Movie prime

ଏହି ପୋଥିରେ ଅଛି ସବୁ ରହସ୍ୟ ଦେଖନ୍ତୁ ଆଉ ବାକି ରହିଛି ମାତ୍ର ୩ ବର୍ଷ ସାମ୍ନାକୁ ଆସିଲା ଗୋଟି ଗୋଟି ସବୁ ସତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ମାଳିକାରେ ଲେଖା ହୋଇଥିବା ଘଟଣା ଆପଣମାନେ ଜାଣିପାରିବେ ।
Special Report
ମାଳିକାରେ ଲେଖା ଯାଇଥିବା କଥା ଦିନେ ନା ଦିନେ ସତ ହେବାକୁ ଯାଉଛି । ଆଜି ନହେଲେ କାଲି ଏହି କଥା ସତ ହେବ । ଏବେ ଶୋନମନେ ଏହି ଭିଡିଓ ମାଧ୍ୟମରେ ମାଳିକାକୁ ନେଇ ଆସୁଥିବା ଏକ ଖବର ଆପଣମାନେ ଜାଣିପାରିବେ । 
ଜଳ ଭାଗ ପର୍ବତ ହୋଇଯିବ ବୋଲି ମାଳିକାରେ ଲେଖା ହୋଇଛି । ୨୦୨୭ ମସିହା ଏପ୍ରିଲ ମାସରେ ଏହି ସବୁ ଘଟଣା ଘଟିବ ବୋଲି ମାଳିକାରେ ଲେଖା ହୋଇଛି । ଓଡ଼ିଶା ନଷ୍ଟ ଭ୍ରଷ୍ଟ ହୋଇଯିବ ବୋଲି ମଧ୍ଯ ଲେଖାଯାଇଛି ।
ଏଭଳି ଅନେକ ରୋଗ ଆସିବ ଯାହା ଡାକ୍ତରମାନେ ଜାଣିପାରିବେ ନାହିଁ । ମୀନ ରାଶି ଉପରୁ ଆସି କୁମ୍ଭ ରାଶିରେ ବକ୍ର ଦୃଷ୍ଟି ପଡ଼ିବ । ନଭେମ୍ବର, ଡିସେମ୍ବର, ଜାନୁଆରୀ ଆଉ ଏପ୍ରିଲ ମାସରେ କିଛି ଘଟଣା ଘଟିବ । 
Special Report
ନେମାଳ ଅଞ୍ଚଳରେ ଏହି ବାବା ଜଣକ ପ୍ରବଚନ ଦେଉଥିଲେ । ସେଠାରେ ଥିବା ପୋଥି ଏହି ବାବା ଜଣକ ଆଣିଥିଲେ । ନେମାଳରେ ଏକ ସିନ୍ଦୂକ ଅଛି ଆଉ ଏହି ସିନ୍ଦୁକ ଭିତରେ ଏହି ପୋଥି ଥିଲା । ମୀନ ଶନି ସମୟରେ ଭୂମିକମ୍ପ, ବାତ୍ୟା ଆଦି ହେବ । ଜଗତସିଂହପୁର ଅଞ୍ଚଳରେ ଏହି ଘଟଣା ହୋଇଥିଲା ।
୧୯୯୯ ମସିହାରେ ବାତ୍ୟା ହେବ ବୋଲି ସେହି ବାବା ଜଣକ କହିଥିଲେ । ଏହି କଥା ମାଳିକାରେ ଲେଖା ହୋଇଥିଲା । କୁଜଙ୍ଗ ଅଞ୍ଚଳ ବୁଡ଼ିଯିବ ଆଉ ପାରାଦ୍ଵୀପ ଠାରେ ସମାଧି ପୂଜା ପାଇବା କଥା ବି ଲେଖା ହୋଇଛି ।
ନଦୀ ଶୁଖିଯିବ ବୋଲି ଲେଖା ହୋଇଛି । ପ୍ରବଳ ମାତ୍ରାରେ ଖରା ହେବ । ଅନେକ ପ୍ରକାରର କଥା ମାଳିକାରେ ଲେଖା ହୋଇଛି । ଆଉ ତିନିବର୍ଷ ପରେ ଏଭଳି ଅନେକ ଘଟଣା ଘଟିବ ଯାହା ଆପଣମାନେ କେବେ ଭାବି ନଥିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ବାବା ଜଣକ ଅନେକ ପ୍ରକାରର କଥା କହିଛନ୍ତି ଯାହା ଆଗକୁ ଘଟିବ । ସାତ ଦିନ ଆଉ ସାତ ରାତି ଅନ୍ଧାର ୨୦୨୬ ମସିହାରେ ହେବ । ଯୁଦ୍ଧ ସମୟରେ ଏଭଳି ଘଟଣା ସବୁ ଘଟିବ । ଏହିଭଳି ଅନେକ କଥା ମାଳିକାରେ ଲେଖାଯାଇଛି ।