Movie prime

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରକୃତ ବ୍ରହ୍ମ ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ ଏହାର ପ୍ରକୃତ ସତ କଣ ଶ୍ରୀ କୃଷ୍ଣଙ୍କ ଠାରୁ ପ୍ରଭୁ ଶ୍ରୀ ଜଗନ୍ନାଥ Devotional

 
Special report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭାରତ ରେ ରହୁଥିବା ଲୋକମାନେ ଅନେକ ପର୍ବ ପାଳନ କରିଥାନ୍ତି।
Special report
ଏବଂ ଅନେକ ଦେବଦେବୀ ମାନଙ୍କୁ ମଧ୍ୟ ପୂଜା କରିଥାନ୍ତି।ଓଡିଶା ହେଉଛି ଭାରତର ସର୍ବଶ୍ରେଷ୍ଠ ଗୁପ୍ତ ରହସ୍ୟ ସ୍ଥାନ ଭାବରେ ଜଣାଶୁଣା।ଏଠାରେ ଅନନ୍ୟ ପର୍ବ ପାଳନ କରାଯାଏ।ବହୁତ ରହସ୍ୟ ମଧ୍ୟ ରହିଥାଏ।
ଓଡ଼ିଶାର ପୁରୀ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପାଇଁ ବହୁତ ପ୍ରସିଦ୍ଧ ଅଟେ।ଯାହାଙ୍କୁ ବିଷ୍ଣୁ ଙ୍କ ଅବତାର ବୋଲି ମଧ୍ୟ ମାନିଥାନ୍ତି।ମହାଭାରତ ଶେଷ ରେ ଗାନ୍ଧାରୀ ନିଜ ପୁଅ ମାନଙ୍କ ମୃ-ତ୍ୟୁ ର କାରଣ ପାଇଁ ବହୁତ ଦୁଃଖିତ ହୋଇ ପଡ଼ିଥିଲେ।
Special report
ସେ ଭାବୁଥିଲେ ଯେ ଭଗବାନ ଶ୍ରୀ କୃଷ ତାଙ୍କ ଦିବ୍ୟ ଶକ୍ତି ବଳରେ ଯୁଦ୍ଧ କୁ ରୋକି ଦେଇଥାନ୍ତେ।କିନ୍ତୁ ଭଗବାନ ଶ୍ରୀ କୃଷ୍ଣ ଏଭଳି କିଛି କରି ନଥିଲେ।ସେଥିପାଇଁ ଗାନ୍ଧାରୀ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଅଭିଶାପ ଦେଇ କହିଥିଲେ ଯେ ୩୫ ବର୍ଷରେ ତାଙ୍କ ଦ୍ବାରିକା ବାସୀ ପରସ୍ପର କୁ ହ-ତ୍ୟା କରିବେ।
ଏବଂ ଦ୍ବାରିକା ରେ ବିବାଦ ଦେଖା ଦେବ।ସମୟ ବିତି ଚାଲିଲା।୩୫ ବର୍ଷ ପରେ,ଗାନ୍ଧାରୀ ଯେଉଁ ଅଭିଶାପ ଦେଇଥିଲେ ତାହା ସତ ହେବାକୁ ଲାଗିଲା।ସେମାନେ ପରସ୍ପରକୁ ମାରିବା ଆରମ୍ଭ କଲେ, ଯାହା ଦ୍ଵାରା ଦ୍ୱାରକା ଧ୍ୱଂସ ହୋଇଗଲା।
Special report
ଦିନେ ଶ୍ରୀ କୃଷ୍ଣ ଗଛ ତଳେ ଶୋଇ ଥିଲେ।ଜରା ଶବର ନାମକ ଜଣେ ଶିକାରି ଗଛ ତଳେ ହରିଣ ସୋଇଥିବାର ଭାବି ଧନୁ ତୀର ମାରିଥିଲେ।କିନ୍ତୁ ସେ ଯେତେବେଳେ ଆସି ଦେଖିଲେ ସେ ଯାହାକୁ ତୀର ମାରିଥିଲେ ସେ ହରିଣ ନୁହେଁ ଶ୍ରୀ କୃଷ୍ଣ ଙ୍କ ପାଦ ଥିଲା।
ଭଗବାନ ଶ୍ରୀ କୃଷ୍ଣ ଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।ଏହାପରେ ଶ୍ରୀ କୃଷ୍ଣ ସବୁ କଥା ଜରା ଶବର ଙ୍କୁ କହିଥିଲେ।ଏହି କଥା ଶୁଣି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.