Movie prime

ରାମ ନବମୀ ଦିନ ଏହି ଗଛ କୁ ଛୁଇଁଲେ ହୋଇଥାଏ ମହାପାପ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ରାମନବମୀ ଦିନ ଏହି ବୃକ୍ଷକୁ ଛୁଇଁଲେ ହେବ ଧନର ବର୍ଷା । ଏହି ଭିଡିଓ ମାଧ୍ୟମରେ ଆପଣ ରାମନବମୀ ଦିନ ଏହି ଉପାୟ କରିଲେ ଆପଣଙ୍କ ଘରେ ସୁଖ ଶାନ୍ତି ରହିବ । ଧନ ବୃଦ୍ଧି ହେବ । ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିର ଦିନ ରାଜା ଦଶରଥଙ୍କ ଘରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ ହୋଇଥିଲା ।
ଏହାକୁ ହିନ୍ଦୁ ଧର୍ମରେ ବହୁତ ବିଶ୍ବାସ କରାଯାଏ । ଏହି ଦିନ ଗୋଟିଏ ବୃକ୍ଷକୁ ଛୁଇଁଲେ ଆପଣଙ୍କ ଜୀବନର ସବୁ ଦୁଃଖ ଚାଲିଯିବ । ଆପଣଙ୍କର ମନୋକାମନା ପୂର୍ଣ୍ଣ ହେବ । ରାମନବମୀ ୩୦ ମାର୍ଚ୍ଚ ଗୁରୁବାର ଦିନ ପଡୁଅଛି ।
ଏହି ଦିନ ଅମୃତ ସିଦ୍ଧି ଯୋଗ, ବ୍ରହ୍ମ ଯୋଗ, ଯେମିତି ୫୨ ପ୍ରକାରର ଯୋଗ ବନୁଅଛି । ସଠିକ୍ ମୁହୂର୍ତ୍ତରେ ଏହି ଦିନ ଏହି ବୃକ୍ଷକୁ ଛୁଇଁଲେ ଆପଣଙ୍କ ଜୀବନରେ ଧନର ଆଗମନ ହେବ । ଆପଣ ଆରମ୍ଭ କରୁଥିବା କାର୍ଯ୍ୟରେ ସଫଳତା ମିଳିବ । 
ଯେଉଁ ବୃକ୍ଷ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ ତାହା ହେଉଛି ବାବନ ବୃକ୍ଷ । କେବଳ ଏହି ବୃକ୍ଷକୁ ଛୁଇଁବା ମାତ୍ରେ ହିଁ ଆପଣଙ୍କର ସବୁ ସମସ୍ୟା ଦୂର ହୋଇ ଯାଇଥାଏ । ଆପଣଙ୍କର ମନୋକାମନା ପୂରଣ ହୋଇଯିବ ।
ବୃକ୍ଷଲତାରେ ପ୍ରଭୁ ବାସ କରିଥାନ୍ତି ସେଥିପାଇଁ ଲୋକମାନେ ଉଠି କରି ସ୍ନାନ କରି ପୂଜା କରିଥାନ୍ତି ଆଉ ଏହାପରେ କିଛି ଗଛ ପାଖକୁ ଯାଇ ପାଣି ନେଇ ପୂଜା କରିଥାନ୍ତି । ରାମନବମୀ ଦିନ ପ୍ରଭୁ ରାମଚନ୍ଦ୍ରଙ୍କ ପୂଜା କରିବାର ଏକ ମହିମା ରହିଛି ।
ଏହି ବୃକ୍ଷକୁ ପୂଜା କରିବା ଏବଂ ଛୁଇଁବା ଦ୍ଵାରା ଆପଣଙ୍କ ଜୀବନର ଖୁସି ମିଳିବ । ଏହି ରାମନବମୀ ଦିନ ବେଲ ଗଛକୁ ଛୁଇଁଲେ ଏବଂ ଗଛ ପାଖକୁ ଯାଇ ଏକ ଲୋଟା ଜଳ ଅର୍ପଣ କରିଲେ ଆପଣଙ୍କ ଜୀବନରେ କେବେ ଦୁଃଖ ଆସିବ ନାହିଁ । ଧନର ଆଗମନ ହେବ ।
ଏହି ରାମନବମୀ ଦିନ ସକାଳ ସମୟରେ ଓସ୍ତ ଗଛ ପାଖକୁ ଯାଇ ଏକ ଦୀପ ଜଳାନ୍ତୁ ଆଉ ତିନିଥର ପରିକ୍ରମା କରନ୍ତୁ । ଆଉ ଏହି ସମୟରେ ପ୍ରଭୁ ଶ୍ରିହରିଙ୍କର ବୀଜ ମନ୍ତ୍ର ଜପ କରନ୍ତୁ । ଏହା କରିଲେ ଆପଣଙ୍କ ଜୀବନରେ ଆପଣ ଉନ୍ନତି କରିବେ । 
ଏହିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ନିମ୍ବ ଗଛକୁ ଛୁଇଁଲେ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ । ରାମନବମୀ ଦିନ ଅଶୋକ ବୃକ୍ଷ ପାଖକୁ ଯାଇ ଏକ ଲୋଟା ଜଳରେ କ୍ଷୀର ମିଶାଇ ଅର୍ପଣ କରନ୍ତୁ ।
ଏହାକୁ ଛୁଇଁ କରି ଆସିଲେ ଆପଣଙ୍କ ଜୀବନରେ କେବେ ଧନର ଅଭାବ ହେବ ନାହିଁ। ଏହିସବୁ ଗଛ ଗୁଡ଼ିକୁ ଛୁଇଁବା ଦ୍ଵାରା ଆପଣଙ୍କ ଜୀବନରେ ଦୁଃଖ ଜମା ବି ଆସିବ ନାହିଁ । ଆଉ ଆପଣଙ୍କ ଜୀବନରେ ଧନର ଆଗମନ ହେବ ।