Movie prime

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯୋଗୀଙ୍କୁ ଆସିଲା ହ-ତ୍ୟା ଧମକ ଦେଖନ୍ତୁ କାହିଁକି ମିଳିଲା ଏମିତି ୱାର୍ଣିଂ

 
VIRAl
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଦେଖିଥିବେ ରାମ ମନ୍ଦିରକୁ ନେଇ ଆସୁଥିବା ଖବର ସବୁ ।
ଏବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ କେହି ଜଣେ ଧମକ ଦେଉଛି । ଏବେ ଏହି ବିଷୟରେ ଆସିଥିବା ଖବର ଆପଣମାନେ ପାଇପାରିବେ । ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କୁ ହ-ତ୍ୟା ଧମକ ମିଳିଛି ।
Viral video
ହ-ତ୍ୟା ଧମକ ଦେଇଛି ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ । ଏକ ଅଡିଓ କ୍ଲିପ୍ ମଧ୍ୟ ଗୁରପତୱନ୍ତ ସିଂ ପନ୍ନୁ ପଠାଇଛି । ଆଉ ଏଥିପାଇଁ ଅଯୋଧ୍ୟାରେ କଡାକଡି ବ୍ୟବସ୍ଥା ଅଧିକ କରାଯାଇଛି । କାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହ-ତ୍ୟା ଧମକ ଆସିଛି ।
ଯେତେବେଳେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଥିବ, ଯେତେବେଳେ ପୂଜା ଚାଲୁ ଥିବ ସେତେବେଳେ ମନ୍ତ୍ରୀଙ୍କୁ ହ-ତ୍ୟା କରାଯିବ ବୋଲି ଖବର ଆସିଛି । ଏହି ଅଡିଓ ମେସେଜ କରିଛି ଗୁରପତୱନ୍ତ ସିଂ ପନ୍ନୁ ।
Viral
ଏହା ପୂର୍ବରୁ ପନ୍ନୁ ଅନେକ ଥର ଧମକ ଦେଇଛି । ଆଉ ସେ ହ-ତ୍ୟା କରିବ ବୋଲି ଧମକ ଦେଇଥିଲା । ଏବେ ଏହି ଧମକ ଆସିବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
କିଛିଦିନ ପୂର୍ବରୁ ତିନିଜଣ ସଦିଗ୍ଧଙ୍କୁ ଗିରଫ କରାଯାଇଥିଲା । ଆଉ ଏବେ ପନ୍ନୁ କହିଛନ୍ତି ଏହି ତିନିଜଣଙ୍କୁ କଷ୍ଟ ଦିଆଯାଉଛି । ଏହି ତିନିଜଣ ସଦିଗ୍ଧ କାହିଁକି ଅଯୋଧ୍ୟା ଆସିଥିଲେ ତାହା ଏଯାଏଁ ଜନା ପଡ଼ିନାହିଁ । ସିଷ୍ଟ ଫର୍ନ ଜଷ୍ଟିସ ଠାରୁ ଏହି ବାର୍ତ୍ତା ପଠାଇଛି ପନ୍ନୁ । 
ପନ୍ନୁ କିଛି କରିପାରିବ ନାହିଁ ବୋଲି ଅନେକ ଲୋକ କହୁଛନ୍ତି । ପୋଲିସ ଏହି ତିନିଜଣ ସଦିଗ୍ଧଙ୍କୁ ଗିରଫ କରିଛି ଆଉ ତାଙ୍କୁ ନିର୍ଯାତନା ଦେଉଛି ବୋଲି ପନ୍ନୁ କହିଛି । ଆଉ ଏହାର କାରଣ ପନ୍ନୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଚାରିବ ବୋଲି କହିଛି ।
ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କୁ ହ-ତ୍ୟା କରିବ ବୋଲି ମଧ୍ୟ ଧମକ ଦେଇଛି । ଏବେ ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚ୍ଚା ହେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯୋଗୀ ଆଦିତ୍ୟନାଥଙ୍କୁ ମାରିବା ଦୂରର କଥା ତାଙ୍କ ପାଖରେ ପହଞ୍ଚିବା କାଠିକର ପାଠ ବୋଲି ସମସ୍ତେ କହୁଛନ୍ତି ।