Movie prime

ପିଣ୍ଟୁ ଙ୍କ ପେଟରୁ ବାହାରୁଚି ବାଲ୍ଟି ବାଲ୍ଟି ପାଣି, କେମିତି ଚାଲିଚି ଅପରେସନ ଦେଖନ୍ତୁ ଭିଡିଓ

 
Viral video
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଯକୃତ ନଷ୍ଟ ହୋଇ ଯାଇଥିବା କାରଣରୁ ସେ ଭୁବନେଶ୍ୱର ର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମାନେ ଭଲ କରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ।
ଏହାପରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦିଲ୍ଲୀ ଯିବା ପାଇଁ କହିଥିଲେ।ଦିଲ୍ଲୀ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ଚିକିତ୍ସା ପାଇଁ ପଚାଶ ଲକ୍ଷ ଟଙ୍କା ଆବଶ୍ୟକ ଥିଲା।ଏହାପରେ ସେ ସମସ୍ତଙ୍କୁ ଭିଡିଓ ମାଧ୍ୟମରେ କିଛି ଟଙ୍କା ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ।ଏହାପରେ ଓଡ଼ିଶାବାସୀ ଆଉ କଳାକାରମାନେ ଟଙ୍କା ଦେଇଥିଲେ।ଆପଣମାନେ ଜାଣିଥିବେ ବର୍ତ୍ତମାନ ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି।
ଏବଂ ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଅପରେସନ କରାଯାଇଥାନ୍ତା। ପାଖାପାଖି ଚାରି ରୁ ପାଞ୍ଚ ଦିନ ହୋଇଗଲାଣି ସେ ଦିଲ୍ଲୀ ରେ ଯାଇ ଅଛନ୍ତି।ଏହି ସବୁ ଭିତରେ ଦିଲ୍ଲୀ ରେ ହସ୍ପିଟାଲ୍ ରେ ତାଙ୍କର ଅବସ୍ଥା କିପରି ଅଛି ତାହା ସହିତ ଜଡିତ ଏକ ଭିଡିଓ ସାମ୍ନାକୁ ଆସିଛି।
ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଯକୃତ ପୁରା ନଷ୍ଟ ହୋଇ ଯାଇଥିବା କାରଣରୁ ତାଙ୍କ ସଂପର୍କୀୟ ମାଉସୀ ଝିଅ ଆଉ ପିଉଷୀ ଝିଅ ତାଙ୍କୁ ଲିଭର ଡୋନେଟ୍ କରିବାର ଥିଲା ଯାହାକୁ ନେଇ ତାଙ୍କ ଭାଇ ଅଭିରାମ ନନ୍ଦ ସୂଚନା ଦେଇଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର ବ୍ଲଡ଼ ଗ୍ରୁପ୍ ମ୍ୟାଚ୍ ହୋଇ ପାରି ନଥିଲା। ଯେଉଁ କାରଣ ପାଇଁ ସଂପର୍କୀୟ ଦୁଇ ଜଣ ଲିଭର ଡୋନେଟ୍ କରିପାରିଲେ ନାହିଁ।ଏହାପରେ ସବୁଠାରୁ ଚିନ୍ତାର କାରଣ ପାଲଟି ଥିଲା ଯେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ କିଏ ଲିଭର ଡୋନେଟ୍ କରିବେ।
ଅଭିନେତା ପିଣ୍ଟୁ ଙ୍କ ର ପେଟ ମଧ୍ୟ ଫୁଲି କରି ଥିଲା।ସୂଚନା ଅନୁସାରେ ଦିଲ୍ଲୀ ର ଡାକ୍ତର ଟିମ୍ ତାଙ୍କର ଭଲରେ ଚିକିତ୍ସା କରୁଛନ୍ତି। କିନ୍ତୁ ଏଯାଏଁ ଅପରେସନ ହୋଇନାହିଁ

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.