Movie prime

ପୁରୀର ଆଶ୍ଚର୍ୟ୍ଯ ଜନକ ମନ୍ଦିର ଦେଖନ୍ତୁ ୮୦୦ ବର୍ଷ ଧରି ଜଳୁଛି ନିଆଁ ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କଥା ଜାଣିପାରିବେ । ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଅନେକ କିଛି ଜାଣିପାରିବେ । ଏକ ରହସ୍ୟମୟ ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଅଲୌକିକ ମଠର ରହସ୍ୟମୟ କାହାଣୀ । ଦୀର୍ଘ ୮୦୦ ବର୍ଷ ଧରି ଏଠି ଜଳୁଛି ନିଆଁ । ନିଆଁ ଲିଭାଇବାକୁ କେହି ଚେଷ୍ଟା କରିଲେ ମାଡ଼ି ଆସିବ ମହାପ୍ରଳୟ । ଭୟରେ ମଣିଷ ହେବ ଥରହର । ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୮୦୦ ବର୍ଷ ଧରି ସେହି ସ୍ଥାନରେ ନିଆଁ ଜଳୁଛି ।
Special report
ଏହି ନିଆଁ କାହାର କେବେ କ୍ଷତି କରିନାହିଁ । ଏହି ନିଆଁ ଆଗରେ ଭକ୍ତ ବସିଥାନ୍ତି । ଭକ୍ତମାନେ ଆଣ୍ଠେଇ କରି ସେଠାରେ ବସି ରହିଥାନ୍ତି । ଆଉ ନିଜର ମନୋସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି । 
ଏହି ମଠ ହେଉଛି ଅବଧୂତ ମଠ । ଏହି ମଠ ବିଷୟରେ ଆଗରୁ କୁହାଯାଇଥିଲା ଆଉ ଏହି ମଠରେ ଘୁଷୁରୀ ମାଂସ ସହ ତୁଳସୀ ପତ୍ର ଭୋଗ ଦିଆଯାଇଥାଏ । ଏବେବି ସେହି ପରମ୍ପରା ପ୍ରଚଳିତ ହେଉଛି ।ଏବେବି ଏହି ମଠର ରହସ୍ୟ ରହସ୍ୟ ହୋଇ ରହିଛି ଯାହା କେହି ଜାଣିପାରୁ ନାହାନ୍ତି ।
Special report
ଏହା ପଛରେ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି । ଆଉ ଏହି ଆଶ୍ରମରେ କୃଷ୍ଣଙ୍କ ପୁଅ ଶାମ୍ବ କୁଷ୍ଠ ରୋଗରେ ପୀଡିତ ଥିବାରୁ ସେ ଏଠାରେ ତପସ୍ୟା କରିଥିଲେ । ଆଉ ଏହିଠାରେ ସେ ତପସ୍ୟା କରୁଥିବାରୁ ଏହାର ନାମ ଅବଧୂତ ରଖାଯାଇଛି । 
ଏହି ମଠ ଆରମ୍ଭରେ ଧୂଳି ଗୃହ ରହିଛି । ଆଉ ଏହିଠାରେ ଯଜ୍ଞ କୁଣ୍ଡ ରହିଛି । ଲୋକମାନେ ଏହିଠାରେ ଯଜ୍ଞ କରିଥାନ୍ତି । ଆଉ ଏହି ଯଜ୍ଞ କୁଣ୍ଡରେ ସବୁବେଳେ ନିଆଁ ଜଳୁଛି । ଏଠାରେ ଅଗ୍ନିଙ୍କୁ ସଂରକ୍ଷିତ କରି ରଖାଯାଇଛି । ଏଠାରେ ଅନେକ ପୋଥି ଆଉ କିମ୍ବଦନ୍ତୀ ରହିଛି ।
ଏହି ପୋଥିରେ ଅନେକ କଥା ରହିଛି । ଏବେ ଏହି ଭିଡିଓ ମାଧ୍ୟମରେ ଅନେକ ପ୍ରକାରର କଥା ଆପଣମାନେ ଜାଣିପାରିବେ । ଏହା ହେଉଛି ବହୁତ ପୁରାତନ ମଠ ଆଉ ସେଠାରେ ଅଗ୍ନି କୁଣ୍ଡରେ ସବୁବେଳେ ନିଆଁ ଲାଗିଥାଏ ଆଉ ଏହି କୁଣ୍ଡର ନିଆଁ କେବେ ଲିଭି ନଥାଏ ।