Movie prime

ଆଗରୁ ଲେଖା ହୋଇ ରହିଥିଲା କି ସବୁ ତଥ୍ୟ ! ଦେଖନ୍ତୁ ହେଲା ପର୍ଦାଫାସ ଦେଖନ୍ତୁ ଏହି ରହସ୍ୟମୟ ତଥ୍ୟ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାହନାଗା ଟ୍ରେନ ଦୁର୍ଘ-ଟଣାକୁ ପ୍ରାୟ ୬ ଦିନ ବିତିଗଲାଣି। କାହାରି ମନରୁ ଯାଉନାହିଁ ସେହି ଭ-ୟା-ନ-କ ଦୃଶ୍ୟ। ଏବେ କରମଣ୍ଡଳର ଆଉ ଏକ ଟ୍ରେନ ସେହି ଟ୍ରାକ ଦେଇ ଯାଉଅଛି।
ଆଉ ଲୋକମାନେ ସେହି ଦୁ-ର୍ଘ-ଟ-ଣା-ଗ୍ରସ୍ଥ ଟ୍ରେନକୁ ବାଟରେ ଦେଖି ଦେଖି ଯାଉଛନ୍ତି। ଦୁ-ର୍ଘ-ଟ-ଣାରେ ପ୍ରାୟ ୨୮୮ ରୁ ଅଧିକ ଲୋକ ମୃ-ତ୍ୟୁ ବରଣ କରିଥିବା ବେଳେ ୧୦୦୯ ରୁ ଅଧିକ ଲୋକ ଆ-ହ-ତ ହୋଇଥିଲେ। 
କାହାର ଭାଇ ଚାଲିଯାଇଛି ତ କାହାର ବାପା ତ କାହାର ପୁରା ପରିବାର ହିଁ ଚାଲିଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ମାଳିକା ଭକ୍ତ ବାବା ପ୍ରହଲ୍ଲାଦ ନାଏକ ଟ୍ରେନ ଦୁର୍ଘଟଣା କହିଛନ୍ତି ଯେ,
Special Report
ନିମିକାଠି ମାଳିକା ଯେଉଁଠାରେ ରହିଛି ସେହିଠାରେ ସର୍ପ ଜଗିଛି। ସେହି ମାଳିକା ରେ ଅନେକ ଗୁପ୍ତ କଥା ରହିଛି। ଆଉ ବଡ ବଡ ଭକ୍ତ ମାନଙ୍କର ମଧ୍ୟ ଲେଖା ରହିଛି। ଏବଂ ପହଲି ବାବା କହିଛନ୍ତି, ରୋଗରେ ଅନେକ ଲୋକ ମରିଯିବେ। 
ଏମିତି ରୋଗ ସୃଷ୍ଟି ହେବ ଯେ କୋଟି କୋଟି ଲୋକ ମରିଯିବେ। ବାତ୍ୟା ବନ୍ୟାରେ ଯେତିକି ମରିବେ ତାହାଠାରୁ ବେଶି ରୋଗରେ ଅଧିକା ମରିବେ। ଯେମିତି ୨୦୨୦ ମସିହାରେ ଯେଉଁ ମହାମାରୀ କ-ରୋ-ନା ଆସିଲା।
ସେମିତି କ-ରୋ-ନା ଠାରୁ ଆହୁରି ଅନେକ ଭୟଙ୍କର ମହାମାରୀ ବ୍ୟାପିବ। ଆଉ ମହାପୁରୁଷ ଲେଖିଥିଲେ, ଋତୁ ପରିବର୍ତ୍ତନ ହେବ। ଆଉ ଋତୁଚକ୍ର ପରିବର୍ତ୍ତନ ମଧ୍ୟ ହେଉଛି। 
ବିଜୁଳି କଢ଼ ଧରିବାକୁ ବସିଲାଣି, ଲିମ୍ୱ କଢ଼ ଧରିବାକୁ ବସିଲାଣି, ଅଦିନେ ଆମ୍ବରେ ବଉଳ ମଧ୍ୟ ହେବ। ଶେଷ ସମୟ ଆସିଲେ ବହୁତ୍ ଲୋକ ବାତ୍ୟା, ସୁନାମି, ମହାମାରି, ଯୁଦ୍ଧ, ଦୁର୍ଭିକ୍ଷରେ ମରିଯିବେ।
ତାରା ସପ୍ତର୍ସି ମଣ୍ଡଳ ଯେମିତି ଆକାଶରେ ଦେଖାଯାଏ।ସେହିଭଳି ତାରାମାନେ ଆକାଶରେ ଓଁମକାର ଭଳି ହେଇଯିବ। ଭୀମ ଭୋଇ ମାଳିକାରେ ଲେଖିଛନ୍ତି ଅମାବାସ୍ୟା ଦିନ ଚାନ୍ଦ ଦେଖିବାକୁ ମିଳିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.