Movie prime

ପୁରୀରୁ ଏମିତି ଭାବେ ହେବ କଳିଯୁଗର ବିନାଶ ଦେଖନ୍ତୁ ଆଉ ଜାଣନ୍ତୁ କେମିତି ଏବଂ କାହିଁକି ହେବ ଆରମ୍ଭ Jay Jagannath

 
Special Report
ଯେଉଁ ଭକ୍ତ ଭଗବାନ ଜଗନ୍ନାଥ ଙ୍କ ରଥ ଉପରେ ବସି ଦର୍ଶନ କରିଥାନ୍ତି ତାଙ୍କର ପୁନର୍ଜନ୍ମ ହୁଏ ନାହିଁ।ଭଗବାନ ବ୍ରହ୍ମା ସୃଷ୍ଟି କର୍ତ୍ତା ଅଟନ୍ତି।ଭଗବାନ ବିଷ୍ଣୁ ଏହି ସୃଷ୍ଟି କୁ ସୂଚାରୁ ରୂପେ ଚଳାଇଥାନ୍ତି।
ଯେତେବେଳେ ଏହି ସୃଷ୍ଟି ପାପ ରେ ଭରି ଯାଇଥାନ୍ତି ସେତେବେଳେ ଭଗବାନ ଶିବ ଏହାକୁ ବିନାଶ କରିଥାନ୍ତି।ଯେତେବେଳେ ଦୁନିଆ ଆରମ୍ଭ ହୋଇଥିଲା ସମସ୍ତ ଭଗବାନ ଧରିତ୍ରୀ ଉପରେ ବସବାସ କରୁଥିଲେ।
ଭଗବାନ ବିଷ୍ଣୁ ବଦ୍ରିନାଥ ଧାମ ରେ ସ୍ନାନ କରୁଥିଲେ।ଦ୍ବାରିକା ରେ ବସ୍ତ୍ର ବଦଳାଉ ଥିଲେ।ଜଗନ୍ନାଥ ପୁରୀ ରେ ଖାଦ୍ୟ ଗ୍ରହଣ କରିଥିଲେ ଆଉ ରାମେଶ୍ଵରମ ରେ ବିଶ୍ରାମ ନେଉଥିଲେ।
Special Report
ଭଗବାନ ଶିବ ତାଙ୍କ ପୁରା ପରିବାର ଲୋକଙ୍କ ସହିତ କୈଳାଶ ପର୍ବତରେ ବସବାସ କରୁଥିଲେ।ଏହାପରେ ଯୁଗ ପରିବର୍ତନ ହେଲା।ସତ୍ୟଯୁଗ,ଦ୍ଵାପର ଯୁଗ, ତ୍ରେତୟା ଯୁଗ ଆସିଲା।ଆଉ ଶେଷରେ କଳିଯୁଗ ଆସିଲା।
କୁହାଯାଏ ଯେ ଯେତେବେଳେ କଳିଯୁଗ ଆରମ୍ଭ ହୋଇଥିଲା ପୃଥିବୀ ରେ ପାପ ବଢ଼ିବାକୁ ଲାଗିଲା।ତେଣୁ ସମସ୍ତ ଭଗବାନ ଧରିତ୍ରୀ ରେ ରହିବା ଛାଡ଼ି ଦେଲେ।ଭଗବାନ ବିଷ୍ଣୁ ଙ୍କ ପରେ ସୃଷ୍ଟି କୁ ସଞ୍ଚାଳନ କରିବା ପାଇଁ ଜଗତର ନାଥ ଜଗନ୍ନାଥ ପାଖକୁ ଆସିଲା।
କଳିଯୁଗ ରେ ଜଗତର ନାଥ ଜଗନ୍ନାଥଏବଂ ସର୍ବ ଶକ୍ତିଶାଳୀ ଭଗବାନ ହନୁମାନ ଦୁଇ ଦେବତା ଜାଗ୍ରତ ଅଛନ୍ତି।ହନୁମାନ ଆଜି ମଧ୍ୟ କଳିଯୁଗ ରେ ଅମର ରହିଛନ୍ତି।
ଲୋକମାନେ ଯେଉଁ ଭଳି ପୃଥିବୀରେ ବସବାସ କରୁଛନ୍ତି ପ୍ରଭୁ ଜଗନ୍ନାଥ ମଧ୍ୟ ରହିଛନ୍ତି।ଭୋଜନ କରିଥାନ୍ତି,ସୋଇଥାନ୍ତି ଆଉ ଖେଳି ମଧ୍ୟ ଥାନ୍ତି।ବିଶ୍ରାମ କରନ୍ତି ଆଉ କେବେ କେବେ ବେମାର ମଧ୍ୟ ହୋଇଥାଏ।ଯେତେବେଳେ ସେ ବେମାର ଥାନ୍ତି ଜଗନ୍ନାଥ ଙ୍କୁ ଔଷଧ ମଧ୍ୟ ଦିଆଯାଏ।
ବର୍ତମାନ କିନ୍ତୁ କଲକି ଅବତାର ଜନ୍ମ ନେଉଛି,ପୁରୀ ରୁ କଳିଯୁଗ ଶେଷ ହେବ ବୋଲି କୁହାଯାଉଛି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.