Movie prime

ରାମ ମନ୍ଦିରକୁ ବୋମାରେ ଉଡେଇବା ସହ ଯୋଗୀ ଆଦିତ୍ୟନାଥଙ୍କୁ ଆସିଲା ହତ୍ୟା ଧମକ ଦେଖନ୍ତୁ କଣ ଲେଖା ଯାଇଛି ଏହି ଚିଠିରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ରାମ ମନ୍ଦିରକୁ ନେଇ ଆସିଥିବା କିଛି ଖବର ।
Special report
ଆପଣମାନେ ଏହି ଭିଡିଓ ମଧ୍ୟମରେ ଏହି ସବୁ ଖବର ପାଇପାରିବେ । ରାମ ମନ୍ଦିର ଆଉ ବଞ୍ଚିବ ନାହିଁ କି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ବଂଚିବେ ନାହିଁ । ମୁଖ୍ୟମନ୍ତ୍ରୀ ଏବଂ ରାମ ମନ୍ଦିରକୁ ନେଇ ଏବେ ଚିଠି ଆସିଛି । 
ଦୁହିଁଙ୍କୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ଆସିଛି । ଲେଖା ରହିଛି ପାକିସ୍ତାନ ଜିନ୍ଦାବାଦ । ରାମ ମନ୍ଦିର ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ ଦିଆଯାଇଛି । ସିଧା ସଳଖ ତାଙ୍କୁ ଧମକ ମିଳିଛି ।
Special report
ଆଉ ଏହି ଧମକ ଅନୁସାରେ ମୁଖ୍ୟମନ୍ତ୍ରୀ ଏବଂ ରାମ ମନ୍ଦିରକୁ ଉଡ଼ାଇ ଦିଆଯିବ ବୋଲି ଜଣାପଡିଛି । ରାମ ମନ୍ଦିର ହୋଇଛି ବୋଲି ସେମାନେ ସହି ପାରୁ ନାହାଁନ୍ତି । ଏହି ଚିଠି ଯେଉଁମାନେ ଲେଖିଛନ୍ତି ତାଙ୍କର ପୋଲିସ କିଛି କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି । 
ଏହାସହ ରାମ ମନ୍ଦିର ହୋଇଛି ବୋଲି କିଛି ଲୋକ ସହି ପାରୁ ନାହାଁନ୍ତି ଆଉ ସେମାନେ ସବୁବେଳେ ରାମ ମନ୍ଦିରକୁ ନଷ୍ଟ କରିବା କଥା ଭାବୁଛନ୍ତି । ରାମ ମନ୍ଦିରକୁ ଉଡ଼ାଇ ଦେବା ପାଇଁ ଅନେକ ଧମକ ଆସୁଛି
Special report
ଏହାସହ ଅନେକ ଲୋକ ବୋମା ପକାଇ ମନ୍ଦିରକୁ ଉଡ଼ାଇ ଦେବେ ବୋଲି କହିବା ସହ ଅନେକ କିଛି କଥା ଏବେ ସାମ୍ନାକୁ ଆସୁଛି । ଅନେକ ଚିଠି ଏବେ ଆସୁଛି ଆଉ ଏହି ଚିଠିରେ କଣ ସବୁ ଲେଖା ହୋଇଛି ତାହା ଏହି ଭିଡିଓରେ ଦେଖାଯାଇଛି । 
Special report
ଏହାସହ ପୋଲିସ ଷ୍ଟେସନକୁ ଉଡ଼ାଇ ଦିଆଯିବ ବୋଲି କୁହାଯାଇଥିଲା । ଉତ୍ତରପ୍ରଦେଶ ପୋଲିସ ଏହି ଚିଠିକୁ କାନପୁର ସ୍ଥିତ କାନ୍ଥରୁ ଜବତ କରିଛି । ସେହି ଚିଠିରେ ଲେଖା ଅଛି କି ପୋଲିସ କିଛି କରିପାରିବ ନାହିଁ । ଏହି ଚିଠିରେ ଅନେକ କଥା ଲେଖାଯାଇଛି ।
ଆଉ ଏହାସହ କିଛି ଲୋକଙ୍କ ନାମ ମଧ୍ୟ ଲେଖାଯାଇଛି । ଏହି ଚିଠିକୁ ନେଇ ଏବେ ସବୁଠି ଚର୍ଚ୍ଚା ହେବା ସହିତ ଅନେକ କଥା ସାମ୍ନାକୁ ଆସିଛି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଏହି ଚିଠିରେ ମହିଳାଙ୍କ ନାମ ବି ଲେଖା ଅଛି ।