Movie prime

ପୁରୀ ସ୍ଵର୍ଗଦ୍ଵାରରେ କାହିଁକି ହୁଏ ଏମିତି ଚମତ୍କାର ଜାଣନ୍ତୁ ଏହି ରହସ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ତ ପୁରୀ ଶ୍ରୀମନ୍ଦିରକୁ ନେଇ ଆସୁଥିବା ଖବର ସବୁ ଜାଣିଥିବେ । ପୁରୀରେ ଥିବା ସ୍ଵର୍ଗଦ୍ଵାରକୁ ନେଇ ଆସୁଥିବା ଖବର ସବୁ ତ ଜାଣିଥିବେ । ପୁରୀ ସ୍ୱର୍ଗଦ୍ୱାରକୁ ନେଇ ରହିଛି ଅନେକ ରହସ୍ୟ । ଏହି ରହସ୍ୟ ବିଷୟରେ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ସ୍ଵର୍ଗଦ୍ଵାରକୁ ସ୍ୱର୍ଗର ସିଡି ବୋଲି କୁହାଯାଇଥାଏ । ଆଉ ଏଥିରେ ଯୋଡ଼ି ହୋଇ ରହିଛି ଅନେକ ରହସ୍ୟ । କାହିଁକି ସ୍ଵର୍ଗଦ୍ଵାରକୁ ସ୍ୱର୍ଗର ସିଡି ବୋଲି କୁହାଯାଏ ? କାହିଁକି ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ଶରୀର ପୋଡ଼ି ଯାଏ ନାହିଁ ?
Special report
କାହିଁକି ସ୍ଵର୍ଗଦ୍ଵାରରେ ରାତିରେ ଶବ ଦାହ କରାଯାଏ ନାହିଁ ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି । ଆଉ ସମସ୍ତଙ୍କ ମନରେ ଏହିସବୁ ପ୍ରଶ୍ନ ଆସୁଥିବ । ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପୃଥିବୀରେ ଅନେକ ଶ୍ମଶାନ ରହିଛି ।
କିନ୍ତୁ ପୁରୀରେ ରହିଥିବା ଶ୍ମଶାନକୁ ସ୍ଵର୍ଗଦ୍ଵାର କୁହାଯାଇଥାଏ । ଲୋକମାନ୍ୟତା ଆଉ ବିଶ୍ବାସ ଅଛି କି ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହ କରାଗଲେ ବ୍ୟକ୍ତି ସିଧା ସ୍ଵର୍ଗଦ୍ଵାର ଯାଇଥାଏ । ଚାରି ଧାମ ଭିତରୁ ଗୋଟିଏ ହେଉଛି ପୁରୀ ଶ୍ରୀକ୍ଷେତ୍ର ଧାମ ।
Special report
ଆଉ ଏଠାକୁ ଅନେକ ଲୋକମାନେ ଦର୍ଶନ କରି ଆସିଥାନ୍ତି । ଲୋକମାନେ ଏଠାକୁ ଦର୍ଶନ ପାଇଁ ଆସି ଖୁସି ହୋଇଥାନ୍ତି । ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସ୍ୱର୍ଗର ଦେବତାମାନେ ସବୁଦିନେ ଆସିଥାନ୍ତି ବୋଲି ମାନ୍ୟତା ଅଛି ବା ପୁରାଣରେ ଲେଖାଯାଇଛି ।
ସ୍ଵର୍ଗ ଦ୍ଵାର ଦେଇ ସବୁ ଦେବଦେବୀ ସ୍ୱର୍ଗକୁ ଯାଇଥାନ୍ତି । ରାତିରେ ସ୍ଵର୍ଗଦ୍ଵାରରେ ଶବ ଦାହ କରାଯାଇ ନଥାଏ କାରଣ ରାତିରେ ନର୍କର ରାସ୍ତା ଖୋଲିଥାଏ । ଆଉ ସେଥିପାଇଁ ସ୍ୱର୍ଗଦ୍ୱାରରେ ରାତିରେ ଶବ ଦାହ କରାଯାଇନଥାଏ ।
ମୃ-ତ ବ୍ୟକ୍ତିର ଆତ୍ମା ନର୍କକୁ ଯାଇଥାଏ । ପୁରାଣରେ ଲେଖାଯାଇଛି କି ରାତିରେ ଶବ ଦାହ କରାଯାଇନଥାଏ । ରାତିରେ ଶବ ଦାହ କରିଲେ ଏହା ସ୍ବର୍ଗ ପରିବର୍ତ୍ତେ ନର୍କକୁ ଯାଇଥାଏ । ଦୁନିଆରେ ସାତଟି ପବିତ୍ର ସ୍ଥାନ ମଧ୍ୟରେ ଏହି ସ୍ଵର୍ଗଦ୍ଵାର ହେଉଛି ଅନ୍ୟତମ ।