ଡ଼ାକିଥିଲେ। ଯିଏ ଆସୁଛି ସେହି ପରଟାକୁ ସିଏ ମୁଣ୍ଡିଆ ମାରୁଛି। ସ୍ଥାନୀୟ ଅଞ୍ଚଳରେ ଭକ୍ତି ଭାବନା ଜାଗ୍ରତ ହେଉଥିବାର ଦେଖିବାକୁ ମିଳିଛି। ପରଟାରେ ପ୍ରଭୁ ଜାଗାଙ୍କୁ ଦେଖି ଲୋକେ ଭାବବିହୁଳ ହୋଇପଡିଛନ୍ତି।
ଓଡ଼ିଆଙ୍କ ପ୍ରାଣ ହେଉଛନ୍ତି ଜଗନ୍ନାଥ ଆଉ ଯେତେବେଳେ ପରଟା ଦେହରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି ସେତେବେଳେ ଲୋକ ମାନେ ପରଟାକୁ ପୂଜା କରିବାରେ ଲାଗି ପଡିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.