Movie prime

ଜାନୁଆରୀ ୧୭ରେ ପୁରୀରେ ହେବାକୁ ଯାଉଛି କିଛି ଏମିତି ଅଲୌକିକ ଘଟଣା ଯେଉଁଠି ଏକାଠି ହେବେ ୩୩ କୋଟି ଦେବୀ ଦେବତା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଆମ ଓଡ଼ିଶାର ଗର୍ବ ଆଉ ଗୌରବର ମନ୍ଦିର ପୁରୀ ଶ୍ରୀମନ୍ଦିରକୁ ନେଇ କିଛି ଖବର ଆସିଛି ।
Special Report
ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସାରା ଶ୍ରୀକ୍ଷେତ୍ର ଭକ୍ତଙ୍କ ମେଳରେ ପରିପୂର୍ଣ୍ଣ ହୋଇଯିବ । ଖାଲି ହୋଇଯିବ ସ୍ବର୍ଗ ସ୍ଥିର ହୋଇଯିବେ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଆଉ ନକ୍ଷତ୍ର । 
ଆସିଛି ବଡ ଖବର । ପାଞ୍ଚ ଦିନ ପାଇଁ ୩୩ କୋଟି ଦେବୀ ଦେବତା ଶ୍ରୀକ୍ଷେତ୍ରକୁ ଚାଲି ଆସିବେ ।ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ର ବସିବା ପୂର୍ବରୁ କମ୍ପିବ ପୁରୀ ଶ୍ରୀମନ୍ଦିର । ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କରିବା ପରେ ଏ ହେବ ସବୁଠୁ ବଡ ଉତ୍ସବ ।
Special Report
ପୁରୀରେ ପ୍ରଭୁ ଜଗନ୍ନାଥ ଆଉ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଆଉ ଏହି ଦୁନିଆରେ ନୂଆ କିଛି ହେବାକୁ ଯାଉଛି । ନବ କଳେବର ଠାରୁ କମ୍ ଆଉ ରଥଯାତ୍ରା ଠାରୁ ଅଧିକ ହେବ । ଆକାଶ କମ୍ପିବ ଆଉ ମେଦିନୀ ଥରିବ । ଏବଂ ଶ୍ରୀକ୍ଷେତ୍ର ଉଠିବ ପଡ଼ିବ । 
ସେଦିନ ବଡ ଦାଣ୍ଡ ସାରା ଦେବୀ ଦେବତାଙ୍କ ଗହଳି ଲାଗିବ । ସେଦିନ ଠିକ୍ ମଧ୍ୟରାତ୍ରୀ ହୋଇଥାଏ । ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ ଜଗନ୍ନାଥଙ୍କ ସ୍ଥାପନା ପରେ ତାଙ୍କର ଦର୍ଶନ ପାଇଥିଲେ 
। ଆଉ ଠିକ୍ ସେଭଳି ଏହି ଦିନ ହେବ କଳିଯୁଗର ସବୁଠାରୁ ପୁଣ୍ୟର ଦିନ ।
Special Report
ଏହି ଦିନ ମହାନ୍ ଦିନ ଅଟେ । ଏହି ଦିନ ଶ୍ରିକ୍ଷେତ୍ର ଆକାଶରେ ମଳୟ ବୋହୁଥିବ । ପୁରୀରେ ଅନେକ କିଛି ହେବ । ସେହିଦିନ ବର୍ଷା ହେଲେ କଳିଯୁଗ ଶେଷ ହୋଇଯିବ ବୋଲି କୁହାଯାଇଛି । ୧୦୦୦ ବର୍ଷ ପରେ ଏଭଳି ଏକ ଦିନ ଆସିଛି । 
Special Report
ଜାନୁଆରୀ ୧୭ ତାରିଖ ଏହି ଦିନ ଅଟେ । ସେହିଦିନ ଏଭଳି ଅନେକ ଘଟଣା ଘଟିବ । ୩୩ କୋଟି ଦେବୀଦେବତା ଆସିବେ । ସେଠାରେ ଭଗବାନଙ୍କ ସହିତ ଲୋକମାନେ ମଧ୍ୟ ରହିବେ । ବେଦ ମନ୍ତ୍ର ପାଠ କରାଯାଉଥିବ ।
ଯଜ୍ଞ ହେବ ଏବଂ ଆଧ୍ୟାତ୍ମିକ ପରିବେଶରେ ଜଗନ୍ନାଥ ମୟ ହୋଇଯିବ ଓଡ଼ିଶା । ଓଡ଼ିଶା ଉପରୁ ସଙ୍କଟ ହଟିବ । ବିଶ୍ଵ ଇତିହାସରେ ଲିପିବଦ୍ଧ ହୋଇ ରହିବ ଏହି ତାରିଖ । ଏହି ଭିଡିଓରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।