Movie prime

ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ପାଣି ଦେବାବେଳେ କୁହନ୍ତୁ ଏହି ଗୁପ୍ତମନ୍ତ୍ର ଆଉ ଦେଖନ୍ତୁ କେମିତି ମିଳୁଛି ସଫଳତା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୂର୍ଯ୍ୟ ସକଳ ଶକ୍ତିର ଆଧାର ଏବଂ ସୂର୍ଯ୍ୟଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ସୂର୍ଯ୍ୟ କିରଣ ଦ୍ୱାରା ହିଁ ସମଗ୍ର ସଂସାର ସମ୍ପାଦିତ ହୋଇଥାଏ।
Special report
ମନୁଷ୍ୟ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ତାଙ୍କର ଆଭାର ହେବା ଉଚିତ। ପ୍ରତିଦିନ ସମ୍ଭବ ନହେଲେ ଅତିକମରେ ରବିବାର ଦିନ ଜଳ ଅର୍ପଣ କରିବା ଉଚିତ। ସୂର୍ଯ୍ୟଙ୍କୁ ପୂଜା କରିବାର ପରମ୍ପରା ଅନେକ ପୁରା କାଳରୁ ଚାଲି ଆସୁଛି।
ତେବେ ବନ୍ଧୁଗଣ ସେହି ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଅତ୍ୟନ୍ତ ଉତ୍ତମ ଅଟେ। ଏବଂ ଏହା ରବିବାର ଦିନ କରିବା ବହୁତ ଶୁଭ ହୋଇଥାଏ।
Special report
ଏହି ଦିନରେ ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତି ସେମାନେ କେବେ ବି ହାରନ୍ତି ନାହିଁ। ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ସୂର୍ଯ୍ୟ ଦେବ ଙ୍କୁ ପ୍ରଶନ୍ନ କରିବାର ବହୁତ ସହଜ ମନ୍ତ୍ର କୁ ନେଇକରି ଆସିଛୁ।
ଯାହାକୁ ଆପଣ ମାନେ ରବିବାର ଦିନ କହି ଜଳ ଅର୍ପଣ କରିଲେ ଆପଣ ମାନଙ୍କର ସବୁ ଦୁଖଃ କଷ୍ଟ ଦୂର ହେବା ସହିତ ଏହି ଦିନ ରେ ଆପଣ ମାନେ ଏମିତି କରିଲେ ଆପଣ ମାନଙ୍କର ଧନ ବୃଦ୍ଧି ହୋଇ ଥାଏ ।
Special Report
ସେମିତି ରେ ଏହା କରିବା ପାଇଁ ଆପଣ ମାନେ ରବିବାର ଦିନ ସୂର୍ଯ୍ୟଦୟ ପୂର୍ବ ରୁ ଉଠି ପଡିବେ ଏବଂ ସ୍ନାନ କରିବା ପରେ ଆପଣ ମାନେ ତାଙ୍କ ଆଗରେ ଗୋଟିଏ ଦ୍ୱୀପ ଜାଳି ଦେବେ। ଏହି ଦ୍ୱୀପକୁ ଜାଳିବା ପାଇଁ ଆପଣ ମାନେ ସୋରିଷ ତେଲ ର ବ୍ୟବହାର କରନ୍ତୁ।
ଏବଂ ଜଳ ଅର୍ପଣ କରିବା ସମୟ ରେ ଆପଣ ମାନଙ୍କ ମନସ୍କାମନା କୁ କୁହନ୍ତୁ । ତାପରେ ଗୋଟିଏ ତମ୍ବା ପାତ୍ର ରେ ଜଳ ନେଇ ପୂର୍ବ ଦିଗ କୁ ଛିଡା ହୋଇ ଜଳ ଚଢାନ୍ତୁ ଏବଂ କୁହନ୍ତୁ ଓଁ ସୂର୍ଯ୍ୟାୟ ନମହଃ।
ଏହି ମନ୍ତ୍ର କୁ ତିନି ଥର ଜପ କରିବା ପରେ ଆପଣ ମାନେ ତାଙ୍କର ଆଶ୍ରୀବାଦ ଗ୍ରହଣ କରନ୍ତୁ। ତେବେ ସେମିତି କଲେ ଆପଣ ମାନଙ୍କ ସବୁ କଷ୍ଟ ଦୂର ହୋଇ ଯିବ ଏବଂ ଆପଣ ମାନଙ୍କୁ ଆଗଠୁ ବି ବହୁତ ସାହାସୀ ଅନୁଭବ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.