Movie prime

ଆସନ୍ତା କାଲି ରାମ ନବମୀ, ମାର୍ଚ୍ଚ ୩୦ , କରନ୍ତୁ ଏହି ଉପାୟ ଇଚ୍ଛା ହେବ ପୂରଣ

 
Special report
ଓଡ଼ିଶାର ଜଣେ ଲୋକପ୍ରିୟ ରାଜନେତା ହେଉଛନ୍ତି ସୁର ରାଉତ ରାୟ।ତେବେ ରାଜନେତା ସୁର ରାଉତ ରାୟ ଙ୍କ କଥା ଓଡ଼ିଶା ବାସୀ ଙ୍କୁ ବେଶ ପସନ୍ଦ ଆସିଥାଏ।
ସେ ଗଣମାଧ୍ୟମ ସାମ୍ନାରେ ଯାହା କହିଥାନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟି ଥାଏ।ଦର୍ଶକ ମାନେ ତାଙ୍କ କଥାରେ ବହୁତ ହସି ଥାନ୍ତି।ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।
ସବୁବେଳେ ଯେ କୌଣସି କଥାବାର୍ତା ହେଉ,ଯେ କୌଣସି ବିବାଦ ହେଉ ସୁର ରାଉତ ରାୟ ଙ୍କ ବାଇଟ୍ ନେବାପାଇଁ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯାଇଥାନ୍ତି।ସୁର ରାଉତ ରାୟ ଏମିତି କଥା କହିଥାନ୍ତି ଯାହାକି ସବୁବେଳେ ଭାଇରାଲ ହୋଇଥାଏ।
ତେବେ ଆପଣମାନେ ତ ସୁର ରାଉତ ରାୟ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।କିନ୍ତୁ ତାଙ୍କ ପରିବାର ବିଷୟରେ ଅନେକ ଲୋକ ଜାଣି ନାହାଁନ୍ତି।
ସୁର ରାଉତ ରାୟ ତାଙ୍କ ପତ୍ନୀ ଙ୍କ ସହିତ ଓଡ଼ିଶାରେ ରୁହନ୍ତି।ତାଙ୍କର ଗୋଟିଏ ପୁଅ ଅଛନ୍ତି।ଯିଏ କି ଆମେରିକା ରେ ରୁହନ୍ତି।ଗତ କିଛି ଦିନ ତଳେ ସୁର ରାଉତ ରାୟ ତାଙ୍କ ପୁଅଙ୍କ ପାଖକୁ ଆମେରିକା ଯାଇଥିଲେ।ତାଙ୍କ ସ୍ତ୍ରୀ ମଧ୍ୟ ଯାଇଥିଲେ।ସେଠାରେ ତାଙ୍କ ପୁଅ,ଦୁଇ ନାତୁଣୀ ଆଉ ବୋହୂ ସମସ୍ତଙ୍କ ସହିତ ନଜର ଆସିଥିଲେ।
ଏବଂ ଫଟୋ ଗୁଡ଼ିକ ସୁର ରାଉତ ରାୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଥିଲେ।ଯାହାକି ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି।ଆମେରିକା ରେ ମଧ୍ୟ ସୁର ରାଉତ ରାୟ ଙ୍କୁ ସେହି ପୋଷାକ ରେ ଦେଖିବାକୁ ମିଳିଥିଲା।
ଯେଉଁ ଭଳି ଭାବରେ ସେ ଓଡ଼ିଶାରେ ନଜର ଆସନ୍ତି ଠିକ୍ ସେହିପରି।ଆମେରିକା ରେ ସୁର ରାଉତ ରାୟ ବହୁତ ମଜା ମସ୍ତି କରିଥିଲେ।ଏବଂ ସୋସିଆଲ ମିଡିଆରେ ସେୟାର କରିଥିଲେ।
ଯାହାକି ଦର୍ଶକ ମାନେ ଦେଖି ବହୁତ ଖୁସି ହୋଇଛନ୍ତି।ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.