Movie prime

ଫଟୋରୁ ସିଧା ବାହାରି ଆସିଲେ ହନୁମାନ ଦେଖନ୍ତୁ ଫଟୋ ଚିରି ବାହାରି ଆସିଲା ପ୍ରଭୁଙ୍କ ଲାଞ୍ଜ ଦେଖି ହେଲେ ସମସ୍ତେ ଆଶ୍ଚର୍ଯ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆଜିକା ଯୁଗରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଳିଯୁଗରେ ଭଗବାନ ଦେଖା ଦେଉଛନ୍ତି । ଆଉ ତାଙ୍କର ଅନେକ ଲୀଳା ଏବେ ଦେଖିବାକୁ ମିଳୁଛି । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପ୍ରଭୁ ହନୁମାନଙ୍କୁ ନେଇ କିଛି ଖବର ଆସିଛି ଯାହା ଜାଣିପାରିବେ । ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ କାଶିଆଡ଼ିହି ଗ୍ରାମର ଗୋଡିସାହିରେ ।ଏହି ଗ୍ରାମର ସନ୍ତୋଷ ଦେହୁରୀ, ତାଙ୍କ ପତ୍ନୀ ରିତା ଦେହୁରୀ ରୁହନ୍ତି
Special report
 ଏବଂ ତାଙ୍କ ଝିଅ ହେଉଛି ରଶ୍ମିତା ଦେହୁରୀ । ଗତ ୨୬ ତାରିଖ ଶନିବାର ଦିନ ସନ୍ଧ୍ୟାରେ ଯେତେବେଳେ ରଶ୍ମିତା ତାଙ୍କ ଘର ଠାକୁରଙ୍କୁ ପୂଜା କରୁଥିଲେ ସେତେବେଳେ ସେ ପ୍ରଭୁ ହନୁମାନଙ୍କ ଫଟୋରେ ଲାଙ୍ଗୁଡ ଆଉ ଚୁଟି ଦେଖିଥିଲେ ।
ଏହାପରେ ସେ ତାଙ୍କ ମାଙ୍କୁ ଏହି କଥା ଜଣାଇଥିଲେ । ତାଙ୍କ ମାଆ ପଡିଶା ଲୋକ ଏବଂ ବ୍ରାହ୍ମଣଙ୍କୁ ଏହି ବିଷୟରେ ପଚାରିଥିଲେ । ଆଉ ଏହି କଥାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ତାଙ୍କ ଘରକୁ ଅନେକ ଲୋକଙ୍କ ସୁଅ ଛୁଟିଛି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଏହି କଥାକୁ ବିଶ୍ବାସ କରୁନାହାଁନ୍ତି ।
ବ୍ରାହ୍ମଣମାନେ ଏହି କଥାକୁ ଭଲ ବୋଲି କହିଛନ୍ତି ।ଏହି ଜିନିଷ ପ୍ରଥମେ ଦେଖି ସେମାନେ ଡରି ଯାଇଥିଲେ । ଆଉ ଏହାପରେ ସବୁ କଥା ଜାଣିଲା ପରେ ସେମାନେ ଆଉ ଡରୁ ନାହାଁନ୍ତି । ବ୍ରାହ୍ମଣମାନେ କହିଛନ୍ତି ତାଙ୍କ ଘରେ ଭଗବାନ ଆବିର୍ଭାବ ହୋଇଛନ୍ତି । 
ଆଉ ଅନେକ ଲୋକ ଏଠାକୁ ଆସୁଛନ୍ତି । ଏହା ବିଶ୍ବାସ ନା ଅନ୍ଧ ବିଶ୍ବାସ ଏବେ ଏହାକୁ ନେଇ ଅନେକ କଥା ଆସୁଛି । ଏହି ଶନିବାର ଦିନ ପୁଣି ଭଗବାନଙ୍କ ମୂର୍ତ୍ତିରେ କିଛି ଦେଖା ଯାଇଛି ଆଉ ଏହାକୁ ଦେଖିବାକୁ ଏବେ ଲୋକମାନେ ଆସିଛନ୍ତି ।
ତାଙ୍କ ପାଦ ପାଖରୁ ପର୍ବତ ବାହାରିଛି । ଠାକୁରଙ୍କର କିଛି ଅଲୌକିକ ଘଟଣା ଘଟୁଛି । ଏବେ ପର୍ଯ୍ୟନ୍ତ ତାଙ୍କ ପରିବାର କୌଣସି ସ୍ବପ୍ନ ଦେଖି ନାହାଁନ୍ତି । ଭଗବାନ ହନୁମାନ ତାଙ୍କୁ ସ୍ୱପ୍ନାଦେଶ କରିବେ ବୋଲି ପରିବାର ଲୋକେ ଭାବୁଛନ୍ତି । ଏବେ ଏହି ଘଟଣା ସବୁ ଆଡେ ଚର୍ଚ୍ଚା ହେଉଛି ।