Movie prime

ପୁରାତନ କାଳରୁ କାହିଁକି ପୁରୀରେ ଅଣହିନ୍ଦୁ ପ୍ରବେଶ ନିଷେଧ ଜାଣି ନିଅନ୍ତୁ ଏହାର ମୁଖ୍ୟ କାରଣ ଅନେକ ଲୋକ ଜାଣିନାହାନ୍ତି ଏହି କଥା

 
Puri dham
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଏବଂ ପୌରାଣିକ , ଐତିହାସିକ ଏବଂ ଭଗବାନଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣିପାରିବେ । ଏହି ଭିଡିଓ ଦ୍ଵାରା ଆପଣମାନେ ଅନେକ କିଛି ଖବର ଜାଣିପାରିବେ ।
Krishtia
ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅଛି । ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା । ଏହି ଭବ୍ୟ ମନ୍ଦିର ଭିତରକୁ ଯେଉଁମାନେ ହିନ୍ଦୁ ନୁହଁନ୍ତି ତାଙ୍କୁ ଭର୍ତ୍ତି କରାଯାଇ ନଥାଏ । ଭଗବାନ ଜଗନ୍ନାଥଙ୍କର ଆଙ୍ଗୁଳି ନାହିଁ । ଆଉ ଏହାର କାହାଣୀ ମଧ୍ୟ ରହିଛି ।
ମହାଭାରତ ଯୁଦ୍ଧର ୩୬ ବର୍ଷ ପରେ କୃଷ୍ଣ ଭଗବାନ ଏହି ଶରୀର ତ୍ୟାଗ କରିବେ ବୋଲି ଭାବିଲେ । ଆଉ ଏକ ଶିକାରୀ ତାଙ୍କର ହାତକୁ ଶର ମାରି ଦେଇଥିଲା । ତାଙ୍କୁ ଅର୍ଜୁନ ଭସାଇ ଦେଇଥିଲେ । ଆଉ ଏହିପରେ ଭଗବାନ କୃଷ୍ଣ ନୀଳ ରଙ୍ଗ ହୋଇଗଲେ । ଆଉ ପୂଜା ପାଇଲେ । 
ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ବପ୍ନ ଆସିଲା । ଆଉ ଏହାପରେ ପୁରୀର ସମୁଦ୍ର କୂଳରେ ଏହି ମନ୍ଦିର କରାଯିବ ବୋଲି ସ୍ୱପ୍ନାଦେଶ ଆସିଥିଲା । ଏହି ମୂର୍ତ୍ତି ଯେଉଁ କାରିଗର କରିଥିଲେ ସେ କାମ କରୁଥିଲେ ସେଠାକୁ କେହି ଯାଉ ନଥିଲେ ।
Hindu
ଆଉ ଏହାପରେ ହଠାତ୍ କାମ ବନ୍ଦ ହୋଇଯିବାର ଶବ୍ଦ ଆସିଲା ଅର୍ଥାତ୍ କୌଣସି ଶବ୍ଦ ଶୁଭିଲା ନାହିଁ । ଏହାପରେ ସେହି କବାଟ ଖୋଲା ଯାଇଥିଲା । ଆଉ ସେଠାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଅପୂର୍ଣ୍ଣ ମୂର୍ତ୍ତି ଦେଖିବାକୁ ମିଳିଥିଲା । ଆଉ ଏହି ମୂର୍ତ୍ତି ପୂଜା କରିବାକୁ ସ୍ୱପ୍ନାଦେଶ ବି ହୋଇଥିଲା ।
ଭଗବାନଙ୍କ ଗରିମା ଆଉ ପବିତ୍ରତାକୁ ବଜାୟ ରଖିବା ପାଇଁ ସେଠାକୁ ଯେଉଁମାନେ ହିନ୍ଦୁ ନୁହେଁ ଭିତରକୁ ପଶା ଯାଏ ନାହିଁ । ଏହା ଇତିହାସରେ ବି ଲେଖାଯାଇଛି । ସନାତନ ଧର୍ମରେ ଏହିସବୁ କଥା ଲେଖାଯାଇଛି ।
ଏକ ହିନ୍ଦୁ କେବେବି କୌଣସି ମନ୍ଦିର ବିଷୟରେ ଖରାପ କହେ ନାହିଁ କି ଭଗବାନଙ୍କ ଅବମାନନା କରେ ନାହିଁ । ଯୁଦ୍ଧରେ ମଧ୍ୟ ହିନ୍ଦୁ ରାଜାମାନେ କେବିବି ମନ୍ଦିରକୁ ନଷ୍ଟ କରନ୍ତି ନାହିଁ । ଆକ୍ରମଣକାରୀ ରାଜାମାନେ ୨୦ ଥରରୁ ଅଧିକ ପୁରୀ ଜଗନ୍ନାଥ ମନ୍ଦିର ଉପରକୁ ଆକ୍ରମଣ କରିଥିଲେ । 
ଏହି ରାଜାମାନେ ପ୍ରାୟ ମୁସଲମାନ ଥିଲେ । ଯେଉଁମାନେ ହିନ୍ଦୁ ଧର୍ମ ଉପରେ ବିଶ୍ବାସ କରନ୍ତି ନାହିଁ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ମନା ହୋଇଛି । ଅନେକ ଲୋକ ହିନ୍ଦୁ ଧର୍ମ ଏବଂ ଭଗବାନଙ୍କୁ ନେଇ ଅନେକ କଥା କହିଥାନ୍ତି ।
Puri
ଭଗବାନ ଜଗନ୍ନାଥ ଆଦିବାସୀଙ୍କ ଦେବତା ଥିଲେ । ଆଉ ହିନ୍ଦୁ ଧର୍ମ ଉପରେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ବିଷୟରେ ଜାଣିପାରିବେ । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି ।