Movie prime

ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ୱର୍ ଆଉ ଜାଣନ୍ତୁ ଭଗବାନ କାହିଁକି ଶୁଣୁ ନାହାନ୍ତି ଆପଣଙ୍କ ଡାକ

 
Kk
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଗବାନ ରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାର। ରାବଣଙ୍କୁ ହତ୍ୟା କରିବା ପାଇଁ ରାମ ତ୍ରେତୟା ଯୁଗରେ ପୃଥିବୀରେ ଅବତାରିତ ହୋଇଥିଲେ।
ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ନାମରେ ମଧ୍ୟ ଜଣାଶୁଣା । ପ୍ରକୃତରେ, ରାମ ସମ୍ମାନର ଅନୁସରଣ କରୁଥିବାବେଳେ ଅନେକ ଆଦର୍ଶ ଉପସ୍ଥାପନ କରିଥିଲେ ।
Bb
୧- ଯଦି ଆପଣ ନମ୍ବର ୧ କୁ ଚୟନ କରିଛନ୍ତି ତେବେ ଆପଣ ଜଣେ ସ୍ୱତନ୍ତ୍ର ପ୍ରିୟ ବ୍ୟକ୍ତି । ଆପଣ ଙ୍କୁ ନିଜ ଇଛା ଅନୁସାରେ କାର୍ଯ୍ୟ କରିବା ଏବଂ ସ୍ଵତନ୍ତ୍ର ଭାବେ ନିଜ ଜୀଵନ କୁ ବିତାଇବା ଖୁବ ପସନ୍ଦ । ଆପଣ ସର୍ଵଦା ଉଚ୍ଚ ସ୍ୱପ୍ନ ଦେଖନ୍ତି ଏବଂ ତାକୁ ସାକାର କରିବା ପାଇଁ କିଛି ବି କରି ପାରନ୍ତି ।
୨- ବନ୍ଧୁଗଣ ଯଦି ଆପଣ ନମ୍ବର ୨କୁ ଚୟନ କରିଛନ୍ତି ତେବେ ଆପଣ ଅଲଗା ଦୁନିଆ ରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଆପଣ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି । ଆପଣ ଙ୍କୁ ଅଧିକ ଲୋକଙ୍କ ସହ ମିଶିବା ବେଶୀ ପସନ୍ଦ ନଥାଏ । ଆପଣ ସର୍ଵଦା ନିଜ କାମ ରେ ହିଁ ବ୍ୟସ୍ତ ରହିଥାନ୍ତି।
୩- ବନ୍ଧୁଗଣ ଯଦି ୩ ନମ୍ବର କୁ ଚୟନ କରିଛନ୍ତି ତେବେ ଆପଣ ସର୍ଵଦା ଉଲ୍ଲହାସ ଏଵଂ ଖୁସି ରେ ଜୀଵନ ବିତେଇବାକୁ ଚାହାନ୍ତି । ସର୍ଵଦା ଖୁସି ରେ ରୁହନ୍ତି ଏବଂ ଅନ୍ୟକୁ ମଧ୍ୟ ଖୁସି ରେ ରଖନ୍ତି । ନିଜର ଏକ ସ୍ୱତନ୍ତ୍ର ପରିଚୟ କୁ ସୃଷ୍ଟି କରିବା କୁ ଚାହିଁଥାନ୍ତି । ଏବଂ ସଫଳ ମଧ୍ୟ ହୁଅନ୍ତି ।
୪- ବନ୍ଧୁଗଣ ଯଦି ୪ ନମ୍ବର କୁ ଚୟନ କରୁଛନ୍ତି ତେବେ ଆପଣ ଜଣେ ଶାନ୍ତ ସ୍ଵଭାବ ର ବ୍ୟକ୍ତି । ଏବଂ ଆପଣ ବହୁତ ଆକର୍ଷଣୀୟ ମଧ୍ୟ । ଆପଣ ଙ୍କ ବ୍ୟବହାର ଏବଂ କଥା କହିବାର ଶୈଳୀ ସମସ୍ତଙ୍କୁ ବହୁତ ପସନ୍ଦ ହୋଇ ଥାଏ ।
୫- ଆପଣ ଯଦି ୫ ନମ୍ବର କୁ ବାଛିଛନ୍ତି ତେବେ ଆପଣ ସବୁ କାମ ଜୋଶ ଏବଂ ଖୁସି ରେ କରିଥାନ୍ତି। ସେଥିପାଇଁ ଆପଣ ନିଜ ଲାଇଫ ରେ କେବେବି ବୋର ହୁଅନ୍ତି ନାହିଁ। ଆପଣ ସର୍ଵଦା ଖୁସି ରେ ରହିଥାନ୍ତି।
Vb
୬- ବନ୍ଧୁଗଣ ଯଦି ୬ ନମ୍ବରକୁ ଚୟନ କରୁଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଆପଣ ମାନେ ସବୁ ପରିସ୍ଥିତି କୁ ବହୁତ ଭଲ ଭାବରେ ଗ୍ରହଣ କରି ସମସ୍ୟାର ସମାଧନ କରିଥାଆନ୍ତି।
୭- ଆପଣ ଉନ୍ନତି ପରିବର୍ତ୍ତେ ଆପଣ ବହୁ ଅବନ୍ନତି ରେ ଗତି କରୁଛନ୍ତି। ଅର୍ଥ ହାନୀ, ସହିତ ଅନେକ ପୀଡା ପାଉଛନ୍ତି ତେଣୁ ଆପଣ ବ୍ରାହ୍ମଣଙ୍କୁ ଭୋଜ ଦିଅନ୍ତୁ ଏହା ସହିତ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଭଲ ସମୟ ଆସିବ।
୮: ଆପଣଙ୍କର ସମସ୍ତ ବ୍ଯାକୁଳତା ଦୂର ହେବ, ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ, ରୋଗ ରେ ପଡି ଅର୍ଥ ବ୍ୟୟ କରିଥିଲେ କିନ୍ତୁ ଏହା ଦୂର ହେବ, ଭଗବାନଙ୍କ ପୂଜା କରନ୍ତୁ ଓ ପିତାଙ୍କ ସେବା ମଧ୍ୟ କରନ୍ତୁ। ଶତ୍ରୁ ମାନେ ପରାଜୟ କରିବେ।
୯- ମନରେ ଥିବା ଦୁଶ୍ଚିନ୍ତାଙ୍କୁ ଦୂର କରନ୍ତୁ, ପାରିବାରିକ ସୁଖ ଶାନ୍ତି ଭୋଗ କରିବେ, ଶତ୍ରୁ ପରାଜୟ ହେବେ, ହନୁମାନଙ୍କ କୃପା ଆପଣଙ୍କ ପ୍ରତି ରହିଛି। ପର ନିନ୍ଦା ଠାରୁ ଦୂରେଇ ଯାଆନ୍ତୁ।