Movie prime

ରହସ୍ୟମୟ ମନ୍ଦିର ଏଠାରେ ହଠାତ୍ ପ୍ରକଟ ହେଲେ ବାସୁକୀ ନାଗ ଦେଖନ୍ତୁ ଏହି ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଭଗବାନଙ୍କୁ ନେଇ ଆସୁଥିବା ଖବର ତ ଜାଣିଥିବେ । ପ୍ରଭୁ ଭୋଳାନାଥଙ୍କ ମହିମା ତ ସମସ୍ତଙ୍କୁ ଜଣା ଥିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆଉ ଭଗବାନଙ୍କ ଉପରେ ଆପଣଙ୍କର ବିଶ୍ବାସ ଆଣିବ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଆଜି ପର୍ଯ୍ୟନ୍ତ ମଧ୍ୟ ବାସୁକୀ ନାଗ ଅଛି । ଆଉ ଏହାର ପ୍ରମାଣ ବି ମିଳି ସାରିଛି । ରାଜା ଔରଙ୍ଗଜେବଙ୍କ ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ ।
Special report
ଏହି ରାଜା ଜଣକ ଯେତେବେଳେ ମନ୍ଦିର ଭାଙ୍ଗିବାକୁ ଆସିଥିଲେ ସେହି ସମୟରେ ସେ ବାସୁକୀ ନାଗର ଏଭଳି ରୂପ ଦେଖିଥିଲେ ଯାହା ବହୁତ ଭୟଙ୍କର ଅଟେ । ସେ ବିକଟାଳ ରୂପ ଦେଖାଇଥିଲେ । ପ୍ରୟାଗରାଜର ଉତ୍ତର ଦିଗରେ ଏକ ପୁରାତନ ନାଗ ମନ୍ଦିର ଅଛି । ଆଉ ଏହି ମନ୍ଦିରରେ ବାସୁକୀ ନାଗ ପୂଜା ପାଉଛନ୍ତି । 
ଏହି ଅଞ୍ଚଳକୁ ଗଲେ ଏହି ମନ୍ଦିରରେ ପୂଜା ନ କରିଲା ପର୍ଯ୍ୟନ୍ତ ଆପଣଙ୍କର ପୂଜା ସମ୍ପୂର୍ଣ୍ଣ ହୋଇ ନଥାଏ । ଏହି ମନ୍ଦିରରେ ଶେଷ ନାଗ ଆଉ ବାସୁକୀ ନାଗ ପୂଜା ପାଇଥାନ୍ତି । ଏହି ମନ୍ଦିରର ଅନେକ ମାନ୍ୟତା ଅଛି । ଶ୍ରାବଣ ମାସରେ ଏହି ମନ୍ଦିରରେ ଅନେକ ପୂଜା ପାଠ କରାଯାଇଥାଏ ।
Special report
ନାଗ ପଞ୍ଚମୀ ଏବଂ ଅନେକ ପୂଜାପର୍ବରେ ଏହି ମନ୍ଦିରରେ ପୂଜା କରାଯାଏ । ଯେତେବେଳେ ମୋଗଲ ରାଜା ଔରଙ୍ଗଜେବ ଏହି ମନ୍ଦିର ଭାଙ୍ଗିବାକୁ ଆସିଥିଲେ ସେତେବେଳେ ଏହି ମନ୍ଦିରରେ ଥିବା ବାସୁକୀ ନାଗ ତାଙ୍କର ରୂପ ଦେଖାଇଥିଲେ । 
ଆଉ ଏହି ରୂପ ଦେଖି ରାଜା ଭୟଭୀତ ହୋଇଯାଇ ମନ୍ଦିରରୁ ପଳାଇଥିଲେ । ବାସୁକୀ ନାଗ ମନ୍ଦିର ବିଷୟରେ ଅନେକ କଥା ଲେଖାଯାଇଛି । ସମୁଦ୍ର ମନ୍ଥନ ସମୟରେ ବାସୁକୀ ନାଗଙ୍କ ଶରୀରରେ ଅନେକ ଜ୍ଵଳା ଦେଖା ଯାଇଥିଲା ।
ଆଉ ସେତେବେଳେ ତାଙ୍କୁ ଭଗବାନ ବିଷ୍ଣୁ ପ୍ରୟାଗରାଜ ଠାରେ ରହିଥିବା ସରସ୍ଵତୀ ନଦୀର ପାଣିରେ ତାଙ୍କ ଜ୍ଵଳା ନିବାରଣ ହେବ ବୋଲି ସେ କହିଥିଲେ । ଆଉ ସେଠାରେ ସେ ବିଶ୍ରାମ ମଧ୍ୟ ପାଇପାରିବେ ବୋଲି ତାଙ୍କୁ ଭଗବାନ କହିଥିଲେ । ସେହି ଦିନଠାରୁ ସେଠାରେ ମନ୍ଦିର ଅଛି । ଏବେ ଏହି ଘଟଣା ଚର୍ଚ୍ଚାରେ ରହିଛି ।