Movie prime

ତ୍ରିଲୋକ ଜୟ କରିଥିବା ରାବଣ କହି ଯାଇଛନ୍ତି ଏହି ଗୁପ୍ତ ରହସ୍ୟ ଏହି ଗଛର ଚେର ରେ କଲେ ଏହି ଗୋଟିଏ କାମ ସାଙ୍ଗେ ସାଙ୍ଗେ ହୋଇଯିବେ କୋଟିପତି

 
Special Report
ରାମାୟଣ ରେ ରାବଣ କହିଥିଲେ କି ଏପରି ଏକ ଗଛ ରହିଛି ଯାହାର ଚେର କୁ ଯିଏ ବି ଗଳାରେ ଧାରଣ କରିବେ ସେ ରାତାରାତି କୋଟିପତି ହୋଇଯିବେ।ଯେଉଁ ମାନେ ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହୋଇଥାନ୍ତି
 ସେମାନଙ୍କ ସମସ୍ୟା ସଙ୍ଗେ ସଙ୍ଗେ ଦୂର ହୋଇଯାଇଥାଏ।ରାବଣ ବହୁତ ବଡ଼ ଜ୍ଞାନୀ ପଣ୍ଡିତ ଥିଲେ।ରାବଣ ତନ୍ତ୍ର ବିଦ୍ୟାରେ ଜ୍ଞାନ ରଖୁଥିଲେ।ଏବଂ ରାବଣ ଏହି ତନ୍ତ୍ର ବିଦ୍ୟାର ଆଧାରରେ ସନିଦେବ ଙ୍କୁ ନିଜର ପାଦ ତଳେ ରଖିଥିଲେ। 
Special Report
ତ୍ରେତୟା ଯୁଗରେ ଜନ୍ମ ହୋଇଥିବା ରାବଣ ଏମିତି ଏକ ଦୁଷ୍ଟ ରାକ୍ଷସ ଥିଲେ ଯିଏ ଭଗବାନ ଶିବ ଙ୍କ ର ଅନନ୍ୟ ଭକ୍ତ ଥିଲେ।ରାବଣ ପରମ ଜ୍ଞାନୀ ମଧ୍ୟ ଥିଲେ।ରାବଣ ଙ୍କ ଜନ୍ମ ବ୍ରାହ୍ମଣ ରାକ୍ଷସ କୂଳରେ ହୋଇଥିଲା।
ବ୍ରାହ୍ମଣ ହେବା କାରଣ ରୁ ରାବଣ ଙ୍କ ମଧ୍ୟରେ ସମସ୍ତ ବେଦ,ଶାସ୍ତ୍ର ର ଜ୍ଞାନ ରହିଥିଲା।ରାବଣ ନିଜ ତପସ୍ୟା ବଳରେ ବ୍ରହ୍ମ ଦେଵ ଙ୍କ ଠାରୁ,ଭଗବାନ ଶିବ ଙ୍କ ଠାରୁ କେତେ ପ୍ରକାରର ବରଦାନ ପ୍ରାପ୍ତ କରିଥିଲେ।
ରାବଣ ଙ୍କୁ ଜଡ଼ିତ ଏଭଳି କିଛି ରହସ୍ୟ ରହିଛି ଯାହାକି ଆଜି ବି ବହୁତ ଲୋକ ଜାଣି ନାହାଁନ୍ତି।ରାବଣ ଏକ ପୁସ୍ତକ ଲେଖିଥିଲେ ଯାହାର ନାମ ହେଉଛି ରାବଣ ସଂହିତା। ଚେର ବିଷୟରେ କହିଛନ୍ତି ଯେଉଁ ଚେର ଦ୍ଵାରା ଅଦ୍ଭୂତ ଶକ୍ତି ଆସିଥାଏ।
ରାବଣ କହିଛନ୍ତି ଯେ ଆର୍ଥିକ ସମସ୍ୟା କୁ ଦୂର କରିବା ପାଇଁ କୌଣସି ଚାନ୍ଦି ର ଡବାରେ କଳା ହଳଦୀ,ନାଲି କେଶର ଏବଂ ସିନ୍ଦୂର ରଖନ୍ତୁ।ସେଥିରେ ଏକ ଟଙ୍କାର ମୁଦ୍ରା ରଖନ୍ତୁ।ଏହାର ପ୍ରଯୋଗ ଶୁକ୍ରବାର ଦିନ କରିବେ।
ଏହାକୁ ଘରର ପୂଜା ସ୍ଥାନରେ ରଖନ୍ତୁ।କିଛି ଦିନ ପରେ ଏହାକୁ ନେଇ ଆପଣଙ୍କ ଧନ ରଖୁଥିବା ସ୍ଥାନରେ ରଖି ଦେବେ।ରାବଣ କହିଥାନ୍ତି କି କଳା ହଳଦୀ ଗଛର ଚେର କୁ ଶନିବାର ଦିନ କଳା କପଡା ରେ ବାନ୍ଧି ଗଳାରେ କିମ୍ବା ହାତରେ ବାନ୍ଧିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.