Movie prime

ପ୍ରଭୁ ହନୁମାନଙ୍କୁ ସ୍ମରଣ କରି ବାଛନ୍ତୁ ଗୋଟିଏ ନମ୍ବର ଆଉ ଦେଖନ୍ତୁ ଆଗାମୀ ଦିନରେ କେମିତି ରହିବ ଆପଣଙ୍କ ଭାଗ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ। ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ। କୌଣସି ନା କୌଣସି ଉପାୟ କରିବା ଦ୍ଵାରା କିଛି ସମସ୍ଯା ଦୂର ହୋଇଯାଏ।
Special report
ସବୁ ସମୟରେ ଭଗବନଙ୍କୁ ପ୍ରାର୍ଥନା କରନ୍ତୁ, ବିଶ୍ବାସ ରଖନ୍ତୁ ଦେଖିବେ ବହୁତ ଶୀଘ୍ର ସବୁ ସମସ୍ୟାରୁ ମୁକ୍ତି ମିଳିବ। ଆଜି ଆସନ୍ତୁ ଜାଣିବା ଆପଣଙ୍କ ଉପରେ ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବା ଦ୍ଵାରା କଣ ଶୁଭ ଖବର ମିଳିବାକୁ ଯାଉଛି। 
୧- ଯଦି ଆପଣ ୧ କୁ ବାଛିଛନ୍ତି ତେବେ ଜାଣନ୍ତୁ ଗ୍ରହ ମାନେ ଆପଣଙ୍କ ବିପରତି ଯାଇ ଆପଣଙ୍କୁ ଅସୁବିଧାରେ ପକାଇଛନ୍ତି, ଆପଣଙ୍କୁ କାହାରି ସାହାର୍ଯ୍ୟ ମିଳୁ ନାହିଁ। ଶରୀରୀ ରେ ରୋଗ ଲାଗି ରହୁଛ, ଅର୍ଥ ରହୁ ନାହିଁ, ଯେଉଁ କାମ କରୁଛନ୍ତି
Special report
ତାହା ଲାଭ ଦେବା ବଦଳରେ ଓଲଟା ଫଳ ଦେଉଛି, ବ୍ୟୟ ଭାର ବଢୁଛି, ଏହାର ନିରାକରଣ ନିମନ୍ତେ ଗୃହରେ ଧର୍ମ କାର୍ଯ୍ୟ କରନ୍ତୁ। ଗୃହରେ ହରି ବଂଶ ପୁରାଣ ପଢନ୍ତୁ, ପ୍ରତି ସଙ୍କ୍ରାନ୍ତି ରେ ହୋମ କରନ୍ତୁ , ସମୟ ବଦଳିବ।
୨- ଯଦି ଆପଣ ୨ ବାଛିଛନ୍ତି ତେବେ ଆପଣ ଧର୍ମ କାର୍ଯ୍ୟ କରୁଛନ୍ତି କିନ୍ତୁ ଫଳ ମିଳୁ ନାହିଁ, ଆପଣ ରାହୁ ଦଶା ଭୋଗ କରି ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଅର୍ଥ ବ୍ୟୟ ହୋଇଛି, କିନ୍ତୁ ଏହି ସମୟ ଶେଷ ହେବ ଭଗବାନ ଆପଣଙ୍କ ପାଇଁ ମଙ୍ଗଳ ମୟ ସମୟ ନେଇ ଆସିବେ।
Special report
ଆପଣ ସୋମବାର ଦିନ ଷଣ୍ଡକୁ ୫୦୦ ଗ୍ରାମର ଉଷୁନା ଚାଉଳ ଏବଂ ୫୦୦ ଗ୍ରାମର ଗୋଟା ବିରି ତା ସହ ଦୁବ ୭ କେରା ମିଶାଇ ଷଣ୍ଡଙ୍କୁ ଖାଇବାକୁ ଦିଅନ୍ତୁ ଆପଣଙ୍କର ଅସୁବିଧା ସବୁ ଦୂର ହେବ।
