Movie prime

ସାମ୍ନାକୁ ଆସିଲା ମହାଭାରତର ଗୋଟିଏ ଗୋଟିଏ ପ୍ରମାଣ ଦେଖନ୍ତୁ ସ୍ଵୟଂ ରାଧା କୃଷ୍ଣ ଙ୍କ ମିଳିଲା ପାଦଚିହ୍ନ

 
Maha Bharata
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଆପଣମାନେ ସୋସିଆଲ ମିଡିଆରେ ଦେଖିପାରିବେ ପ୍ରଭୁ କୃଷ୍ଣଙ୍କ ବିଷୟରେ କିଛି ଖବର । ଭଗବାନଙ୍କ ବିଷୟରେ ଅନେକ ଖବର ସବୁବେଳେ ସାମ୍ନାକୁ ଆସିଥାଏ । ଆଉ ଏହି ସୋସିଆଲ ମିଡ଼ିଆ ଯୋଗୁଁ ଆମେ ଅନେକ ଖବର ଜାଣିପାରୁଛେ ।
ଏବେ ଏହି ଗନ୍ଧର୍ବ ପର୍ବତକୁ ନେଇ କିଛି ଖବର ଆସିଛି । ଗନ୍ଧର୍ବ ପର୍ବତରେ କୃଷ୍ଣ ଭଗବାନ ଆଉ ଦେବୀ ରାଧାଙ୍କ ବିଷୟରେ କିଛି ଖବର ସାମ୍ନାକୁ ଆସିଛି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହା ଜାଣିପାରିବେ । କହ୍ନେଇ ଠାକୁର ଏହି ଠାରେ ମାତା ରାଧାରାଣୀଙ୍କୁ ସିନ୍ଦୂର ପିନ୍ଧାଇ ଥିଲେ । ଏହି ଭିଡିଓରେ ଆପଣମାନେ ମାତା ରାଧାରାଣୀ ଏବଂ ପ୍ରଭୁ କୃଷ୍ଣଙ୍କର ପାଦ ଚିହ୍ନ ଦେଖିପାରିବେ । ଏହି ଭିଡିଓ ଏବେ ଭାଇରାଲ ହେଉଛି ।
ଗନ୍ଧର୍ବ ପର୍ବତକୁ ଶ୍ରୀକୃଷ୍ଣ ଭଗବାନ କନିଷ୍ଠ ଆଙ୍ଗୁଠିରେ ଉଠାଇ ଥିଲେ । ଆଉ ଏହି ପର୍ବତ ହେଉଛି ୫୦୦୦ ବର୍ଷ ତଳର । ଏଠାରେ ସୁରଭି କୁଣ୍ଡ ଅଛି । ଏହି ପର୍ବତରେ ଆଙ୍ଗୁଠି ଚିହ୍ନ ମଧ୍ୟ ରହିଛି ।
ଏହି ଭିଡିଓରେ ଆପଣମାନେ ଅନେକ ପ୍ରକାରର ଖବର ଦେଖିପାରିବେ । ଏହି ପର୍ବତରେ ଠାକୁରଙ୍କୁ ମଧ୍ୟ ଦେଖିପାରିବେ । ମହାଭାରତରେ ସଂଜୟଙ୍କୁ ଦେଇଥିବା ନେତ୍ର ମଧ୍ୟ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । 
ଏହି ପର୍ବତ ଉପରେ ଅନେକ ଏଭଳି ଜିନିଷ ଅଛି ଯାହା ଆପଣମାନେ ଦେଖିପାରିବେ । ଯେତେବେଳେ ମାତା ରାଧାରାଣୀ ୪ ବର୍ଷର ଥିଲେ ଏବଂ ପ୍ରଭୁ କୃଷ୍ଣ ୭ ବର୍ଷର ଥିଲେ ଏହି ପର୍ବତରେ ତାଙ୍କର ପାଦ ଚିହ୍ନ ଦେଖିବାକୁ ମିଳିଥିଲା 
ଏହି ଠାରେ ଆହୁରି ଅନେକ ପ୍ରକାରର ଏଭଳି ଜିନିଷ ଅଛି ଯାହା ଆପଣ ବିଶ୍ବାସ କରିପାରିବେ ନାହିଁ। ଏହି ଭିଡିଓ ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଆଉ ଅନେକ କଥା ଜାଣନ୍ତୁ ।