୩- ଯଦି ଆପଣ ୩ ବାଛିଛନ୍ତି ତେବେ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଶୁଭ ସମୟ ଆସିଗଲା। ଯାହା ଚିନ୍ତା କରିବେ ତାହା ହେବ, ସର୍ବ କାର୍ଯ୍ୟ ରେ ସିଦ୍ଧି ପ୍ରାପ୍ତ ହେବ। ଶତ୍ରୁ ମାନେ ପରାଜୟ ହେବେ, ଅରୁଆ ଚାଉଳ ଓ ଶ୍ଵେତ ବସ୍ତ୍ର ବ୍ରାହ୍ମଣଙ୍କୁ ଦାନ କରନ୍ତୁ ଯାହା ବି ଦୋଷ ଥିବ ତାହା କଟିଯିବ।
୪- ଯଦି ଆପଣ ୪ ନମ୍ବର ବାଛିଛନ୍ତି ସମସ୍ୟା ଆପଣଙ୍କ ପିଛା ଛାଡୁ ନାହିଁ। ଅନେକ ପ୍ରକାର ସମସ୍ୟା ଆସୁଛି କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହି ଆପଣ ନ୍ୟାୟ ରେ ଅଛନ୍ତି। ଧର୍ମ ବଳ ପାଇଁ ଆପଣ ବିପଦ ରେ ପଡି ବି ସେଥିରୁ ମୁକୁଳି ଯାଉଛନ୍ତି। ଏବେ ଆପଣଙ୍କର ୮୦ ଭାଗ ଅଶୁଭ ଓ ୨୦ ଭାଗ ଶୁଭ ରହୁଛି।
୫- ଆଉ ୧୦ ଦିନ ମଧ୍ୟରେ ଆପଣଙ୍କ ମନରେ ଆସୁଥିବା ପ୍ରଶ୍ନର ସମାଧାନ ହୋଇଯିବ। ଆପଣଙ୍କ ଇଚ୍ଛା ପୂରଣ ହେବ, ଆପଣଙ୍କ ଜାତକରେ ୩ଟି ଗ୍ରହ ଦୁର୍ବଳ ଅଟେ। ଆପଣ ନିଜର ଜାତକ ଦେଖାଇ କୌଣସି ଏକ ରତ୍ନ ଧାରଣ କରନ୍ତୁ, ଭଗବାନ ଶିବଙ୍କୁ ପୂଜା କରନ୍ତୁ।
Special report
୬- ଆପଣଙ୍କ ଅର୍ଥ ଚିନ୍ତା ଦୂର ହେବ, ସମସ୍ତ ବିପଦରୁ ମୁକ୍ତି ହେବେ, ଶତ୍ରୁ ମାନେ ଆପଣଙ୍କ ନିକଟରେ ପରଜାୟ ହେବେ। ରାଜକୀୟ କାର୍ଯ୍ୟରେ ମାନ ସମାନ ବଢିବ।
୭- ଆପଣ ଉନ୍ନତି ପରିବର୍ତ୍ତେ ଆପଣ ବହୁ ଅବନ୍ନତି ରେ ଗତି କରୁଛନ୍ତି। ଅର୍ଥ ହାନୀ, ସହିତ ଅନେକ ପୀଡା ପାଉଛନ୍ତି ତେଣୁ ଆପଣ ବ୍ରାହ୍ମଣଙ୍କୁ ଭୋଜ ଦିଅନ୍ତୁ। ଏହା ସହିତ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଭଲ ସମୟ ଆସିବ।
୮- ଆପଣଙ୍କର ସମସ୍ତ ବ୍ଯାକୁଳତା ଦୂର ହେବ, ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ। ରୋଗ ରେ ପଡି ଅର୍ଥ ବ୍ୟୟ କରିଥିଲେ କିନ୍ତୁ ଏହା ଦୂର ହେବ, ଭଗବାନଙ୍କ ପୂଜା କରନ୍ତୁ ଓ ପିତାଙ୍କ ସେବା ମଧ୍ୟ କରନ୍ତୁ। ଶତ୍ରୁ ମାନେ ପରାଜୟ କରିବେ।
୯- ମନରେ ଥିବା ଦୁଶ୍ଚିନ୍ତାଙ୍କୁ ଦୂର କରନ୍ତୁ, ପାରିବାରିକ ସୁଖ ଶାନ୍ତି ଭୋଗ କରିବେ, ଶତ୍ରୁ ପରାଜୟ ହେବେ। ହନୁମାନଙ୍କ କୃପା ଆପଣଙ୍କ ପ୍ରତି ରହିଛି। ପର ନିନ୍ଦା ଠାରୁ ଦୂରେଇ ଯାଆନ୍ତୁ।